୫ ବର୍ଷ ପରେ ଜଙ୍ଗଲରୁ ଉଦ୍ଧାର ହେଲେ, ଜାଣନ୍ତୁ କେମିତି କାଟୁଥିଲେ ଜୀବନ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ଜଙ୍ଗଲ ଭିତରେ ଗତ ପାଞ୍ଚ ବର୍ଷ ଧରି ଏକାକୀ ଜୀବନଯାପନ କରୁଥିବା ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କୁ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପରେ ଉଦ୍ଧାର କରାଯାଇଛି।
ପରେ ତାଙ୍କୁ ମୋହନା ବ୍ଲକର ମେରାପାଲି ଗାଁରେ ଥିବା ଘରକୁ ଫେରାଇ ଅଣାଯାଇଥିବା ଏକ ରିପୋର୍ଟରେ…