Latest Odisha News

BREAKING NEWS

Nuapada By-Election: ନୂଆପଡ଼ା ଉପନିର୍ବାଚନ: ନବୀନ ନିବାସରେ ଟିକେଟ କସରତ

ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପାଇଁ ନବୀନ ନିବାସରେ ଟିକେଟ କସରତ। ନବୀନ ନିବାସରେ ବରିଷ୍ଠ ବିଜେଡି ନେତୃତ୍ବ ଉପସ୍ଥିତ। ବବି ଦାସ, ଟୁକୁନି ସାହୁ, ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଉପସ୍ଥିତ ଅଛନ୍ତି। ଟିକେଟ୍ ଆଶାୟୀ ମନୋଜ ମିଶ୍ର ମଧ୍ୟ ଉପସ୍ଥିତ ଅଛନ୍ତି। ଆଉ ୨ ଆଶାୟୀ ଭାନୁପ୍ରତାପ ମାଝୀ…

ଦୀପାବଳି ତାରିଖ ଦ୍ୱନ୍ଦ୍ୱ ଦୂର କଲା ମୁକ୍ତି ପଣ୍ଡିତ ମହାସଭା;ଏହି ଦିନ କାଉଁରିଆ କାଠି ଜାଳି ବଡ଼ବଡୁଆ ଡାକିବେ

ପୁରୀ: ଦୀପାବଳି ଦ୍ବନ୍ଦ୍ବ ହେଲା ଦୂର । ୨୦ ତାରିଖରେ କାଳୀ ପୂଜା , ପୟାଶ୍ରାଦ୍ଧ ବା ବଡ଼ବଡୁଆ ଓ ଦୀପାବଳି ପାଳନ ହେବ । ପ୍ରେସମିଟ୍‌ରେ ସ୍ପଷ୍ଟ କଲେ ମୁକ୍ତି ପଣ୍ଡିତ ମହାସଭା । ତେବେ ୨୦ତାରିଖ ଦିନ ୩ଟା ୨୩ରୁ ଠାରୁ ଆରମ୍ଭ ହେବ ପୟା ଶ୍ରାଦ୍ଧ । ୨୧ରେ ପାଳନ କରନ୍ତୁ ନାହିଁ, ଏହା ଶାସ୍ତ୍ର…

Bihar Polls: ବଡ ଘୋଷଣା କଲେ ପ୍ରଶାନ୍ତ କିଶୋର, କହିଲେ, “ଲଢିବେନି ବିଧାନସଭା ନିର୍ବାଚନ”

ପାଟନା: ବିହାରରେ ନିର୍ବାଚନ ଆଗକୁ ଥିବା ବେଳେ ମଇଦାନରେ ଗଡିକୁ ଘୋଡା ଛୁଟୁଛି । ଏହାରି ଭିତରେ ଜନ ସୁରାଜ ପାର୍ଟିର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ବଡ ଘୋଷଣା କରିଛନ୍ତି । ସେ ବିହାର ବିଧାନସଭା ନିର୍ବାଚନରେ ​​ଲଢ଼ିବେ ନାହିଁ ବୋଲି କହିଛନ୍ତି । ପିଟିଆଇ ସହିତ ଏକ ସ୍ୱତନ୍ତ୍ର…

Nuapada Bypoll: ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆ, ଘୋଷଣା କଲା ବିଜେପି

ଭୁବନେଶ୍ବର: ସବୁ ଚର୍ଚ୍ଚା ସତ ହେଲା । ବିଜେପିର ନୂଆପଡା ପ୍ରାର୍ଥୀ ହେଲେ ଜୟ ଢୋଲକିଆ । ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନାମାଙ୍କନ ଭରିବେ ଜୟ । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରିଛି ବିଜେପି । ସ୍ବର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ…

କୋଣାର୍କରେ ଜବରଦସ୍ତ ଉଠାଇନେଲେ ଦୁର୍ବୃତ୍ତ; ଚଳନ୍ତା କାରରୁ ଯୁବକଙ୍କୁ ଅପହରଣ ଅଭିଯୋଗ

କୋଣାର୍କ:କୋଣାର୍କ ଥାନା ଅଧୀନ ବନାଖଣ୍ଡି ଛକ ନିକଟରେ ଅପହରଣ ଘଟଣା ସେହି ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱରରୁ ଜୟ ଚକ୍ରବର୍ତ୍ତୀ (୩୫) ନାମକ ଯୁବକ ନିଜ ସାଙ୍ଗଙ୍କ ସହ ଏକ କାରରେ କୋଣାର୍କ ବୁଲିବାକୁ ଆସିଥିଲେ । ତେବେ ରାତିରେ ଭୁବନେଶ୍ୱର ଫେରିବା ବେଳେ…

Bihar Elections: ଆସନ ବଣ୍ଟନକୁ ନେଇ ବଢୁଛି NDAରେ ଫାଟ, ଆଜି JDU ବାହାର କରିବ ପ୍ରଥମ ଲିଷ୍ଟ…

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆସନ ବଣ୍ଟନକୁ ନେଇ ବିହାରର NDA ଭିତରେ ଅସନ୍ତୋଷ ଦେଖାଦେଇଛି। ଉପେନ୍ଦ୍ର କୁଶୱାହା ଏବଂ ଜିତନ୍ ରାମ ମାଞ୍ଝିଙ୍କ ଭଳି ସହଯୋଗୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି, HAM ଚିରାଗ ପାସୱାନଙ୍କ LJP ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଯୋଜନା ମଧ୍ୟ…

ବୈଷ୍ଣୋଦେବୀ ଦର୍ଶନ ପାଇଁ ଯାଇଥିଲେ…ବସ୍ ଧକ୍କାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ

ସୁବର୍ଣ୍ଣପୁର: ମା’ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଯାଇଥିବାବେଳେ ଜମ୍ମୁର କଟରାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ ଓଡ଼ିଆଙ୍କ ଜୀବନ । ମୃତକମାନେ ସମସ୍ତେ ସୁବର୍ଣ୍ଣପୁର ଜିଲ୍ଲା ତରଭା ସହରର ସୂଚନା ରହିଛି । ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ମୃତକମାନେ ହେଲେ ସୁବର୍ଣ୍ଣପୁର…

ସାନଘାଗରାରେ ପ୍ରତିଷ୍ଠା ହେବ ରାଜ୍ୟର ୨ୟ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର;ଦେଖିବାକୁ ମିଳିବ ବିଭିନ୍ନ ପ୍ରଜାତିର…

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନ ଠାରେ କେନ୍ଦୁଝର ସାନଘାଗରାରେ ପ୍ରତିଷ୍ଠା ହେବାକୁ ଥିବା ନୂତନ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (Regional Plant Resource Centre) ବିଷୟରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଏବଂ କେନ୍ଦୁଝର…

କତାର ଏୟାରୱେଜ୍ ବିମାନରେ ଯାନ୍ତ୍ରିକ ତ୍ରୁଟି

ଅହମ୍ମଦାବାଦ: ଦୋହାରୁ ହଂକଂ ଯାଉଥିବା କତାର ଏୟାରୱେଜ୍ ବିମାନ QR୮୧୬ରେ ଉଡ଼ାଣ ସମୟରେ ହଠାତ୍  ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ତେବେ ବିମାନଟି ସୁରକ୍ଷିତ ଅବତରଣ କରିବା ସହ ଏଥିରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା…

ଏମ୍ସ ଭୁବନେଶ୍ୱର ଲ୍ୟାବ ଆସିଷ୍ଟାଣ୍ଟ ହତ୍ୟା ମାମଲାରେ ୪ ଗିରଫ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରର କର୍ମଚାରୀ ସୁଧାଂଶୁ ଖୁଣ୍ଟିଆଙ୍କୁ ହତ୍ୟା ମାମଲାରେ ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଜୋନ ୩ ଆସିଷ୍ଟାଣ୍ଟ କମିଶନର (ଏସିପି) ତାପସ ଚନ୍ଦ୍ର ପ୍ରଧାନ ଏନେଇ ସୂଚନା ଦେଇ କହିଛନ୍ତି ଯେ ଖଣ୍ଡଗିରି ପୋଲିସ ଅଭିଯୁକ୍ତଙ୍କ ଠାରୁ ୭.୬୫ ମିଲିମିଟର…