Latest Odisha News

BREAKING NEWS

Missing Indonesian passenger ship:୨୪୦ଯାତ୍ରୀଙ୍କୁ ନେଇ ଯାଉଥିବା ଜାହାଜ ନିଖୋଜ;ସର୍ଚ୍ଚ ଅପରେସନ ଜାରି

ନୂଆଦିଲ୍ଲୀ:ରବିବାର ଦିନ ଜାଭା ସାଗରରେ ୨୪୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଜାହାଜ ନିଖୋଜ ହୋଇଯାଇଛି । ରିପୋର୍ଟ ଅନୁଯାୟୀ, ଏହି ଜାହାଜରେ ୨୪୦ ଜଣ ଲୋକ ଥିଲେ ଏବଂ ସେମାନେ ସମସ୍ତେ ଦକ୍ଷିଣ କାଲିମାଣ୍ଟନ୍ ଯାତ୍ରା କରୁଥିଲେ। ଜାଭା ସାଗରରେ ଥିବା ସମୟରେ ହଠାତ୍ ଜାହାଜଟି ସହ ଯୋଗାଯୋଗ…

Police Attack:ପାଟ୍ରୋଲିଂ ସମୟରେ କନଷ୍ଟେବଳଙ୍କୁ କାର ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ;୨ କୁଖ୍ୟାତ ଡ୍ରଗ୍ ମାଫିଆ…

ଜଗତସିଂହପୁର: ଡ୍ରଗ୍ସ ମାଫିଆ ପୋଲିସ ଉପରକୁ ଗାଡ଼ି ଚଢ଼ାଇଦେଲେ । ଗାଡ଼ି ଖାନତଲାସ ବେଳେ କାର୍‌ ଚଢାଇ ଜୀବନରୁ ମାରି ଦେବାକୁ ଉଦ୍ୟମ କରାଯାଇଛି । ଗତକାଲି ବିଳମ୍ବିତ ରାତିରେ ପାଟ୍ରୋଲିଂ ସମୟରେ ଡ୍ରଗ୍ସ ମାଫିଆ ଜଗତସିଂହପୁର ସଦର ପୋଲିସ ଉପରକୁ ଗାଡ଼ି ଚଢ଼ାଇ ଦେଇଛନ୍ତି । ପୋଲିସ କନେଷ୍ଟବଳ…

BRICS gala dinner:ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭବ୍ୟ ରାତ୍ରିଭୋଜନରେ ଜିନପିଙ୍ଗ କାହିଁକି ଯୋଗ ଦେଲେନାହିଁ? ଏହାର…

ନୂଆଦିଲ୍ଲୀ:ଭାରତର ଆୟୋଜନରେ ନୂଆଦିଲ୍ଲୀସ୍ଥିତ 'ଭାରତ ମଣ୍ଡପମ୍'ରେ ସେପ୍ଟେମ୍ବର ୧୨ ଓ ୧୩ ତାରିଖରେ ବ୍ରିକ୍ସ (BRICS) ସମ୍ମିଳନୀ ଅନୁଷ୍ଠିତ ହେଉଛି। ସମ୍ମିଳନୀର ପ୍ରଥମ ଦିନ ଅର୍ଥାତ୍ ଶନିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିକ୍ସ ରାଷ୍ଟ୍ରଗୁଡ଼ିକର ନେତା ଏବଂ ଅନ୍ୟ ଅତିଥିମାନଙ୍କ…

ଆଜିଠାରୁ ରାଜ୍ୟରେ କମିବ ବର୍ଷା; ୧୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର:ଆଜିଠୁ କମିବ ବର୍ଷା । ଆଜି ସକାଳ ସାଢ଼େ ୮ଟା ପରେ କେବଳ ଉତ୍ତର ଏବଂ ଉପକୂଳ ଓଡ଼ିଶାରେ ବର୍ଷା ନେଇ ପୂର୍ବାନୁମାନ ରହିଛି। ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୧୩ ଜିଲ୍ଲା ଗୁଡିକ ହେଲା:- ଗଞ୍ଜାମ,ଗଜପତି, ନୟାଗଡ, ଖୋର୍ଦ୍ଧା,…

Police Encounter: ଜଙ୍ଗଲ ନିକଟରେ ଏନ୍‌କାଉଣ୍ଟର;ପୋଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁରୁତର

ସମ୍ବଲପୁର:ସମ୍ବଲପୁରରେ ଏନକାଉଣ୍ଟର। ପୋଲିସ ଗୁଳିରେ ସୁନାପାଲିର ଦୁର୍ଦ୍ଦାନ୍ତ ଅପରାଧୀ ମହମ୍ମଦ ଇରଫାନ ଗୁରୁତର। ଭୋର ପ୍ରାୟ ୫ଟା ୪୫ରେ ସଦର ଥାନା ପୋଲିସ ଏନକାଉଣ୍ଟର କରିଛି । ଅପରାଧୀ ମହମ୍ମଦ ଇରଫାନର ବାମ ଗୋଡ଼ରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାକୁ ବୁର୍ଲା ଭୀମସାରରେ ଭର୍ତ୍ତି…

National Lok Adalat: ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ: ୬୨,୪୮୭ ମାମଲାର ହେଲା ସମାଧାନ

ଭୁବନେଶ୍ୱର:ଲୋକ ଅଦାଲତରେ ସମୁଦାୟ ୮୩ ହଜାର ୬୧ଟି ମାମଲା ଆଗତ କରାଯାଇ ଅନୁ୍ୟନ ୬୨ ହଜାର ୪୮୭ଟି ମାମଲାର ଫଇସଲା ହୋଇଛି । ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଛି…

ପ୍ରଥମ ଟି୨୦: ଭାରତ ପକ୍ଷରୁ ଓପନିଂ କିଏ କରିବ ସେ ନେଇ ଦ୍ୱନ୍ଦ୍ୱରେ ଟିମ ମ୍ୟାନେଜମେଂଟ

ନୂଆଦିଲ୍ଲୀ: ଅରୁଣ ଜେଟଲୀ ଷ୍ଟାଡିୟମରେ ସେପ୍ଟମ୍ବର ୧୩ରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଟି୨୦ ସିରିଜ ଆରମ୍ଭ ହେବ । ଆଫଗାନିସ୍ତାନ ଏହାର ଆୟୋଜକ ରହିଛି । ଟିମ ଇଣ୍ଡିଆ ପକ୍ଷରୁ କିଏ ଓପନିଂ କରିବ ସେ ନେଇ ମ୍ୟାନେଜମେଂଟ ଦ୍ୱନ୍ଦ୍ୱରେ ରହିଛି । ଅରୁଣ ଜେଟଲୀ ଷ୍ଟାଡିୟମ୍‌ରେ ଆୟୋଜିତ ନେଟ୍…

ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ “ଝିଲମିଲ୍ ରାତି” ଅଷ୍ଟ୍ରେଲିଆରେ ରଚିଲା ଇତିହାସ

ସିଡ୍ନୀ/ମେଲବୋର୍ଣ୍ଣ: ସିଡ୍ନୀ ଏବଂ ମେଲବୋର୍ଣ୍ଣ ଉଭୟ ସହରରେ ପ୍ରଥମ ଥର ପାଇଁ ଓଡ଼ିଆ ସିନେମା କଳାକାରମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରି "ଝିଲମିଲ୍ ରାତି" ଅଷ୍ଟ୍ରେଲିଆର ପ୍ରବାସୀ ଓଡ଼ିଆଙ୍କ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ସୃଷ୍ଟି କରିଛି।ଏହି ଭବ୍ୟ…

Boost Vocational Education:ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା ହେବ ସୁଦୃଢ଼; ଓସେପା ଓ OUAT ମଧ୍ୟରେ ବୁଝାମଣାପତ୍ର…

ଭୁବନେଶ୍ୱର: ଓଡ଼ିଶା ବିଦ୍ୟାଳୟ ଶିକ୍ଷା କର୍ଯ୍ୟକରଣ ପ୍ରାଧିକରଣ (OSEPA) ଏବଂ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT) ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ବ୍ୟାବହାରିକ ଏବଂ କ୍ଷେତ୍ର-ଭିତ୍ତିକ…

ଏସିଆନ ଗେମ୍ସରେ ଭାରତୀୟ ଆଥଲେଟଙ୍କ ଶ୍ରେଷ୍ଠ ପ୍ରଦର୍ଶନ

ନୂଆଦିଲ୍ଲୀ: ଏସିଆନ୍ ଗେମ୍ସର ୨୦ତମ ସଂସ୍କରଣ (ଏସିଆନ୍ ଗେମ୍ସ ୨୦୨୬) ଜାପାନର ଆଇଚି-ନାଗୋୟାଠାରେ ୧୯ ସେପ୍ଟେମ୍ବରରୁ ୪ ଅକ୍ଟୋବର ୨୦୨୬ ପର‌୍ୟ୍ୟନ୍ତ ଖେଳାଯିବ । ଭାରତ ଏକ ଶକ୍ତିଶାଳୀ ଟିମ ସହ ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛି । ଆସନ୍ତୁ ନଜର ପକାଇବା ଏସିଆନ ଗେମ୍ସରେ ଶ୍ରେଷ୍ଠ ପ୍ରଦର୍ଶନ…