Latest Odisha News

BREAKING NEWS

NEET Paper Leak: ଭୁଲ୍ ମାନିଲେ ଶିକ୍ଷାମନ୍ତ୍ରୀ, ‘କୌଣସି ଲିକ୍ ହୋଇନାହିଁ…’, ଫାଙ୍କିଲେ NTA ମୁଖ୍ୟ

ନୂଆଦିଲ୍ଲୀ: ନିଟ୍ ପେପର ଲିକ୍ ଘଟଣା ଦେଶରେ ପୁଣି ପରୀକ୍ଷାର୍ଥୀଙ୍କ ମଧ୍ୟରେ ଆକ୍ରୋଶ ଭରିଥିବା ବେଳେ ଏବେ ସରକାରଙ୍କ ବୟାନ ଏହାକୁ ବେଶୀ ଇନ୍ଧନ ଦେଉଛି । ସରକାରଙ୍କ ଗୋଟିଏ ଶାଖା କହୁଛି ଯେ "ପରୀକ୍ଷା ଶୃଙ୍ଖଳାରେ ଉଲ୍ଲଂଘନ" ହୋଇଥିଲା। ଆଉ ଅନ୍ୟ ଜଣେ କହୁଛନ୍ତି ଯେ ପେପର "ସିଷ୍ଟମ ମାଧ୍ୟମରେ"…

ବୃଦ୍ଧି ପାଇଛି ରତ୍ନଭଣ୍ଡାରରେ ଅଳଙ୍କାର ସଂଖ୍ୟା

ପୁରୀ: ଶେଷ ହେଲା ତ୍ରୟୋଦଶ ଦିନରେ ରତ୍ନ ଭଣ୍ଡାର ରତ୍ନ ଅଳଙ୍କାର ଗଣତି ମଣତି। ଗତକାଲି ୩ ଘଣ୍ଟା ୪୦ ମିନିଟ୍ ର ଗଣତି କାର୍ଯ୍ୟ ହୋଇଛି। ମୋଟ ଉପରେ ପାଖାପାଖି ୭୦ ଘଣ୍ଟାର ଗଣତି ସରିଛି। ଏନେଇ ସୂଚନା ଦେଲେ ଜଷ୍ଟିସ ରଥ। ଚଳନ୍ତି ଭଣ୍ଡାରରେ ୧୯୭୮ରେ ୩୧ ଅଳଙ୍କାର ଥିବାବେଳେ ଏବେ ଅଳଙ୍କାର ସଂଖ୍ୟା…

ମେ’ ୩୦ରୁ ଓଡ଼ିଶାରେ SIR ଅଭିଯାନ; ସବୁ ଜିଲ୍ଲାରେ ଖୋଲିବ ହେଲ୍ପଡେସ୍କ, ଉପକୃତ ହେବେ…

ଭୁବନେଶ୍ଵର: ଓଡିଶାରେ ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍‌) ଅଭିଯାନ ମେ' ୩୦ ତାରିଖରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲା ନିର୍ବାଚନ କାର୍ଯ୍ୟାଳୟରେ ହେଲ୍ପଡେସ୍କ ଖୋଲିବାକୁ ନିର୍ବାଚନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି । ଅତିରିକ୍ତ ମୁଖ୍ୟ…

ଅଢେଇ ଲକ୍ଷ ଟଙ୍କା ମୂଲ୍ୟର ଦେଶୀ ମଦ-ବିଅର ଜବତ, ୧୦ ଗିରଫ

ବାଲେଶ୍ୱର: ଆକ୍ସନମୋଡରେ ବାଲେଶ୍ୱର ଅବକାରୀ ବିଭାଗ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ବିୟର ଜବତ କରିଛି । ଘଟଣାରେ ୧୦ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ମଧ୍ୟ ରହିଥିବା ସୂଚନା ରହିଛି । ସୂଚନାଯୋଗ୍ୟ, ବାଲେଶ୍ୱର ଅବକାରୀ…

ଲୋକେ ହଇରାଣ, IOCL ଲାଭବାନ

ନୂଆଦିଲ୍ଲୀ: ନଜର ପକାଇବା ଅର୍ଥନୀତି ଜଗତର ଏକ ବଡ଼ ଖବର ଉପରେ। ଇରାନ-ଆମେରିକା ମଧ୍ୟରେ ଚାଲିଥିବା ତିକ୍ତତା ଏବଂ ବିଶ୍ୱ ବଜାରରେ ଅଶୋଧିତ ତୈଳ ସଙ୍କଟ ମଧ୍ୟରେ ଲାଭବାନ ହୋଇଛି ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, IOCL। କମ୍ପାନୀର ଶୁଦ୍ଧ ମୁନାଫାରେ ୮୧ ପ୍ରତିଶତର ବମ୍ପର ଉନ୍ନତି ହୋଇଛି ।…

୧ ଲକ୍ଷ ୧୮ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ଇଣ୍ଟର୍ନସିପ୍ ସୁଯୋଗ ପ୍ରଦାନ

ଭୁବନେଶ୍ୱର: ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ଗାଇଡ଼ଲାଇନ ଅନୁଯାୟୀ ସ୍ନାତକ ପାଠ୍ୟକ୍ରମରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ ୪ର୍ଥ ସେମିଷ୍ଟାରରେ ଇଣ୍ଟର୍ନସିପ୍ ଓ କମ୍ୟୁନିଟି ସର୍ଭିସ ସୁଯୋଗ ପ୍ରଦାନ କରାଯିବାର ପ୍ରାବଧାନ ରହିଛି । ଏହି…

ରେଲୱେରେ ୧୧,୧୨୭ ନିଯୁକ୍ତି ସୁଯୋଗ, ଜୁନ୍ ୧୪ ଯାଏଁ ଚାଲିବ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ରେଳବାଇରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ରେଲୱେ ନିଯୁକ୍ତି ବୋର୍ଡ ୧୧,୧୨୭ଟି ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛି । ଚଳିତ ମେ’ ୧୫ ତାରିଖରୁ ଆରମ୍ଭ ହୋଇଥିବା ଅନଲାଇନ୍ ଆବେଦନ…

Arms Seized In Manipur: ମଣିପୁରରେ ବିପୁଳ ପରିମାଣର ଲୁଟ୍ ଅସ୍ତ୍ରଶସ୍ତ୍ର ଜବତ,୪ ଗିରଫ

ଇମ୍ଫାଲ:ମଣିପୁରରେ ଅବୈଧ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଏବଂ ବିଦ୍ରୋହୀ କାର୍ଯ୍ୟକଳାପ ବିରୁଦ୍ଧରେ ଏକ ବଡ଼ ସଫଳତା ମିଳିଛି ।ମଣିପୁରରେ ସୁରକ୍ଷା ବାହିନୀ ଏକ ମିଳିତ ଅଭିଯାନରେ ଏକ ବଡ଼ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ ଷଡ଼ଯନ୍ତ୍ରକୁ ପଣ୍ଡ କରିଛନ୍ତି । ୬୭ଟି ଅସ୍ତ୍ରଶସ୍ତ୍ର ଏବଂ ବିପୁଳ ପରିମାଣର…

Rajya Sabha poll : ୧୦ ରାଜ୍ୟର ୨୪ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ, ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ଜୁନ୍-ଜୁଲାଇରେ ଅବସର ନେଉଥିବା ୨୪ ରାଜ୍ୟସଭା ସଦସ୍ୟଙ୍କ ଆସନ ପୂରଣ ପାଇଁ ଦ୍ୱିବାର୍ଷିକ ନିର୍ବାଚନ ଘୋଷଣା କରିଛନ୍ତି। ଦଶଟି ରାଜ୍ୟରୁ ନିର୍ବାଚିତ ୨୪ ରାଜ୍ୟସଭା ସଦସ୍ୟଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଜୁନ୍-ଜୁଲାଇରେ ଶେଷ ହେବାକୁ ଯାଉଛି। ବର୍ତ୍ତମାନ,…

Severe Road Accident: ବସ୍‌-ଅଟୋ ମୁହାଁମୁହିଁ ଧକ୍କା, ଚାଲିଗଲା ୬ ଜଣଙ୍କ ଜୀବନ

ଗଞ୍ଜାମ: ଅଧାରେ ରହିଗଲା ଦେବୀ ଦର୍ଶନ । ଶ୍ରଦ୍ଧାଳୁମାନଙ୍କର ଅଟୋକୁ ଏକ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ୨ଜଣ ଶିଶୁ ସମତେ ୬ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୃତକମାନେ ହେଲେ ଏରେଣ୍ଡା…