Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ଅମରିନ୍ଦର ସିଂହଙ୍କ ସାଂସଦ ପତ୍ନୀ

ନୂଆଦିଲ୍ଲୀ: ଲୋକସଭା ସାଂସଦ ତଥା ନିଲମ୍ବିତ କଂଗ୍ରେସ ନେତା ପରଣୀତ କୌର ଗୁରୁବାର ବିଜେପିରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗତ ୧୦ ବର୍ଷ ମଧ୍ୟରେ ତାଙ୍କ ସରକାର କରିଥିବା କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। ପଞ୍ଜାବର ପଟିଆଲାରୁ ୪ ଥର ସାଂସଦ ତଥା ପୂର୍ବତନ…

ଶୃଙ୍ଖଳାଗତ କାରଣରୁ ନିଲମ୍ବିତ ହେଲେ ନାଲକୋ ନିର୍ଦ୍ଦେଶକ ରାଧାଶ୍ୟାମ ମହାପାତ୍ର

ନୂଆଦିଲ୍ଲୀ: ଖଣି ମନ୍ତ୍ରଣାଳୟ ପକ୍ଷରୁ ନାଲକୋର ନିର୍ଦ୍ଦେଶକ (ମାନବ ସମ୍ବଳ) ରାଧାଶ୍ୟାମ ମହାପାତ୍ରଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ବିତ କରାଯାଇଛି। ଭୁବନେଶ୍ୱରସ୍ଥିତ ନ୍ୟାସନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ ପକ୍ଷରୁ ଗୁରୁବାର କୁହାଯାଇଛି ଯେ ମହାପାତ୍ରଙ୍କୁ ତୁରନ୍ତ ନିଲମ୍ବିତ କରିବା ନେଇ…

ବିବାଦ ଭିତରେ ନୂଆ ନିର୍ବାଚନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ପୂର୍ବତନ ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁଙ୍କୁ ନିର୍ବାଚନ କମିସନର ଭାବେ ନିଯୁକ୍ତ କରାଯାଇଛି। ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ସେମାନଙ୍କ ନିଯୁକ୍ତିକୁ ନିଶ୍ଚିତ କରିବାର କିଛି ଘଣ୍ଟା ପରେ ଏହି ଘୋଷଣା କରାଯାଇଛି। ଅନୁପ ଚନ୍ଦ୍ର…

ବସଷ୍ଟାଣ୍ଡ ଉଦଘାଟନ ବେଳେ ଲୋକେ ଦେଖିଲେ ବିଧାୟକ-ସରପଞ୍ଚ ବିବାଦ

ସାଲେପୁର: କଟକ ଜିଲ୍ଲା ସାଲେପୁରରେ ବସ୍ ଟର୍ମିନାଲ ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ରଶ୍ମିତା ଦାସଙ୍କ ନାମ ସୂଚନା ଫଳକରୁ ବାଦ ପଡ଼ିବାରୁ ଏହାକୁ ତୀବ୍ର ବିରୋଧ କରିବା ସହ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଉଦଘାଟନ ପାଇଁ ଏକତ୍ରିତ ହୋଇଥିବା ଜନସମାଗମ ସମ୍ମୁଖରେ ସ୍ଥାନୀୟ ବିଧାୟକ…

ନିର୍ବାଚନୀ ବଣ୍ଡ ଜରିଆରେ ସର୍ବାଧିକ ଅନୁଦାନ ପାଇଛି ବିଜେପି, ବିଜେଡି କେତେ ?

ନୂଆଦିଲ୍ଲୀ: ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଜାନୁଆରି ୨୪ ମଧ୍ୟରେ ୬୦୬୦.୫ କୋଟି ଟଙ୍କା ସହ ଭାରତୀୟ ଜନତା ପାର୍ଟି (ବିଜେପି) ଇଲେକ୍ଟୋରାଲ ବଣ୍ଡ୍ ଜରିଆରେ ସର୍ବାଧିକ ଅନୁଦାନ ପାଇଥିବା ରାଜନୈତିକ ଦଳମାନଙ୍କ ତାଲିକାରେ ଶୀର୍ଷରେ ରହିଛି। ଏହି ସମୟ ମଧ୍ୟରେ ନଗଦ ହୋଇଥିବା ମୋଟ ବଣ୍ଡର ଏହା ୪୭.୫% ରୁ…

ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପେଟ୍ରୋଲ ଓ ଡିଜେଲ ଦର କମାଇଲା କେନ୍ଦ୍ର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଦରରେ ୨ ଟଙ୍କା ହ୍ରାସ କରିଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅନୁଯାୟୀ ସଂଶୋଧିତ ଦର ମାର୍ଚ୍ଚ ୧୫ ତାରିଖ ସକାଳ ୬ଟାରୁ ଲାଗୁ ହେବ। ମନ୍ତ୍ରଣାଳୟ କହିଛି ଯେ ମୂଲ୍ୟ ହ୍ରାସ ଉପଭୋକ୍ତା ଖର୍ଚ୍ଚକୁ ଉତ୍ସାହିତ କରିବ ଏବଂ ବହୁ…

୭୦ ବର୍ଷ କୃତ୍ରିମ ଫୁସଫୁସ, ଲୁହା ବାକ୍ସରେ ରହିବା ପରେ ଚାଲିଗଲେ ପଲ ଆଲେକଜାଣ୍ଡର

ୱାଶିଂଟନ: ପଲ ଆଲେକଜାଣ୍ଡରଙ୍କ ୭୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଏହା ଶୁଣିବା ମାତ୍ରେ ସାମାନ୍ୟ ଦୁଃଖ ବ୍ୟତୀତ ଆମକୁ କିଛି ପ୍ରଭାବିତ କରିପାରୁନି । ଦିନେ କି ମାସେ ନୁହେଁ ଏହି ବ୍ୟକ୍ତି ୭୦ ବର୍ଷ କୃତ୍ରିମ ଫୁସଫୁସ ଓ ଲୁହାର ବାକ୍ସ ମଧ୍ୟରେ ରହି ଜୀବନ କାଟିବା ପରେ ଆର ପାରି ଚାଲିଯିବା…

ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀ (Village Resource Persons) ମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ…

ହାତ ଛାଡ଼ି ପଦ୍ମ ଧରିଲେ ପୂର୍ବତନ ବିଧାୟକ ଅନାମ ନାୟକ ଏବଂ ପିସିସି ସଦସ୍ୟ ରାକେଶ ସିଂ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତୀୟ ଜନତା ପାର୍ଟି ପ୍ରତି ଦେଶବାସୀ ତଥା ରାଜ୍ୟବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇ ଚାଲିଛି । ରାଜ୍ୟରେ ଭାରତୀୟ ଜନତା ପାର୍ଟି ହିଁ ଓଡ଼ିଶାରେ ଏକମାତ୍ର ବିକଳ୍ପ । ମୋଦି ସରକାର ଏବଂ ମୋଦି ଗ୍ୟାରେଂଟି ଉପରେ…

ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ଦାବିପତ୍ର ପ୍ରଦାନ

ଯାଜପୁର: କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ଯୁବ ଭାରତ କୃଷକ ସଙ୍ଗଠନ ପକ୍ଷରୁ ୧୨ଦଫା ଦାବି ନେଇ ଏକ ଦାବିପତ୍ର ଯାଜପୁର ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ବୃଦ୍ଧି, କୃଷକ ମାନଙ୍କୁ ଭତା, ସ୍ୱାସ୍ଥ୍ୟ ସୁବିଧା ସମେତ ଅନ୍ୟାନ୍ୟ ଦାବି…