Latest Odisha News

BREAKING NEWS

IIC Suspended: ମଦ ଦୋକାନୀଠାରୁ ଲାଞ୍ଚ ନେଇ ସିଆରଆରଆଇ ଥାନା ଆଇଆଇସି ନିଲମ୍ବିତ

କଟକ: ନିଲମ୍ବିତ ହେଲେ କଟକ ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ । ୪୦ ହଜାର ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଆଜି ତାଙ୍କୁ ନିଲମ୍ବନ କରିଛନ୍ତି ପୋଲିସ ଡିଜି ୱାଇ.ବି ଖୁରାନିଆ । ଲାଞ୍ଚ କାରବାରରେ ସଂପୃକ୍ତ ପରେ ନିଆଗଲା ଏହି କାର୍ଯ୍ୟାନୁଷ୍ଠାନ । ଜଣେ…

ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ: ୧୨ଟି ସ୍ଥାନରୁ ପାଣିର ନମୁନା ସଂଗ୍ରହ କଲା ମେଡିକାଲ ଟିମ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ। ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଗଲେ ଅଭିଭାବକ। ଘଟଣା ପରେ ନବୋଦୟ ବିଦ୍ୟାଳୟରେ ପହଞ୍ଚିଲା ମେଡିକାଲ ଟିମ୍। ସ୍କୁଲରେ ୱାଟକୋ ଟିମ୍ ପହଞ୍ଚି ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର…

ଇଣ୍ଟରସେପ୍‌ଟର ମିଜାଇଲ୍ S-400ର ବ୍ୟବହାରିକ ପରୀକ୍ଷଣ

ଭଦ୍ରକ: ଇଣ୍ଟରସେପ୍‌ଟର ମିଜାଇଲ୍ S-400ର ବ୍ୟବହାରିକ ପରୀକ୍ଷଣ। ଅପେରେସନ ସିନ୍ଦୂରରେ ବ୍ୟବହୃତ ହୋଇଥିଲା S-400 ଇଣ୍ଟରସେପ୍‌ଟର। ଅବଦୁଲ କଲାମ ଦ୍ବୀପରୁ ଅପରାହ୍ନ ୩ଟା ୪୦ରେ ହେଲା ବ୍ୟବହାରିକ ପରୀକ୍ଷଣ। ପ୍ରଥମେ ବଂଶୀ ନାମକ ମିଜାଇଲ୍‌କୁ ସଫଳତାର ସହ ଧ୍ବଂଶ କଲା S-400। ୪୦୦ କିମି…

ଜନତାଙ୍କ ଅକୁଣ୍ଠ ବିଶ୍ୱାସ ହିଁ ଆମକୁ ପ୍ରତିଦିନ ନିରନ୍ତର ସେବା କରିବା ପାଇଁ ଅପାର ଶକ୍ତି ଯୋଗାଉଛି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ନୂଆବର୍ଷରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଜନଶୁଣାଣି ସୋମବାର ଭୁବନେଶ୍ୱର ୟୁନିଟ-୨ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ଆୟୋଜିତ ହୋଇଯାଇଛି । ୧୬ତମ ଜନ ଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକଙ୍କ ସମସ୍ୟା ଶୁଣିଛନ୍ତି ।…

ରିକି ପଂଟିଂଙ୍କ ରେକର୍ଡ ସହ ସମକକ୍ଷ ହେଲେ ରୁଟ

ସିଡନୀ: ଟେଷ୍ଟ କ୍ରିକେଟରେ ଜୋ ରୁଟ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଧୀରେ ଧୀରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବା ସମ୍ଭାବନା ସୃଷ୍ଟି କରିଛନ୍ତି । ସୋମବାର ଆଶେସ ସିରିଜର ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟ ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି । ସୋମବାର ଇଂଲଣ୍ଡର ଅଭିଜ୍ଞ…

Manipur IED Blast: ଉଗ୍ରବାଦୀଙ୍କ IED ବିସ୍ଫୋରଣରେ ଗ୍ରାମବାସୀ ଆହତ; କିଛିଦିନ ତଳେ ଶାହ…

ନୂଆଦିଲ୍ଲୀ:ମଣିପୁର ରାଜ୍ୟର ସୁରକ୍ଷା ପରିସ୍ଥିତି ସମ୍ପର୍କରେ ଗୃହମନ୍ତ୍ରୀ ଅମିତ ଶାହ ମଣିପୁର ରାଜ୍ୟପାଳ ଏ.କେ. ଭଲ୍ଲା(Ajay Kumar Bhalla) ଏବଂ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ନୂଆଦିଲ୍ଲୀରେ ଏକ ସମୀକ୍ଷା ବୈଠକ କରିବାର କିଛି ଦିନ ପରେ ଅଶାନ୍ତ ମଣିପୁରରେ ଆଉ ଏକ ଉଗ୍ରବାଦୀ ଆକ୍ରମଣ…

ବ୍ଲକ୍‌ କାର୍ଯ୍ୟାଳୟରେ ବିଡିଓଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସମୟରେ ବିଜେପି ନେତା ଲଳିତ ବେହେରା ବିଡିଓଙ୍କ ଉପରେ କରିଥିବା ଆକ୍ରମଣ ଉଦ୍ୟମକୁ ଜିଲ୍ଲା ଓଏଏସ୍ ସଂଘ ଦୃଢ଼ ନିନ୍ଦା କରିଛି। ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ…

Odisha Vigilance: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ

ବାରିପଦା: ୬୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ୨ ଯନ୍ତ୍ରୀ ଗିରଫ। ଉଦଳା ଉଠାଜଳସେଚନ ବିଭାଗର ୨ ଯନ୍ତ୍ରୀଙ୍କୁ ଗିରଫ କଲା ଭିଜିଲାନ୍ସ। SDO ହରେକୃଷ୍ଣ ସିଂହ ଓ JE ସୁବ୍ରତ ମହାନ୍ତି ଗିରଫ। ୪୨ ଲକ୍ଷର ବିଲ୍ ପାସ୍ କରାଇବା ପାଇଁ ଠିକାଦାରଙ୍କ ଠାରୁ ଲାଞ୍ଚ ନେଉଥିଲେ। ଲାଞ୍ଚର ପ୍ରଥମ କିସ୍ତି…

ବିଳମ୍ବରେ ପହଞ୍ଚିଲେ ଅଧିକାରୀ, ବାହାର କରିଦେଲେ ଜିଲ୍ଲାପାଳ…

ରାୟଗଡା: ସୋମବାର ଦିନ ରାୟଗଡାରେ ଏକ ଶୁଣାଣି  ଅଧିବେଶନରେ ବିଳମ୍ବରେ ପହଞ୍ଚିଥିବା ଅଧିକାରୀମାନଙ୍କୁ ବାହାର କରିଦେଲେ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି। ରିପୋର୍ଟ ଅନୁଯାୟୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସକାଳ ୧୦ଟାରେ ଶୁଣାଣି ଆରମ୍ଭ ହୋଇଥିଲା ଓ ଜିଲ୍ଲାପାଳ ନିର୍ଦ୍ଧାରିତ ସମୟସୀମା…

Snakes In Winter: ଶୀତଦିନେ କୁଆଡ଼େ ଯାଆନ୍ତି ସବୁ ସାପ?, କାହିଁକି ଆସନ୍ତିନି ବେଶୀ ନଜର…

ଭୁବନେଶ୍ୱର: କେବେ ଆପଣ କ’ଣ ଲକ୍ଷ୍ୟ କରିଛନ୍ତି କି, ଶୀତଦିନେ ସାପମାନେ ଅଦୃଶ୍ୟ ହୋଇଯାଆନ୍ତି? ସେମାନେ କେଉଁଠାକୁ ଯାଆନ୍ତି? ଶୀତ ଋତୁରେ ଲୋକଙ୍କର ପ୍ରାୟତଃ ସାପର ଆଚରଣ ଏବଂ ଶୋଇବା ଶୈଳୀ ବିଷୟରେ ପ୍ରଶ୍ନ ଥାଏ। ଅଧିକାଂଶ ଲୋକ ସାପ ବିଷୟରେ ଜାଣିବାକୁ ଆଗ୍ରହୀ। ସେମାନେ ମଣିଷ ପରି କାର୍ଯ୍ୟ…