ଖୋର୍ଦ୍ଧାରେ ସେକ୍ସ ରାକେଟ ଠାବ; ୭ ଅଟକ
ଖୋର୍ଦ୍ଧା: ଖୋର୍ଦ୍ଧା ସହରର ବିକାଶ ନଗର ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟକୁ ଗୁରୁବାର ଦିନ ପୋଲିସ ଠାବ କରିଛି। ଏହି ମାମଲାରେ ଅଭିଯୁକ୍ତ କିଙ୍ଗପିନ୍ ସମେତ ସାତ ଜଣଙ୍କୁ ଅଟକ ରଖାଯାଇଛି।
ଗତ କିଛି ଦିନ ଧରି ଚାଲିଥିବା ଏହି ସେକ୍ସ ରାକେଟ ବିଷୟରେ ସୂଚନା ପାଇ ଖୋର୍ଦ୍ଧା ମଡେଲ୍ ପୋଲିସ…