Latest Odisha News

BREAKING NEWS

Anganwadi centre:ଦଳିତ ପାଚିକାଙ୍କୁ ଆଦିବାସୀ ଲୋକଙ୍କ ବିରୋଧ; ସାତ ଦିନ ପରେ ଖୋଲିଲା ଅଙ୍ଗନବାଡ଼ି କେନ୍ଦ୍ର…ହେଲେ…

ବଲାଙ୍ଗୀର:ଏବେ ବି ଜଳଜଳ ହୋଇ ଦିଶୁଛି ଜାତିଗତ ଭେଦଭାବର ଚିତ୍ର। ଘୁଷୁରାମୁଣ୍ଡା ଅଙ୍ଗନବାଡି କେନ୍ଦ୍ରରେ ଦଳିତ ପାଚିକାଙ୍କୁ ବିରୋଧକୁ ସାତ ଦିନ ବିତିଛି । ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ଅଙ୍ଗନୱାଡି କେନ୍ଦ୍ରରେ ଜଣେ ଦଳିତ ମହିଳାଙ୍କ ନିଯୁକ୍ତିକୁ ନେଇ ଜାତିଗତ…

ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଫେରାର ଥିବା କଏଦୀ ୯ ବର୍ଷ ପରେ ଗିରଫ

କଟକ: ଦୁଷ୍କର୍ମ ଉଦ୍ୟମ ଏବଂ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ସଜ୍ଜା କାଟୁଥିବା ଫେରାର କଏଦୀକୁ ୯ ବର୍ଷ ପରେ ଗିରଫ କଲା ଜଗତପୁର ଥାନା ପୋଲିସ । ଚୌଦ୍ୱାର ମଣ୍ଡଳ କାରାଗାରରୁ ୨୦୧୭ରେ ପାରୋଲରେ ଆସି ଫେରାର ହୋଇଯାଇଥିବା କଏଦୀ ଜଣକ । ଜଗତପୁର ଥାନା ଅଞ୍ଚଳରେ ୨୦୦୮…

ଭକ୍ତଙ୍କ ସୁବିଧାକୁ ପ୍ରାଧାନ୍ୟ: ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଚାଲିବ ରଥଯାତ୍ରା ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ପ୍ରସିଦ୍ଧ ରଥଯାତ୍ରା ସମୟରେ ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ସ୍ବାଗତ ଯୋଗ୍ୟ ପଦକ୍ଷେପ ନିଆଯାଇଛି । ବିଭାଗ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ…

Death Penalty:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ମୃତ୍ୟୁ ଦଣ୍ଡାଦେଶ

ବ୍ରହ୍ମପୁର:ନାବାଳିକା ଭାଣିଜୀ ହତ୍ୟା ମାମଲାରେ ମାମୁକୁ ଫାଶୀ ଦଣ୍ଡାଦେଶ । ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଡହୋକ ପକ୍ସୋ କୋର୍ଟ। ଅଭିଯୁକ୍ତ ମାମୁ ହେଲେ ସିପ୍ରିନ ଦିଗାଲ । ୨୦୨୨ରେ ବ୍ରହ୍ମପୁରରେ ନାବାଳିକା ଭାଣିଜୀକୁ ହତ୍ୟା ମାମଲାରେ ଦୋଷୀ ମାମୁ ସିପ୍ରିନ…

ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନକୁ ମିଳିଲାନି ମଞ୍ଜୁରୀ, ଜୁଲାଇ ୩ରେ ପରବର୍ତ୍ତୀ ଶୁଣାଣି

ପାଟନା: ବିହାରର ପ୍ରସିଦ୍ଧ କୋଚିଂ ଶିକ୍ଷକ ଫୈଜଲ ଖାନ ତଥା ଖାନ୍ ସାରଙ୍କୁ ପାଟନା ସିଭିଲ୍ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ଖାନ ସାରଙ୍କ ଅଗ୍ରିମ ଜାମିନ ଆବେଦନ ଉପରେ କୋର୍ଟ ଶୁଣାଣି କରି ଏହାକୁ ଖାରଜ କରିଛନ୍ତି । କୋର୍ଟ ଖାନ ସାରଙ୍କ ଅଗ୍ରିମ ଜାମିନ ଉପରେ ଆସନ୍ତା ଜୁଲାଇ ୩ରେ ଶୁଣାଣି…

ପତ୍ନୀଙ୍କୁ ବାପା ମା’ ଆର୍ଥିକ ସହାୟତା କରୁଥିଲେ ମଧ୍ୟ ସ୍ୱାମୀ ଭରଣପୋଷଣ ଦେବାକୁ ବାଧ୍ୟ: କୋର୍ଟ

ଲକ୍ଷ୍ନୌ: ପତ୍ନୀଙ୍କୁ ବାପା ମା’ ସହାୟତା କରୁଥିଲେ ମଧ୍ୟ ଭରଣପୋଷଣ ଦେବାକୁ ବାଧ୍ୟ ସ୍ବାମୀ । ଆଜି ଏକ ମାମଲାର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ସିଆରପିସିର ଧାରା ୧୨୫ ଅନୁଯାୟୀ ସ୍ୱାମୀଙ୍କ ଉପରେ ପତ୍ନୀଙ୍କ ଭରଣପୋଷଣର ଆଇନଗତ ଦାୟିତ୍ୱ ରହିଛି ଏବଂ ଏହାକୁ ଏଡ଼ାଇବା…

୨୦ପଞ୍ଚାୟତର ସ୍ୱାସ୍ଥ୍ୟସେବା ଜଣେ ଫାର୍ମାସିଷ୍ଟ ଓ ଦୁଇ ନର୍ସଙ୍କ ଭରସାରେ…

ଅନୁଗୁଳ: ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ନାହାଁନ୍ତି ଡାକ୍ତର । ଏହି ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ର ଭରସାରେ ରହିଛନ୍ତି ୨୦ ପଞ୍ଚାୟତବାସୀ । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକର ୫୧ ବର୍ଷର ପୁରୁଣା ରେଙ୍ଗାଳି ପ୍ରକଳ୍ପ ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ବି ସ୍ଥାୟୀ ଡାକ୍ତର…

ଫିଫା ବିଶ୍ୱକପ ପାଇଁ ରାତି ୩ଟାରେ ଡେଟରେ ଯିବାକୁ ରାଜି ୯୩ ପ୍ରତିଶତ ଭାରତୀୟ

ନୂଆଦିଲ୍ଲୀ: ବିଶ୍ୱ କ୍ରୀଡାରେ ଫୁଟବଲ ସବୁବେଳେ ଆଗରେ ରହିଥାଏ । ଏହା ପ୍ରତି ପାଗଳାମୀ ପ୍ରାୟ ପ୍ରତ୍ୟେକ ଦେଶରେ ଦେଖିବାକୁ ମିଳିଥାଏ । ଭାରତ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରି ନ ଥିଲେ ମଧ୍ୟ ଏହାର ପ୍ରଶଂସକମାନେ ମ୍ୟାଚର ରୋମାଂଚକୁ ଉପଭୋଗ କରୁଛନ୍ତି । ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ…

ଫିଫା ବିଶ୍ୱକପ: କେପ ଭେର୍ଡେ ଟିମର ଅଧିନାୟକଙ୍କ ଉପରେ ମାରାତ୍ମକ ଅଭିଯୋଗ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଫୁଟବଲରେ କେପ ଭେର୍ଡେ ଟିମ ତାର ପ୍ରଦର୍ଶନ ମାଧ୍ୟମରେ ରାଉଣ୍ଡ ଅଫ ୩୨ରେ ପ୍ରବେଶ କରିଛି । ଜୁଲାଇ ୪ରେ ଦଳ ବ୍ରାଜିଲ ବିପକ୍ଷରେ ନକଆଉଟ ମ୍ୟାଚ ଖେଳିବ । ତେବେ ଟିମର ଅଧିନାୟକ ର‌୍ୟାନ ମେଣ୍ଡିସଙ୍କ ନାମରେ ମାରାତ୍ମକ ଅଭିଯୋଗ ସେମାନଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି…

Chinese PLA:ଅରୁଣାଚଳରେ ଚୀନ୍ ପିଏଲଏ ଅନୁପ୍ରବେଶ ଅଭିଯୋଗ ରିପୋର୍ଟ ଭୁଲ ଏବଂ ଭିତ୍ତିହୀନ: ଭାରତୀୟ ସେନା

ନୂଆଦିଲ୍ଲୀ:ସୋମବାର ଦିନ ଭାରତୀୟ ସେନା କିଛି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଖଣ୍ଡନ କରିଛନ୍ତି ଯେଉଁଥିରେ ଅଭିଯୋଗ କରାଯାଇଛି ଯେ ଚୀନ୍ ପିପୁଲ୍ସ ଲିବରେସନ ଆର୍ମି (PLA) ଅରୁଣାଚଳ ପ୍ରଦେଶରେ ଅନୁପ୍ରବେଶ କରିଛି ଏବଂ ଶିବିର ସ୍ଥାପନ କରିଛି। ଭରତୀୟ ସେନା ଏହି ରିପୋର୍ଟଗୁଡ଼ିକୁ ଭୁଲ ଏବଂ…