Latest Odisha News

BREAKING NEWS

ଓଡ଼ିଶାରେ ପର୍ଯ୍ୟାପ୍ତ ଇନ୍ଧନ ଉପଲବ୍ଧ; ସୂଚନା ଦେଲେ ତୈଳ ବିପଣନ କମ୍ପାନୀ

ଭୁବନେଶ୍ୱର: ସରକାରୀ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଜନସାଧାରଣଙ୍କୁ ସୂଚନା ଦେଇ କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଏବଂ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି)ର ଉପଲବ୍ଧତା ସାରା ଓଡ଼ିଶାରେ ପର୍ଯ୍ୟାପ୍ତ ଏବଂ ନିରବଚ୍ଛିନ୍ନ ରହିଛି। ଓଡ଼ିଶାରେ ସାମଗ୍ରିକ ଯୋଗାଣ…

ଅକ୍ଷରଭୂମିରୁ ବିକୃତ ଅକ୍ଷର ହଟାଇବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ୯ ଭାଷାପ୍ରେମୀ

ଭୁବନେଶ୍ବର: ଓଡ଼ିଶାର ନଅ ଜଣ ଲେଖକ ବୁଦ୍ଧିଜୀବୀ ଓ ଭାଷାପ୍ରେମୀ 'ନବଗୁଞ୍ଜର' ଅନୁଷ୍ଠାନ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖି ଭୁବନେଶ୍ବରର ଅକ୍ଷର ଭୂମିରୁ ଗୋଟିଏ ତ୍ରୁଟିପୂର୍ଣ୍ଣ ଅକ୍ଷର ତୁରନ୍ତ ହଟାଇବା ପାଇଁ ନିବେଦନ କରିଛନ୍ତି। ଏହି ଅକ୍ଷର ଭୂମି…

ଆନ୍ତର୍ଜାତୀୟ ଟି୨୦ରେ ହେବ ବଡ ଧରଣର ପରିବର୍ତନ

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଟି୨୦କୁ ଆହୁରି ରୋମାଂଚକର କରିବା ପାଇଁ ଆଇସିସି କେତେକ ବଡ ପରିବର୍ତନ କରିବାକୁ ଯାଉଛି । ଦର୍ଶକମାନେ ଆନ୍ତର୍ଜାତୀୟ ଟି୨୦ ଏବଂ ଲିଗ କ୍ରିକେଟରେ ଯେପରି ଫରକ ପାଇବେ ନାହିଁ ସେଥିପାଇଁ ଉଦ୍ୟମ କରାଯାଉଛି । ମ୍ୟାଚ ସମୟରେ ୨୦ ମିନିଟ ବ୍ରେକକୁ ୧୫ ମିନିଟ କରିବା ପାଇଁ…

ପ୍ରଥମେ ଦେଶ ଛାଡ; ଗ୍ରୀନ କାର୍ଡକୁ ଅପେକ୍ଷା କରିଥିବା ଭାରତୀୟଙ୍କୁ ଟ୍ରମ୍ପଙ୍କ ଝଟକା

ୱାଶିଂଟନ: ଗ୍ରୀନ୍ କାର୍ଡ ଅପେକ୍ଷାରେ ଥିବା ଭାରତୀୟମାନଙ୍କୁ ଆମେରିକା ଏକ ବଡ଼ ଝଟକା ଦେଇଛି। ଗ୍ରୀନ୍ କାର୍ଡ ଅପେକ୍ଷାରେ ଥିବା ଭାରତୀୟମାନଙ୍କୁ ଆମେରିକା ନାଗରିକତା ଏବଂ ପ୍ରବାସନ ସେବା (USCIS) ଦେଶ ଛାଡି ନିଜ ଦେଶକୁ ଯିବାକୁ କହିଛି। ଭାରତୀୟମାନେ ସବୁଠାରୁ ପ୍ରଭାବିତ ସମ୍ପ୍ରଦାୟ ମଧ୍ୟରେ…

ଥାଇଲ୍ୟାଣ୍ଡର ବଡ଼ ନିଷ୍ପତ୍ତି: ଭାରତୀୟଙ୍କ ପାଇଁ ଫ୍ରି-ଭିସା ଏଣ୍ଟ୍ରୀ ବନ୍ଦ, ଏବେ ଏହିପରି କରିପାରିବେ…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ଯାତ୍ରା କରୁଥିବା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଝଟକା । ଥାଇଲ୍ୟାଣ୍ଡ ଭାରତକୁ ଏହାର ଭିସା-ଫ୍ରି ଏଣ୍ଟ୍ରୀ ତାଲିକାରୁ ହଟାଇ ଦେଇଛି । ୨୦୨୪ ପର୍ଯ୍ୟନ୍ତ ଏହି ସୁବିଧା ଉପଭୋଗ କରୁଥିବା ଭାରତୀୟ ପର୍ଯ୍ୟଟକମାନେ ଆଉ ଏଥିପାଇଁ ଯୋଗ୍ୟ ହେବେ ନାହିଁ । ମେ ୧୯ରେ ଥାଇ…

ଅଚ୍ୟୁତ ସାମନ୍ତଙ୍କୁ କ୍ରାଇଓଭା ବିଶ୍ୱବିଦ୍ୟାଳୟରୁ ସମ୍ମାନସୂଚକ ଡକ୍ଟରେଟ୍

ଭୁବନେଶ୍ୱର: ଶିକ୍ଷାବିତ୍‌, ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ରୋମାନିଆର ଅନ୍ୟତମ ପୁରାତନ ସରକାରୀ ବିଶ୍ୱବିଦ୍ୟାଳୟ କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନସୂଚକ ଡକ୍ଟରେଟ୍‍ ପ୍ରଦାନ କରାଯାଇଛି। କ୍ରାଇଓଭା ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ଏକ…

୯ ବର୍ଷୀୟ ବାଳକକୁ ଝୁଣି ଦେଲା ବୁଲା କୁକୁର 

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ବୁଲା କୁକୁରଙ୍କ ଆକ୍ରମଣରେ ଜଣେ ୯ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ଯାହା ପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପିଲାଟି ଘର ବାହାରେ ଖେଳୁଥିବା ସମୟରେ ଜିଲ୍ଲାର ପାଟପୁର ଅଞ୍ଚଳରେ ଏହି ଘଟଣା ଘଟିଥିଲା। ସ୍ଥାନୀୟ ଲୋକଙ୍କ ଅନୁଯାୟୀ,…

ଟି୨୦ ବିଶ୍ୱକପ ଖେଳିବା ପାଇଁ ଲଣ୍ଡନ ଗଲେ ଭାରତୀୟ ମହିଳା ଟିମ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଟିମ ଶନିବାର ଟି୨୦ ବିଶ୍ୱକପ ଖେଳିବା ପାଇଁ ମୁମ୍ବାଇରୁ ଇଂଲଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି । ପ୍ରଶଂସକମାନେ ବାଜା ବଜାଇବା ସହ ତିଳକ ଲଗାଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ଟିମ ଗତ ବର୍ଷ ପ୍ରଥମ ଥର ପାଇଁ…

ଲେଡି ବ୍ରାଉନସୁଗର ପେଡଲର ଗ୍ୟାଙ୍ଗ ଉପରେ ଚଢ଼ାଉ; ୮ ଗିରଫ, ୨ କୋଟି ଟଙ୍କାର ବ୍ରାଉନସୁଗର ଜବତ

ରାଉରକେଲା: 'ନିଶା ମୁକ୍ତ ଓଡ଼ିଶା’ ପାଇଁ ରାଉରକେଲା ପ୍ଲାଣ୍ଟସାଇଡ଼ ଥାନା ପୋଲିସର ବଡ ପଦକ୍ଷେପ । ରାଉରକେଲାରେ ପ୍ଲାଣ୍ଟ ସାଇଡ ଥାନା ଅଞ୍ଚଳରେ ମହିଳା ଡ୍ରଗ୍ସ ସ୍ମଗଲରଙ୍କ ଉପରେ ପୋଲିସ ବଡ଼ ଧରଣର ଚଢ଼ାଉ କରିଛି । ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୬ ଜଣ ମହିଳା…

ରାଜ୍ୟରେ ବଢ଼ୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି କଡ଼ା ପଦକ୍ଷେପ ନେଲା OPTCL

ଭୁବନେଶ୍ବର: ଓଡ଼ିଶା ପାୱାର ଟ୍ରାନ୍ସମିଶନ କର୍ପୋରେସନ ଲିମିଟେଡ୍‌ (OPTCL) ତାର କର୍ମଚାରୀଙ୍କ ପାଇଁ କଡ଼ା ପଦକ୍ଷେପ ଗ୍ରହଣ କରିଛି । ବର୍ତ୍ତମାନ ରାଜ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳି ପାଇଁ ବଢୁଥିବା ବିଦ୍ୟୁତ ଚାହିଦା ଓ ଜରୁରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି OPTCL ତାର କର୍ମଚାରୀଙ୍କ ସବୁ…