ନିବେଶକଙ୍କ ୧୪୦ କୋଟି ଟଙ୍କା ନେଇ ଦମ୍ପତି ଫେରାର
ଭୁବନେଶ୍ୱର: ନକଲି ଏଜେନ୍ସି ଚଳାଇ ଜଣେ ଦମ୍ପତି ୮୦୦ରୁ ଅଧିକ ନିବେଶକଙ୍କୁ ୧୪୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୁଶାନ୍ତ ନାଗ ଓ ଲକ୍ଷ୍ମୀପ୍ରିୟା ନାଗ ନାମକ ଏହି ଦମ୍ପତି ଫେରାର ଥିବା ବେଳେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହି ମାମଲାର ତଦନ୍ତ…