Latest Odisha News

BREAKING NEWS

Transport Commissioner: ଆମ ବସରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର

ଭୁବନେଶ୍ୱର: ଆମ ବସ୍ ଦୁର୍ଘଟଣା ପରେ ଆକ୍ସନ ମୋଡକୁ ଆସିଛି ପରିବହନ ବିଭାଗ। ସାରା ରାଜ୍ୟରେ ମୋ ବସ୍ ଡ୍ରାଇଭରଙ୍କୁ ଯାଞ୍ଚ କରାଯାଉଥିବା ବେଳେ ଆଜି ଆମ ବସ୍‌ରେ ନିଜେ ଯାଇ ସ୍ଥିତି ପରଖିଲେ ପରିବହନ କମିଶନର। ଆଜି ସେ ମୋ ବସରେ ଚଢି ଯାତ୍ରୀମାନଙ୍କ ସହ ଯାତ୍ରା କରି ପ୍ରତ୍ୟକ୍ଷ ଭାବେ ଆଲୋଚନା କଲେ…

ଆହୁରି କଠୋର ହେଲା ଓମସା; ୨ ଘଣ୍ଟା ବନ୍ଦ ରହିବ ଓପିଡି, ସେପଟେ, ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟାମନ୍ତ୍ରୀ

ଭୁବନେଶ୍ବର: ଆଜି ଠାରୁ ଦୁଇ ଘଣ୍ଟା ଓପିଡି ବନ୍ଦ ନେଇ ଡାକ୍ତର ସଂଘର ନିଷ୍ପତ୍ତି । ସକାଳ ୯ଟାରୁ ୧୧ଟା ପର୍ଯ୍ୟନ୍ତ ସରକାରୀ ଡାକ୍ତରଖାନାଗୁଡ଼ିକରେ ଥିବା ଓପିଡିରେ ରୋଗୀ ଦେଖିବେନି ଡାକ୍ତର । ଏନେଇ ସୂଚନା ଦେଇଛନ୍ତି ଓମସା ସଭାପତି ଡାକ୍ତର କିଶୋର ଚନ୍ଦ୍ର ମିଶ୍ର ଓ ସାଧାରଣ ସମ୍ପାଦକ ଡାକ୍ତର…

ପ୍ରଥମ ନୁହଁନ୍ତି ମାଦୁରୋ, ୩୬ ବର୍ଷ ପୂର୍ବେ ଏହି ଶାସକଙ୍କୁ ଉଠାଇ ଆଣିଥିଲା ଆମେରିକା…

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜାନୁଆରୀ ୩ ରେ ଭେନେଜୁଏଲା ଉପରେ ଏକ ଆକ୍ରମଣ କରି ନିଜ ସୈନ୍ୟମାନଙ୍କ ଦ୍ଵାରା ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲେ ଏବଂ ଦେଶର ସାମରିକ ଘାଟି ସମେତ ଦେଶ ଉପରେ ବଡ଼ ଧରଣର ଆକ୍ରମଣ…

ଖୋର୍ଦ୍ଧାର ସ୍କୁଲରେ ଜଣ୍ଡିସ ଆତଙ୍କ, ୩୦ ପଜିଟିଭ୍

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଗୁରୁଜଙ୍ଗରେ ଥିବା ଜବାହାର ନବୋଦୟ ବିଦ୍ୟାଳୟ (ଜେଏନଭି)ରେ ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ବିଦ୍ୟାଳୟର ପ୍ରାୟ ୩୦ ଜଣ ଛାତ୍ରଛାତ୍ରୀଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଛି। ସୂଚନା ଅନୁଯାୟୀ, ପ୍ରାଥମିକ ଚିକିତ୍ସା ପରେ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି…

ଜଳ ପଥରେ ଭାରତକୁ ବଡ ଆକ୍ରମଣ କରିବାର ଯୋଜନା କରୁଛି ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା: ରିପୋର୍ଟ

ଶ୍ରୀନଗର: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ନେଇ ବଡ ଖବର ସାମ୍ନାକୁ ଆସିଛି । ଗୁଇନ୍ଦା ରିପୋର୍ଟରୁ ଜଣାପଡିଛି ଯେ, ଲସ୍କର-ଏ-ତୈବା ଏବଂ ଏହାର ସହଯୋଗୀ ସଂଗଠନ, ଜେକେୟୁଏମ୍ ସହ ମିଶି ସାରା ଦେଶରେ ଓ୍ବାଟର ଟେରର ନେଟଓ୍ବାର୍କ ଗଠନ କରୁଛି । ରିପୋର୍ଟ ଅନୁଯାୟୀ,…

British MP On J&K: କ’ଣ ବ୍ରିଟେନର ନିର୍ଦ୍ଦେଶରେ ଜମ୍ମୁ କାଶ୍ମୀରରୁ ହଟା ଯାଇଥିଲା ଧାରା ୩୭୦?,…

ନୂଆଦିଲ୍ଲୀ: ଅଗଷ୍ଟ ୫, ୨୦୧୯, ଏହି ତାରିଖଟି ହେଉଛି ସେହି ଦିନ ଯେତେବେଳେ ଜମ୍ମୁ କାଶ୍ମୀରବାସୀ ଶାନ୍ତିର ନିଃଶ୍ୱାସ ନେଇଥିଲେ। ଏହି ଦିନ, ମୋଦି ସରକାର ଜମ୍ମୁ ଓ କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ଘୋଷଣା କରିଥିଲେ। ସେହି ସମୟଠାରୁ ଆଜି ପର୍ଯ୍ୟନ୍ତ ଛଅ ବର୍ଷରୁ ଅଧିକ ସମୟ ବିତିଗଲାଣି। ଏହି…

Cuba Soldiers Died: ଭେନେଜୁଏଲାରେ ଆମେରିକାର ଆକ୍ରମଣ ବେଳେ କ’ଣ କରୁଥିଲେ କ୍ୟୁବା ସୈନିକ? ୩୨ କ୍ୟୁବା ସୈନିକ…

ନୂଆଦିଲ୍ଲୀ: ଶନିବାର ଦିନ ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ଭେନେଜୁଏଲାର ପଦଚ୍ୟୁତ ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରିଥିଲା । ଏବେ ଏହା ସାମ୍ନାକୁ ଆସିଛି ଯେ ମାଦୁରୋଙ୍କୁ ଉଦ୍ଧାର କରିବା ସମୟରେ ୩୨ ଜଣ କ୍ୟୁବା ସୈନିକ ମଧ୍ୟ ପ୍ରାଣ ହରାଇଥିବା ଜଣାପଡିଛି…

Trump Warns Venezuela Interim Leadership: ଭେନେଜୁଏଲା ଉପରେ ଟ୍ରମ୍ପଙ୍କ ଆଖି, ଅନ୍ତରୀଣ ସରକାରଙ୍କୁ ବି ଦେଲେ…

ନୂଆଦିଲ୍ଲୀ: ଭେନେଜୁଏଲା ରାଷ୍ଟ୍ରପତିଙ୍କୁ ନିଜ କବଜାକୁ ନେବା ପରେ ବି ଶାନ୍ତ ହୋଇନାହାନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ଏବେ ଭେନେଜୁଏଲାର ମଧ୍ୟବର୍ତ୍ତୀକାଳୀନ ରାଷ୍ଟ୍ରପତି ଡେଲସିଙ୍କୁ ବି ଧମକାଇଛନ୍ତି ଟ୍ରମ୍ପ। ମାଦୁରୋଙ୍କୁ କ୍ଷମତାରୁ ହଟାଇବା ପରେ ମଧ୍ୟ ସେ ଭେନେଜୁଏଲାରେ…

ଆମେରିକା ଦ୍ୱାରା ମାଦୁରୋଙ୍କ ନାଟକୀୟ ଗିରଫ: ଚୀନ୍ ଓ ରୁଷ୍‌କୁ କ’ଣ ସଙ୍କେତ?

ଓ୍ୱାଶିଂଟନ୍ ଡିସି: ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସ୍‌ଙ୍କ ଗିରଫଦାରୀ ସମଗ୍ର ବିଶ୍ୱକୁ ଚକିତ କରିଦେଇଛି। ଏହି ଘଟଣା କେବଳ ଏକ ରାଜନୈତିକ ନାଟକ ନୁହେଁ, ବରଂ ଆମେରିକାର ସାମରିକ ଶକ୍ତିର ଏକ ଜ୍ୱଳନ୍ତ ପ୍ରଦର୍ଶନ। ଆମେରିକୀୟ ରାଷ୍ଟ୍ରପତି…