Latest Odisha News

BREAKING NEWS

ଗଞ୍ଜାମରେ ସରକାରୀ କ୍ୱାର୍ଟରରୁ ମହିଳା ଏସ୍‌ଆଇଙ୍କ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ନିୟୋଜିତ ଜଣେ ମହିଳା ଏସ୍‌ଆଇ ଶନିବାର ଦିନ ନିଜ ସରକାରୀ କ୍ୱାର୍ଟରରେ ରହସ୍ୟଜନକ ପରିସ୍ଥିତିରେ ମୃତ ଅବସ୍ଥାରେ ମିଳିଛନ୍ତି। ଥାନାରେ କାର୍ଯ୍ୟରତ ମହିଳା ସବ୍‌ ଇନ୍ସପେକ୍ଟରଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଏବେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ…

ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର ହ୍ରାସ, ଏତିକି ଟଙ୍କା ଶସ୍ତା ହେଲା ସୁନା…

ନୂଆଦିଲ୍ଲୀ: କ୍ରମାଗତ ଭାବେ ସୁନା ଦର ହ୍ରାସ ପାଇଛି, ଯାହା ଗୋଟିଏ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ସୁନା ମୂଲ୍ୟ ୧.୮୩ ଲକ୍ଷର ରେକର୍ଡ ସର୍ବୋଚ୍ଚ ସୀମାରୁ ୫୩ ହଜାର ୭୦୦ ହ୍ରାସ ପାଇଛି। ଚଳିତ ବର୍ଷ ସୁନା ମୂଲ୍ୟ ୫୩ ହଜାର ୭୦୦ ଟଙ୍କା ହ୍ରାସ ପାଇଛି, ୯ ଦିନ ମଧ୍ୟରେ ଏହା ୧୭ ହଜାର ୬୦୦…

Cyclone Akvan; ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା, ଭୋଗରାଇରେ ସର୍ବାଧିକ ୧୪୩ ମିଲିମିଟର ବର୍ଷା…

ଭୁବନେଶ୍ୱର: ବାତ୍ୟା 'ଅକୱାନ' ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି। ଏହି ବାତ୍ୟାଟି ବର୍ତ୍ତମାନ ଦୁର୍ବଳ ହୋଇ ଏକ 'ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର'ରେ ପରିଣତ ହୋଇଛି। ଭାରତୀୟ ପାଣିପାଗ ବିଭାଗ (IMD) ଦ୍ୱାରା ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, ଶନିବାର ସକାଳ…

ସୀମା ପୁନଃନିର୍ଦ୍ଧାରଣ ଅପେକ୍ଷା ନ କରି ମହିଳାଙ୍କୁ ଦିଅନ୍ତୁ ଏକ-ତୃତୀୟାଂଶ ଆସନ; କେନ୍ଦ୍ରକୁ କଂଗ୍ରେସର ଦାବି

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୁନଃ ଆରମ୍ଭ ହେବା ପାଇଁ କୌଣସି ତାରିଖ ସ୍ଥିର ନହୋଇ ସ୍ଥଗିତ ହେବାର ୧୦୦ ଦିନ ବିତିଯାଇଥିଲେ ମଧ୍ୟ, ସରକାର ଏପର୍ଯ୍ୟନ୍ତ ଲୋକସଭାରେ ସୀମା ପୁନଃନିର୍ଦ୍ଧାରଣ ସମ୍ବନ୍ଧୀୟ ସାମ୍ବିଧାନିକ ସଂଶୋଧନ ପାରିତ କରିବା ପାଇଁ ଆବଶ୍ୟକ ଦୁଇ-ତୃତୀୟାଂଶ…

ଗ୍ରାମସଭାର ସହମତି ବିନା ସିମେଣ୍ଟ କାରଖାନା ପାଇଁ ଜମି ଅଧିଗ୍ରହଣ ବେଆଇନ: ସୁପ୍ରିମକୋର୍ଟ

ଭୁବନେଶ୍ୱର/ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ସୁନ୍ଦରଗଡ଼ ଜିଲ୍ଲାରେ ଡାଲମିଆ ସିମେଣ୍ଟ କାରଖାନାର ଖଣି ସମ୍ପ୍ରସାରଣ ପାଇଁ ହୋଇଥିବା ଜମି ଅଧିଗ୍ରହଣକୁ ବେଆଇନ ଘୋଷଣା କରି ରଦ୍ଦ କରିଛନ୍ତି। ଜଷ୍ଟିସ୍ ଦୀପଙ୍କର ଦତ୍ତ ଏବଂ ଜଷ୍ଟିସ୍ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ…

Matrubhumi v/s Eetha: ଡିସେମ୍ବର ୪ରେ ହେବ ଫିଲ୍ମି ଫାଇଟ୍‌, ସଲମାନଙ୍କ ‘ମାତୃଭୂମି’ ଓ ଶ୍ରଦ୍ଧାଙ୍କ ‘ଇଥା’ ମଧ୍ୟରେ…

ବ୍ୟୁରୋ: ବଡ ପରଦାରେ ହେବ ବିଗ୍ ଫାଇଟ୍ । ଅପକମିଂ ଦୁଇଟି ଫିଲ୍ମ ମଧ୍ୟରେ ହେବ କଡା ଟକ୍କର । ଡିସେମ୍ବର ୪ରେ ବକ୍ସ ଅଫିସରେ କେଉଁ ଫିଲ୍ମ ମାରିବ ବାଜି ତାକୁ ନେଇ ଏବେଠୁ ଆରମ୍ଭ ହେଲାଣି କଳ୍ପନା ଜଳ୍ପନା । ଗୋଟେପଟେ ବଲିଉଡ ଭାଇଜାନ୍ ସଲମାନଙ୍କ ମାତୃଭୂମି ତ ଅନ୍ୟପଟେ ଶ୍ରଦ୍ଧା କପୁରଙ୍କ ଇଥା ।…

ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ‘ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶାକୁ ଜାତୀୟ ସମ୍ମାନ

ନୂଆଦିଲ୍ଲୀ/ଭୁବନେଶ୍ୱର: ପିଏମ୍ ସ୍ୱନିଧି ଯୋଜନାର ସଫଳ ରୂପାୟଣ ଓ ଦ୍ରୁତ ଅଗ୍ରଗତି ପାଇଁ ‘ବେଷ୍ଟ ପରଫର୍ମିଂ – ଫାଷ୍ଟେଷ୍ଟ ମୁଭର’ ବର୍ଗରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରି ପିଏମ୍ ସ୍ୱନିଧି ସମ୍ମାନ ପୁରସ୍କାର-୨୦୨୬ରେ ଜାତୀୟ ସ୍ତରରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀସ୍ଥିତ ଡକ୍ଟର ଆମ୍ବେଦକର…

“୧୯୬୨ରେ ମୋ ଗାଁକୁ ଚୀନ୍‌ ଦଖଲ କରିନେଇଥିଲା”..: ରାହୁଲଙ୍କ ଉପରେ ବର୍ଷିଲେ ରିଜିଜୁ

ନୂଆଦିଲ୍ଲୀ: କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ୧୯୬୨ ଭାରତ-ଚୀନ୍ ଯୁଦ୍ଧ ପ୍ରସଙ୍ଗ ଉଠାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ଉପରେ ତୀବ୍ର ଆକ୍ରମଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଇଥିବା 'ସାଲିସ…

ବନ ବିଭାଗର ବଡ଼ ଧରଣର ଚଢାଉ: ଚାଲାଣ ବେଳେ ୩୯୦ଟି କଇଁଛ ଜବତ

ମାଲକାନଗିରି: କାଲିମେଳା ବନାଞ୍ଚଳ ଅଧୀନସ୍ଥ ଏମପିଭି-୭୪ (MPV-74) କୁମ୍ଭାର ସାହି ନିକଟରୁ ବନ ବିଭାଗ ଚଢ଼ାଉ କରି ୩୯୦ଟି ଜୀବନ୍ତ କଇଁଛ ଜବତ କରିଛି। ଗୁରୁବାର ରାତିରେ କୌଣସି ସୂତ୍ରରୁ ଖବର ପାଇ କାଲିମେଳା ବନ ବିଭାଗ କର୍ମଚାରୀମାନେ ଏମପିଭି-୭୪ (ନାଲାଗୁଣ୍ଠି ଛକ) ନିକଟରେ ଚଢ଼ାଉ କରିଥିଲେ।…

ବୀରୁପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ଖୁଲାସା: ପ୍ରଧାନଶିକ୍ଷକ ହିଁ ଥିଲେ ମାଷ୍ଟରମାଇଣ୍ଡ

ବୌଦ୍ଧ: ବୌଦ୍ଧର ବହୁଚର୍ଚ୍ଚିତ ବ୍ୟବସାୟୀ ବିରୂପାକ୍ଷ ଅଗ୍ରୱାଲ ହତ୍ୟା ମାମଲାରେ ବଡ଼ ଖୁଲାସା। ହତ୍ୟାକାଣ୍ଡର ୮ ଦିନ ପରେ ପୋଲିସ ହାତରେ ଧରାପଡ଼ିଛି ମାଷ୍ଟରମାଇଣ୍ଡ। ଆଉ ଏହି ମାମଲାରେ ମାଷ୍ଟରମାଇଣ୍ଡ ଭାବେ ଗିରଫ ହୋଇଛନ୍ତି ଜଣେ ପ୍ରଧାନଶିକ୍ଷକ। ମୁଖ୍ୟ ଅଭିଯୁକ୍ତ ଛତନିଆକଟା ସ୍କୁଲର…