ଜାତୀୟ ଜୁନିୟର ଆଥଲେଟିକ୍ସ: ଜାଭେଲିନରେ କୁନୀଙ୍କୁ ରୌପ୍ୟ
ଭୁବନେଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଜାତୀୟ ଜୁନିୟର ଆଥଲେଟିକ୍ସ ଚାମ୍ପିୟନଶିପ ଆୟୋଜିତ ହେଉଛି । ରବିବାର ଓଡିଶାର ଉଦୀୟମାନ ଜାଭେଲିନ ଥ୍ରୋୟର କୁନୀ ରାଜଗୋନ୍ଦ ଆକର୍ଷଣୀୟ ପ୍ରଦର୍ଶନ କରିଛନ୍ତି । ସେ ୧୪ ବର୍ଷରୁ କମ ବାଳିକା ବିଭାଗରେ ରୌପ୍ୟ ପଦକ ଜିତିଛନ୍ତି । ନବରଙ୍ଗପୁରର ୧୩…