Latest Odisha News

BREAKING NEWS

ଜାତୀୟ ଲନ୍‌ବଲ୍‌: ସେମିଫାଇନାଲ୍‌ରେ ଶୁଭ୍ରାଂଶୁ, ରାଜେଶ୍ୱରୀ

ଭୁବନେଶ୍ବର: ବଲାଙ୍ଗୀରର ଆର୍ ଏନ୍ ସିଂହଦେଓ ସ୍ପୋର୍ଟସ୍ କଂପ୍ଲେକ୍ସସ୍ଥିତ ‘ବୋଲିଂ ଗ୍ରୀନ୍ସ’ କୋର୍ଟରେ ଚାଲିଥିବା ପ୍ରଥମ ଜାତୀୟ ୧୮ବର୍ଷରୁ କମ୍ ଏବଂ ଷଷ୍ଠ ଜାତୀୟ ୨୫ ବର୍ଷରୁ କମ୍ ଲନ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଖେଳାଳିଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ଜାରି ରହିଛି । ୨୫ବର୍ଷରୁ କମ୍ ବାଳକ…

Egg thrown near Durga idol immersion: ମା’ ଦୁର୍ଗାଙ୍କ ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯିବା ପରେ…

ହାଇଦ୍ରାବାଦ:ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ  ମା' ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାରେ ଅଣ୍ଡା ଫିଙ୍ଗାଯାଇଥିବା ଅଭିଯୋଗ ପରେ ଉତ୍ତେଜନା ଦେଖାଦେଇଛି। ଏହି ଘଟଣା ରବିବାର ଭୋର ପ୍ରାୟ ୨ଟା ସମୟରେ ପୁରୁଣା ସହର (Old City) ଅଞ୍ଚଳର ମଦନ୍ନାପେଟ ଥାନା ଅଧୀନ ଅଞ୍ଚଳରେ ଘଟିଛି।…

ବିନା ଇଣ୍ଟେରନେଟରେ ପରସ୍ପର ସହ କଥା ହେଲେ ଏଆଇଏଜେଣ୍ଟ

ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଦୁନିଆରୁ ଏପରି ଏକ ଆଶ୍ଚର‌୍ୟ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ସାଇବର ସୁରକ୍ଷା ବିଶେଷଜ୍ଞଙ୍କ ଚିନ୍ତା ବଢ଼ାଇ ଦେଇଛି । ଓପନ୍ ଏଆଇର ଏକ ଟେଷ୍ଟିଂ ସମୟରେ ଦୁଇଟି ଏଆଇ ଏଜେଣ୍ଟଙ୍କୁ ଅଲଗା ଅଲଗା ସୁରକ୍ଷିତ ସ୍ୟାଣ୍ଡବକ୍ସରେ ବନ୍ଦ କରାଯାଇଥିଲା । ଏହି…

ଫ୍ରେଂଚ ଓପନ ବ୍ୟାଡମିଂଟନ: ସିନ୍ଧୁ ରନର୍ସଅପରେ ସନ୍ତୁଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଶଟଲର ପି.ଭି. ସିନ୍ଧୁଙ୍କୁ ଫ୍ରେଞ୍ଚ ଓପନ୍ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‌ରେ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି । ରବିବାର ଅନୁଷ୍ଠିତ ଏହି ରୋମାଞ୍ଚକର ମୁକାବିଲାରେ ବିଶ୍ୱର ୧ ନମ୍ବର ଖେଳାଳି ଦକ୍ଷିଣ  କୋରିଆର ଆନ୍ ସେ ୟୋଙ୍ଗଙ୍କ ବିରୁଦ୍ଧରେ ସିନ୍ଧୁ…

ଗଭୀର ଅବପାତର ରୂପ ନେଲା ଅବପାତ, ଲ୍ୟାଣ୍ଡଫଲ ବେଳେ ୧୨୫ ଛୁଇଁପାରେ ପବନର ବେଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ବଳ ଗୋଟାଇ ମାଡି ଆସୁଛି ବାତ୍ୟା। ଗଭୀର ଅବପାତରେ ପରିଣତ ହେଉଛି ଭୀଷଣ ବାତ୍ୟା। ଏହା ୨୮ ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାଟି ଆନ୍ଧ୍ରପ୍ରଦେଶ ଉପକୂଳ ବାପଟ୍ଲା ଏବଂ ବିଶାଖାପଟନମ୍ ମଧ୍ୟରେ ଅତିକ୍ରମ…

RBI ଡାଟା ସେଣ୍ଟର ଉଦଘାଟନ, ଦେଶର ବିକାଶ ପାଇଁ କରିବ କାର୍ଯ୍ୟ

ଭୁବନେଶ୍ୱର: ନୂଆ ଭାରତ ନିର୍ମାଣରେ ନୂଆ ଅବଦାନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଅକ୍ଟୋବର ୨୫, ୨୦୨୬) ଖୋର୍ଦ୍ଧା ଜିଲ୍ଲା ଜଟଣୀର ଇନଫୋ ଭ୍ୟାଲି-୨ ରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ର ଗ୍ରୀନ ଫିଲ୍ଡ ଡାଟା ସେଣ୍ଟର ଏବଂ ସାଇବର ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦଘାଟନ…

ଆଇପିଏଲ ଖେଳିବା ନେଇ କେବେ ନିଷ୍ପତ୍ତି ନେବେ, ଜଣାଇଲେ ଧୋନି: ଆଘାତ ଯୋଗୁଁ ଗତ ସିଜନ୍ ଖେଳିନଥିଲେ

ଚେନ୍ନାଇ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମ୍.ଏସ୍. ଧୋନି ଆଇପିଏଲ୍‌ରେ ନିଜ ଭବିଷ୍ୟତକୁ ନେଇ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ଡିସେମ୍ବର ପୂର୍ବରୁ ସେ ନିଷ୍ପତ୍ତି ନେବେ ଯେ ଆଉ ଗୋଟିଏ ଆଇପିଏଲ୍ ସିଜନ୍ ଖେଳିବେ କି ନାହିଁ । ଶନିବାର ବେଙ୍ଗାଲୁରୁରେ ଆୟୋଜିତ ଏକ…

Op Trident:ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀର ପର୍ଦ୍ଦାଫାସ: ୧୮ ଗିରଫ, ୧୦୦ କୋଟି ଟଙ୍କାର…

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଦିନ ଘୋଷଣା କରିଛନ୍ତି ଯେ ଏକ ଆନ୍ତର୍ଜାତୀୟ ନିଶାଦ୍ରବ୍ୟ ଚୋରା ଚାଲାଣକାରୀ ଗୋଷ୍ଠୀର ପର୍ଦ୍ଦାଫାସ କରାଯାଇଛି। ସୁରକ୍ଷା ବାହିନୀ ଆସାମ, ମିଜୋରାମ ଏବଂ ମଣିପୁରରୁ ୧୮ ଜଣ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସେ ଏହି ଅଭିଯାନରେ ସାମିଲ ଥିବା…

No Target is beyond IAF’s reach:ଭାରତର ଶତ୍ରୁମାନଙ୍କୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ:କହିଲେ- କୌଣସି ଲକ୍ଷ୍ୟ…

ନୂଆଦିଲ୍ଲୀ:‘ଅପରେସନ୍ ସିନ୍ଦୂର’ (Operation Sindoor) ସମୟରେ ଭାରତର ଆକ୍ରମଣ ପାକିସ୍ତାନ କେବେବି ଭୁଲିପାରିବ ନାହିଁ। ନିଜର ଆକ୍ରମଣ କ୍ଷମତା ପ୍ରଦର୍ଶନ କରି, ଭାରତୀୟ ବାୟୁସେନା (IAF) ପାକିସ୍ତାନ ବିରୁଦ୍ଧରେ ସଠିକ୍ ଲକ୍ଷ୍ୟଭେଦ କ୍ଷମତା ସମ୍ପନ୍ନ ଆକ୍ରମଣ (precision attacks)…

ସମ୍ଭାବ୍ୟ ବାତ୍ୟା; ମୁଖ୍ୟାଳୟରେ ଉପସ୍ଥିତ ରହିବେ ସଚିବ, ୫ ଆଇଏଏସଙ୍କୁ ୫ ଜିଲ୍ଲା ଦାୟିତ୍ୱ…

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବିପର୍ଯ୍ୟୟ ପରିଚାଳନାକୁ ସୁନିଶ୍ଚିତ କରିବା ପାଇଁ ଆସନ୍ତାକାଲି ମୁଖ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ନୂତନ…