Latest Odisha News

BREAKING NEWS

ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ର ବୃତ୍ତି ଅର୍ଥ ହଡପ, ୧୪୯ ଛାତ୍ରୀଛାତ୍ରଙ୍କ ବିରୋଧରେ ମାମଲା ରୁଜୁ

ଖୋର୍ଦ୍ଧା: ମେଧାବୃଦ୍ଧି ଯୋଜନାରେ ଛାତ୍ରବୃଦ୍ଧି ହାସଲ କରିବା ଅଭିଯୋଗରେ ୧୪୯ ଛାତ୍ରଛାତ୍ରୀ ଓ ୭ଟି ଶିକ୍ଷାନୁଷ୍ଠାନ ବିରୋଧରେ ମାମଲା ହୋଇଛି । ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲାରେ । ଏହି ଛାତ୍ରଛାତ୍ରୀ ମାନେ ମିଥ୍ୟା ଆୟ ପ୍ରମାଣ ପତ୍ର ଏବଂ ଜାଲ ଜାତି ପ୍ରମାଣ ପତ୍ର ଦେଇ ଛାତ୍ରୀ ଛାତ୍ର…

Encounter: ଗୁଳି ବିନିମୟ ଜାରି; ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର, ମୁଣ୍ଡରେ ଥିଲା ୫ ଲକ୍ଷ

ରାୟପୁର: ଛତିଶଗଡ଼ର ନକ୍ସଲ ପ୍ରଭାବିତ ବିଜାପୁର ଜିଲ୍ଲାର ଭୈରାମଗଡ଼ ଥାନାର ଇନ୍ଦ୍ରାବତୀ ଅଞ୍ଚଳରେ ହୋଇଥିବା ଏକ ଏନକାଉଣ୍ଟରରେ ଜଣେ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ନାମ ACM ଫଗନୁ ମାଡଭି ବୋଲି ଚିହ୍ନଟ କରାଯାଇଛି। ତାଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ଥିଲା।…

ସାଇବର କ୍ରାଇମ୍‌ର ଶିକାର ହେଲେ ଡାକ୍ତରାଣୀ, ଠକି ନେଲେ ୧୨ ଲକ୍ଷ ଟଙ୍କା

ରାୟଗଡା: ସାଇବର କ୍ରାଇମ୍ ହୋଇଛନ୍ତି ଜଣେ ଡାକ୍ତରାଣୀ । ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍‌ରୁ ୧୨ ଲକ୍ଷରୁ ଅଧିକ ଟଙ୍କା ଉଠାଇ ନେଇଛନ୍ତି ସାଇବର ଲୁଟେରା । ଠକେଇର ଶିକାର ହୋଇଥିବା ଡାକ୍ତରାଣୀ ଜଣକ ହେଲେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ମମତା ଚୌଧୁରୀ । ଏନେଇ ସେ ଟାଉନ୍…

ଚାଲିଛି କି ବଡ଼ ଷଡ଼ଯନ୍ତ୍ର! LoC ରେ ଧରାପଡିଲା ମହିଳା ଅନୁପ୍ରବେଶକାରୀ, କରିବ ପାକିସ୍ତାନର ପର୍ଦ୍ଦାଫାସ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ପୁଞ୍ଚ ଜିଲ୍ଲାରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ମହିଳାଙ୍କୁ ଭାରତୀୟ ସେନା ଅଟକ ରଖିଛି। ଏହି ଘଟଣା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ହାଇ ଆଲର୍ଟରେ ଅଛନ୍ତି। ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (JeM)ର…

Google launches Credit Card with Axis Bank: ଗୁଗୁଲ୍ ଲଞ୍ଚ କଲା UPI ଆଧାରିତ ଡିଜିଟାଲ କ୍ରେଡିଟ୍‌ କାର୍ଡ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟକୁ ଆହୁରି ସହଜ କରିବା ପାଇଁ Google ଏକ ବଡ଼ ପଦକ୍ଷେପ ନେଇଛି । Google Pay ଏବଂ Axis Bank ଏକ ନୂତନ UPI-ଚାଳିତ ସହ-ବ୍ରାଣ୍ଡେଡ୍ କ୍ରେଡିଟ୍ କାର୍ଡ ଲଞ୍ଚ କରିବା ପାଇଁ ସହଭାଗୀ ହୋଇଛନ୍ତି ଯାହାକୁ ଗୁଗୁଲ ପେ ଫ୍ଲେକ୍ସ ଆକ୍ସିସ ବ୍ୟାଙ୍କ କ୍ରେଡିଟ୍

ଭଗବାନ ଶ୍ରୀରାମ ଜଣେ ମୁସଲମାନ ଥିଲେ: ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ

କୋଲକାତା: ପଶ୍ଚିମବଙ୍ଗର ରାଜନେତାମାନେ ସେମାନଙ୍କ ବୟାନ ପାଇଁ ସବୁବେଳେ ଖବରର ଶୀର୍ଷରେ ଥାଆନ୍ତି। ଶାସକ ତୃଣମୂଳ କଂଗ୍ରେସ (TMC)ର ବିଧାୟକ ମଦନ ମିତ୍ରଙ୍କ ଏକ ଭିଡିଓ ଭାଇରାଲ ହୋଇଛି, ଯାହା ରାଜନୈତିକ ବିବାଦ ସୃଷ୍ଟି କରିଛି। ତାଙ୍କ ଭାଷଣ ସମୟରେ ସେ ପ୍ରଭୁ ରାମଙ୍କୁ ଜଣେ ମୁସଲମାନ ବୋଲି…

Son Murdered His Parents: ଟଙ୍କା ପାଇଁ ବାପା ମାଙ୍କୁ କରତରେ କାଟିଲା ପୁଅ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଜଉନପୁରରେ ଅଭାବନୀୟ ଘଟଣା । ନିଜର ବୃଦ୍ଧ ପିତାମାତାଙ୍କୁ ହତ୍ୟା କରିବା ପରେ କରତରେ କାଟି ନଦୀକୁ ଫୋପାଡି ଦେଇଛି ପୁଅ । ପାରିବାରିକ କଳହକୁ ନେଇ ଏଭଳି ବିଭତ୍ସ ହତ୍ୟାକାଣ୍ଡ ହୋଇଥିବା ବେଳେ, ହତ୍ୟାକାରୀ ପୁଅକୁ ଗିରଫ କରିଛି ପୋଲିସ । ଇଞ୍ଜିନିୟର ଅମ୍ବେଶ ୫ ବର୍ଷ…

ଭୁବନେଶ୍ବରରୁ ପୁରୀ ଯିବା ଏବେ ଆହୁରି ସହଜ ହେବ, ୧୩୦ କିମି ବେଗରେ ଦୌଡ଼ିବ ଟ୍ରେନ୍

ଭୁବନେଶ୍ବର: ଏବେ ଅତି କମ୍ ସମୟ ଭିତରେ ଭୁବନେଶ୍ବରରୁ ଯାଇ ପୁରୀରେ ପହଞ୍ଚିଯିବେ ଯାତ୍ରୀ । ଭୁବନେଶ୍ବରରୁ ପୁରୀକୁ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡ଼ିବ ଟ୍ରେନ୍‌ । ଇହା ମଧ୍ୟରେ ଭୁବନେଶ୍ବରରୁ ଖୋର୍ଦ୍ଧାରୋଡ୍‌ ପର୍ଯ୍ୟନ୍ତ ୨୦ କିମି ରେଳ ଲାଇନ୍‌କୁ ଅଟୋ ସିଗନାଲିଂ ହୋଇସାରିଛି ।…

ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧିର ପୁନର୍ବିଚାର ପାଇଁ ବିଜେଡିର ଦାବି

ଭୁବନେଶ୍ୱର: ବିଧାୟକଙ୍କ ଦରମା ବୃଦ୍ଧି ପ୍ରସଙ୍ଗ। ପୁନର୍ବିଚାର ପାଇଁ ନିବେଦନ କଲା ବିଜେଡି। ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ନିଷ୍ପତ୍ତି ନିଆଯାଇଛି। ପ୍ରେସମିଟରେ ବିରୋଧୀ ଦଳ ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ଦେଇଛନ୍ତି ସୂଚନା। ବିଧାନସଭାରେ ବିଲକୁ ସମର୍ଥନ କରିଥିଲେ ବି…

ଇନଭେଷ୍ଟର୍ସ ମିଟ ପାଇଁ ହାଇଦ୍ରାବାଦରେ ମୁଖ୍ୟମନ୍ତ୍ରୀ, ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ

ଭୁବନେଶ୍ୱର/ହାଇଦ୍ରାବାଦ: ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ। ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ। ସ୍ବାକ୍ଷରିତ ହୋଇଛି ୧୯ ହଜାର ୨୦୦ କୋଟି ଟଙ୍କାର ୭ଟି Mou। ପ୍ରମୁଖ ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଲୋଚନା କରିଛନ୍ତି।…