Custard apple Benefits: ରକ୍ତଚାପ ଏବଂ ହୃଦୟକୁ ସୁସ୍ଥ ରଖେ ଆତ!
ଭୁବନେଶ୍ବର:ବୟସ ବଢ଼ିବା ସହିତ ଆପଣଙ୍କ ଖାଦ୍ୟରେ ଫଳର ପରିମାଣ ବୃଦ୍ଧି କରିବା ଉଚିତ। ଆପଣଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାରର ଫଳ ସାମିଲ କରିବା ଦେହ ପାଇଁ ଭଲ । ତେବେ ଆତ ସିଜନରେ ପ୍ରତିଦିନ ଗୋଟିଏ ଆତ ଖାଇବା ଉଚିତ। ଏହି ଆତ ଫଳ ଖାଇବା ଦ୍ବାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ଲାଭ ମିଳିଥାଏ। ।…