ବ୍ରହ୍ମପୁରରେ ପୁଣି ଏକ ହତ୍ୟା; ଫୁଲ କୁଣ୍ଡରେ ଛେଚି ଯୁବକକୁ ମାରିଦେଲେ !
ବ୍ରହ୍ମପୁର:ପୁଣି ଏକ ହତ୍ୟା ବ୍ରହ୍ମପୁରରେ ହୋଇଛି ।ହିଲପାଟଣା ପିଡବ୍ଲ୍ୟୁଡି ଅଫିସ ଗଳିରେ ଥିବା ଏକ ପରିତ୍ୟକ୍ତ ଘରେ ଅଜଣା ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି । ଫୁଲ କୁଣ୍ଡରେ ଛେଚି ଯୁବକକୁ ହତ୍ୟା କରାଯାଇଛି । ମୃଚଦେହ ପାଖରେ ଗୋଟିଏ ଫୁଲକୁଣ୍ଡ ପଡ଼ିଥିବା ଦେଖିବାକୁ ମିଳିଛି। ଫୁଲ କୁଣ୍ଡରେ…