ରାଜ୍ୟରେ କେବେ ହେବ ନିଗମ ଓ ବୋର୍ଡ ନିଯୁକ୍ତି? ମନମୋହନ ସାମଲ ଦେଲେ ବଡ଼ ସୂଚନା
ଭୁବନେଶ୍ବର: ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲେ ସରକାର, ସେଥିରୁ ୮୦ ପ୍ରତିଶତ କାମ ସରିଛି। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ। ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ରାଜ୍ୟରେ…