Latest Odisha News

BREAKING NEWS

Eviction Drive: କାହିଁକି ଗୋପ ବଜାରରେ ବୁଲିଲା ବୋଲଡୋଜର?

ପୁରୀ: ଗୋପ ବଜାରରେ ଉଚ୍ଛେଦ। ଏକାଧିକ ଦୋକାନୀରେ ବୁଲିଲା ବୋଲଡୋଜର। ଉଚ୍ଛେଦ ବେଳେ ନିମାପଡା ଡିଏସପି, ଗୋପ, କୋଣାର୍କ, ଚାରିଛକ ଏବଂ ନିମାପଡା ଥାନା ଅଧିକାରୀ, ଗୋପ ତହସିଦାରଙ୍କ ସମେତ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ୪ଟି ଜେସିବି ଦ୍ୱାରା ଉଚ୍ଛେଦ କାର୍ଯ୍ୟ ଜାରି ରହିଛି।…

ଆଜି ଶ୍ରୀନଅରରେ ଗଜପତି ମହାରାଜାଙ୍କ ପୁଷ୍ୟାଭିଷେକ…

ପୁରୀ: ପୁରୀର ଐତିହାସିକ ରାଜପ୍ରାସାଦ ଶ୍ରୀନଅରରେ ସୋମବାର ଦିନ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପୁଷ୍ୟାଭିଷେକ ନୀତି ଅନୁଷ୍ଠିତ ହୋଇଛି। ଏହା ପୌଷ ମାସର ଶୁଭ ପୁଷ୍ୟ ନକ୍ଷତ୍ରରେ ଅନୁଷ୍ଠିତ ହୋଇଥାଏ। ପ୍ରଭୁ ଜଗନ୍ନାଥଙ୍କ ଆଦ୍ୟ ସେବକ ଭାବରେ ଗଜପତି ମହାରାଜାଙ୍କ ଏହି ଦିବ୍ୟ ଅଭିଷେକ ରୀତି…

Delhi Riots: ଦିଲ୍ଲୀ ଦଙ୍ଗା ମାମଲା: ୨ମୁଖ୍ୟ ଅଭିଯୁକ୍ତ ଶର୍ଜିଲ-ଉମରଙ୍କ ଜାମିନ୍ କାହିଁକି ଖାରଜ୍ କଲେ…

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଜି ୨୦୨୦ରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଜେଲରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ୧୨ଟି ସର୍ତ୍ତ ସହିତ…

Gold, Silver Price Hike: ୨ ଲକ୍ଷ ମୁହାଁ ସୁନା ଦର… ପ୍ରଭାବିତ କଲା ଆମେରିକା ଆକ୍ରମଣ…

ନୂଆଦିଲ୍ଲୀ: ପୂର୍ବରୁ ଉପର ମୁହାଁ ସୁନା ଲକ୍ଷେ ଟପିବା ପରେ ଏବେ ୨ ଲକ୍ଷ ମୁହାଁ ମାଡ଼ିଛି ବିଶ୍ଵ ଭୂରାଜନୈତିକ ଉତ୍ତେଜନା ପକାଉଛି ପ୍ରଭାବ ରୂପା ଦରରେ ବି ବଡ଼ ଲମ୍ଫ ୨୦୨୫ ଶେଷରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିଲା, କିନ୍ତୁ ବର୍ତ୍ତମାନ ନୂତନ ବର୍ଷ ରେ ଏହା ପୁଣି ଥରେ ବୃଦ୍ଧି…

୯ରୁ କିମ୍ସରେ ଏଏପିଆଇ ଗ୍ଲୋବାଲ୍ ହେଲଥକେୟାର ସମିଟ୍…

ଭୁବନେଶ୍ୱର: ଆମେରିକାନ ଆସୋସିଏସନ ଅଫ ଇଣ୍ଡିଆନ ଅରିଜିନ (ଭାରତୀୟ ବଂଶୋଦ୍ଭବ ଚିକିତ୍ସକ ସଂଘ- ଏଏପିଆଇ) ପକ୍ଷରୁ କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‍ସେସ୍ (କିମସ)ରେ ଗ୍ଲୋବାଲ୍ ହେଲଥ୍‍କେୟାର ସମିଟ୍ ୨୦୨୬ ଆୟୋଜିତ ହେଉଛି। ଜାନୁଆରୀ ୯ରୁ ୧୧ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା…

Transport Commissioner: ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ…

ଆହୁରି କଠୋର ହେଲା ଓମସା; ୨ ଘଣ୍ଟା ବନ୍ଦ ରହିବ ଓପିଡି, ସେପଟେ, ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟାମନ୍ତ୍ରୀ

ଭୁବନେଶ୍ବର: ଆଜି ଠାରୁ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏନେଇ ସୂଚନା ଦେଇଛନ୍ତି ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର…

ପ୍ରଥମ ନୁହଁନ୍ତି ମାଦୁରୋ, ୩୬ ବର୍ଷ ପୂର୍ବେ ଏହି ଶାସକଙ୍କୁ ଉଠାଇ ଆଣିଥିଲା ଆମେରିକା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୩ ରେ ଭେନେଜୁଏଲା ଉପରେ ଏକ ଆକ୍ରମଣ କରି ନିଜ ସୈନ୍ୟମାନଙ୍କ ଦ୍ଵାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲେ ଏବଂ ଦେଶର ସାମରିକ ଘାଟି ସମେତ ଦେଶ ଉପରେ ବଡ଼ ଧରଣର ଆକ୍ରମଣ…

ଖୋର୍ଦ୍ଧାର ସ୍କୁଲରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି…

ଜଳ ପଥରେ ଭାରତକୁ ବଡ ଆକ୍ରମଣ କରିବାର ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା: ରିପୋର୍ଟ

ଶ୍ରୀନଗର: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ, ଲସ୍କର-ଏ-ତୈବା ଏବଂ ଏହାର ସହଯୋଗୀ ସଂଗଠନ, ଜେକେୟୁଏମ୍ ସହ ମିଶି ସାରା ଦେଶରେ ଓ୍ବାଟର ଟେରର ନେଟଓ୍ବାର୍କ ଗଠନ କରୁଛି । ରିପୋର୍ଟ ଅନୁଯାୟୀ,…