ନିଲାମ ହେବ ୧୭ଶ ଶତାବ୍ଦୀର ସୁପର କମ୍ପ୍ୟୁଟର
ନୂଆଦିଲ୍ଲୀ: ଆଜି ଆମେ କମ୍ପ୍ୟୁଟର, ମୋବାଇଲ୍ ଫୋନ୍ ଏବଂ କୃତ୍ରିମ ବୁଦ୍ଧିମତ୍ତାର ଦୁନିଆରେ ବାସ କରୁଛୁ। କିନ୍ତୁ ଶତାବ୍ଦୀ ପୂର୍ବରୁ ମଧ୍ୟ ମଣିଷ ଜଟିଳ ଗଣନା ସହଜରେ କରିବାକୁ ଉପକରଣ ତିଆରି କରିଥିଲା। ୧୭ଶ ଶତାବ୍ଦୀର ଏପରି ଏକ ଅନନ୍ୟ ଉପକରଣ ଏବେ ପୁଣି ଚର୍ଚ୍ଚାରେ ଅଛି, ଯାହାକୁ ସେହି ଯୁଗର…