ଜଳୁଛି ପଶ୍ଚିମ ଓଡ଼ିଶା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ତାପମାତ୍ରା…
ଭୁବନେଶ୍ୱର: ପ୍ରବଳ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ସୋମବାର ଅପରାହ୍ନ ୨.୩୦ ସୁଦ୍ଧା ଓଡ଼ିଶାର ୩ଟି ସ୍ଥାନରେ ପାରଦ ୪୩ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି।
ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୩.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଉରକେଲା ଏବଂ ସମ୍ବଲପୁରରେ ୪୩ ଡିଗ୍ରୀ ସେଲସିୟସ…