Latest Odisha News

BREAKING NEWS

କ୍ଷମା କରିଦେବି, କିନ୍ତୁ ଭୁଲିବି ନାହିଁ: ସ୍ମୃତି ମାନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ୍ ଟିମ୍‌ର ଷ୍ଟାର୍ ବ୍ୟାଟର ଏବଂ ଉପ-ଅଧିନାୟିକା ସ୍ମୃତି ମାନ୍ଧାନା ନିଜ ଜୀବନର କଠିନ ସମୟ ଓ ବ୍ୟକ୍ତିଗତ ସ୍ୱଭାବକୁ ନେଇ ଏକ ସାକ୍ଷାତକାରରେ କହିଛନ୍ତି ।  ଜୀବନର ସବୁଠାରୁ କଷ୍ଟକର ରାତି ବିଷୟରେ ପଚରାଯିବାରୁ ସେ ବ୍ୟକ୍ତିଗତ ଜୀବନ ଅପେକ୍ଷା କ୍ରିକେଟ୍…

ଏମଆଇଟି ଗବେଷକଙ୍କୁ ବଡ ସଫଳତା: ପରିସ୍କାର ପାଣି ପାଇଁ ଗଛ ଛାଲରୁ ପ୍ରସ୍ତୁତ ହୋଇଛି ଫିଲ୍ଟର

ନୂଆଦିଲ୍ଲୀ: ଏମଆଇଟି ଗବେଷକଙ୍କୁ ଏକ ବଡ ସଫଳତା ମିଳିଛି । ସହଜ ଓ ସୁବିଧାରେ କିପରି ଶୁଦ୍ଧ ପାନୀୟ ଜଳ ମିଳିପାରିବ ସେ ନେଇ ସେମାନେ ଗବେଷଣା କରିଥିଲେ । ଗଛର ଛାଲକୁ ଫିଲ୍ଟର ଭାବେ ବ୍ୟବହାର କରି ବିଶୁଦ୍ଧ ପାନୀୟ ଜଳ ବାହାର କରିବାରେ ସେମାନେ ସଫଳ ହୋଇଛନ୍ତି । ଆମେରିକାର ମାସାଚୁସେଟ୍ସ…

ଓରାଙ୍ଗଉଟାନଙ୍କ ସୁରକ୍ଷା ପାଇଁ ୫ ଜଣିଆ ବୈଷୟିକ କମିଟି ଗଠନ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଚଳିତ ସପ୍ତାହ ଆରମ୍ଭରେ ଉଦ୍ଧାର କରାଯାଇଥିବା ପାଞ୍ଚଟି ଓରାଙ୍ଗଉଟାନ ଛୁଆଙ୍କ ସେବା ଓ ଯତ୍ନ ପାଇଁ ଓଡ଼ିଶା ସରକାର ଏକ ପାଞ୍ଚ-ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ଗଠନ କରିଛନ୍ତି। ବିରଳ ଶ୍ରେଣୀଭୁକ୍ତ ଏହି ପ୍ରାଣୀମାନେ ଭାରତର ମୂଳ ବାସିନ୍ଦା…

ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ରାହୁଲ ହୋଇ ପାରନ୍ତି ଉପ ଅଧିନାୟକ

ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଏବଂ ଇରାନୀ କପ୍ ପାଇଁ ସେପ୍ଟେମ୍ବର ୧୬ରେ ନୂଆଦିଲ୍ଲୀରେ ଭାରତୀୟ ଦଳ ଚୟନ ହେବ ।  ଶୁଭମନ ଗିଲ୍‌ଙ୍କ କପ୍ତାନୀରେ ଖେଳାଯିବାକୁ ଥିବା ଏହି ସିରିଜରେ ନିୟମିତ ଉପଅଧିନାୟକ…

ପାର୍ବଣ ପୂର୍ବରୁ ହାଇଓ୍ବେ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ବର: ପାର୍ବଣ ପୂର୍ବରୁ ପୁରୀ ପୋଲିସକୁ ବଡ଼ ସଫଳତା ମିଳିଛି। ହାଇଓ୍ବେ ଲୁଟେରା ଗ୍ୟାଙ୍ଗର ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ପୋଲିସ। ସୂଚନା ଅନୁଯାୟୀ, ଅଭିଯୁକ୍ତଙ୍କ ଠାରୁ ୧୩ଟି ସୁନା ଚେନ୍, ଗୋଟିଏ ହାର, ୨ ହଳ ସୁନା କାନ ଫୁଲ, ଗୋଟିଏ ସୁନା ବ୍ରେସଲେଟ୍…

ଭାରତୀୟ ଜୁନିୟର ମହିଳା ହକି ଟିମ୍ ଜିତିଲା ଏସିଆ କପ୍ ୨୦୨୬ ଟାଇଟଲ

ହୁଲୁନବୁଇ: ଚୀନ୍‌ର ହୁଲୁନବୁଇରଠାରେ ଖେଳାଯାଇଥିବା ଏଏଚ୍‌ଏଫ୍ ମହିଳା ଜୁନିୟର ଏସିଆ କପ୍ ୨୦୨୬ ଫାଇନାଲରେ ଭାରତୀୟ ଜୁନିୟର ମହିଳା ହକି ଟିମ୍ ଘରୋଇ ଚୀନ୍‌କୁ ୧-୦ ଗୋଲରେ ପରାସ୍ତ କରି ଐତିହାସିକ ବିଜୟ ହାସଲ କରିଛି । ଏହି ବିଜୟ ସହ ଭାରତ କ୍ରମାଗତ ତୃତୀୟ ଥର ପାଇଁ ଏସିଆ କପ୍ ଜିତି ହାଟ୍ରିକ…

Ganesh Puja Guidelines:ଗଣେଶ ପୂଜାରେ ଡିଜେ,ବାଣ ମନା: ରାତି ୧୦ଟା ଭିତରେ ସରିବ ମେଲୋଡି

ଭୁବନେଶ୍ବର: ଗଣେଶ ପୂଜା ପାଇଁ ଚଳିତବର୍ଷ ଭୁବନେଶ୍ୱରରେ କଟକଣା ଜାରି କରିଛି କମିଶନରେଟ ପୋଲିସ। କମିଶନରେଟ୍ ପୋଲିସ୍ (CP) ରାଜଧାନୀ ଭୁବନେଶ୍ବର ଓ ଏହାର ଆଖପାଖ ଅଞ୍ଚଳରେ ଗଣେଶ ପୂଜାକୁ ସୁରୁଖୁରୁରେ ଓ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି। ଏଥର…

ପ୍ରଧାନମନ୍ତ୍ରୀଙ୍କୁ ନ୍ୟାୟ ପାଇଁ ଗୁହାରି କଲେ ସ୍କୁଲ ସାଥୀ…

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନ୍ୟାୟ ମାଗିଲେ ମହାରାଷ୍ଟ୍ରର ମୀରା ରୋଡର ବାସିନ୍ଦା ୮୧ ବର୍ଷୀୟ ଅସଗର ଅଲି ଭୋହରା। ତାଙ୍କର ଦଶନ୍ଧି ଧରି ଚାଲିଥିବା ଜମି ବିବାଦର CBI ତଦନ୍ତ ପାଇଁ ଆବେଦନ କରିଛନ୍ତି। ଗୁଜରାଟର ଭାଡନଗରର BN ସ୍କୁଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ…

ଇସ୍ରୋର ଚେତାବନୀ; ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆସିବ ୩ ବାତ୍ୟା!

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ଭାରତର ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଏକ ଗମ୍ଭୀର ସତର୍କତା ଜାରି କରିଛି। ଇସ୍ରୋ ଅନୁଯାୟୀ, ଅକ୍ଟୋବର ଏବଂ ଡିସେମ୍ବର ୨୦୨୬ ମଧ୍ୟରେ ଉତ୍ତର ଭାରତ ମହାସାଗରରେ ତିନୋଟି ଶକ୍ତିଶାଳୀ ଘୂର୍ଣ୍ଣିଝଡ଼ ସୃଷ୍ଟି ହେବାର ସମ୍ଭାବନା ଅଛି। ଏହି…

୧୭ ଯାଏଁ ବର୍ଷାରୁ ନିସ୍ତାର ନାହିଁ…

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଓ ବଜ୍ରପାତ ନେଇ ପୂର୍ବାନୁମାନ କରିଛି। ଯାହା ଫଳରେ ସେପ୍ଟେମ୍ବର ୧୭ ପର୍ଯ୍ୟନ୍ତ ୟେଲୋ ଆଲର୍ଟ ଜାରି କରାଯାଇଛି। ରବିବାର ପାଇଁ ଆଇଏମଡି ଝଡ଼ବର୍ଷା ନେଇ ହଳଦିଆ ଚେତାବନୀ ଜାରି କରିଛି। ଯେଉଁଥିରେ ବାଲେଶ୍ୱର, ଭଦ୍ରକ,…