ଅଧୁରା ରହିଲା ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା…
ନୂଆଦିଲ୍ଲୀ: ଅଧୁରା ରହିଲା କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ବିଶ୍ୱକପ୍ ହାତେଇବା ଆଶା। ତାଙ୍କ ନାମ ସହିତ ଆଉ "ବିଶ୍ୱ ଚାମ୍ପିଅନ୍" ଉପାଧି ଯୋଡ଼ି ହେବ ନାହିଁ। ମଙ୍ଗଳବାର ସ୍ପେନ୍ ପର୍ତ୍ତୁଗାଲକୁ ୧-୦ରେ ପରାସ୍ତ କରି ଫିଫା ବିଶ୍ୱକପ୍ ୨୦୨୬ରୁ ବାହାର କରିଦେଇଛି।
ଏହି ପର୍ତ୍ତୁଗାଲ ଷ୍ଟାର୍ ଗୋଟିଏ…