ଖୁବ୍ଶୀଘ୍ର ଭାରତ ଆଉ ଏକ S-400 ଏୟାର ଡିଫେନ୍ସ ସିଷ୍ଟମ ପାଇବ, ଅପରେସନ୍ ସିନ୍ଦୂରରେ କରିଥିଲା ଶକ୍ତି ପ୍ରଦର୍ଶନ
ନୂଆଦିଲ୍ଲୀ: ଭାରତ ଆସନ୍ତା ମାସ ପ୍ରାରମ୍ଭରେ ରୁଷଠାରୁ S-400 ଟ୍ରାୟମ୍ଫ ଭୂପୃଷ୍ଠରୁ ଆକାଶ କ୍ଷେପଣାସ୍ତ୍ର ପ୍ରଣାଳୀର ୪ର୍ଥ ୟୁନିଟ୍ ପାଇବାର ସମ୍ଭାବନା ଅଛି । ଏହା ଭାରତୀୟ ବାୟୁସେନାର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି । ଅକ୍ଟୋବର ୨୦୧୮ରେ, ଭାରତ…