Pakistani Fishing Boat: ଭାରତୀୟ ଜଳସୀମାରୁ ପାକିସ୍ତାନୀ ଡଙ୍ଗା ଜବତ, ୧୧ ଗିରଫ
ନୂଆଦିଲ୍ଲୀ: ଭାରତର ତଟରକ୍ଷୀ ବାହିନୀ (ICG) ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ପାକିସ୍ତାନୀ ଡଙ୍ଗାକୁ ଜବତ କରାଯାଇଛି । ୧୧ ଜଣ ଲୋକଙ୍କୁ ମଧ୍ୟ ଗିରଫ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ପାକିସ୍ତାନୀ ଡଙ୍ଗାରେ ଥିବା ଲୋକମାନେ ଭାରତୀୟ…