Latest Odisha News

BREAKING NEWS

ବଲୁଚିସ୍ତାନରେ ରକ୍ତର ହୋଲି; ଥରୁଛି ପାକିସ୍ତାନ, ଧ୍ୱସ୍ତ ହେଲା ସେନା!

ଇସଲାମବାଦ: ପାକିସ୍ତାନରେ ଏବେ ଗୃହଯୁଦ୍ଧ ଭଳି ପରିସ୍ଥିତି । ବଲୁଚ୍ ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣରେ ରକ୍ତାକ୍ତ ହୋଇଛି ପାକିସ୍ତାନ ମାଟି । ବଲୁଚିସ୍ତାନ ଲିବରେସନ ଆର୍ମି, BLA ର 'ଅପରେସନ୍ ହେରୋଫ୍' ପାକ୍ ସେନାର ନିଦ ହଜାଇ ଦେଇଛି । କୁହାଯାଉଛି କି, ଗୋଟିଏ କି ଦୁଇଟି ନୁହେଁ, ବରଂ ୨୦୦ରୁ…

Mission Shakti ନୂଆ ରୂପ ପାଇବ ମିଶନ ଶକ୍ତି; ବଦଳିବ ଡ୍ରେସ୍‌ କୋଡ୍‌,ମିଳିବ ସ୍ମାର୍ଟ ଫୋନ୍‌

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଏକ ବଡ଼ ଘୋଷଣା କରିଛନ୍ତି । ମିଶନ ଶକ୍ତି ମହିଳାଙ୍କୁ ସ୍ମାର୍ଟ ଫୋନ ମିଳିବ,ଏଥିସହ ନୂଆ ୟୁନିଫର୍ମ ଏବଂ ନୂଆ ଆଇ କାର୍ଡ ବି ଦିଆଯିବ। ଉତ୍କଳ ଦିବସରୁ ଏହା ମିଳିବ ବୋଲି ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ…

Weather Update: ରାଜ୍ୟରେ ୬ ତାରିଖ ଯାଏଁ କଲବଲ କରିବ ଘନ କୁହୁଡ଼ି, ଏସବୁ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ହ୍ରାସ ପାଉଛି ଶୀତ । ରାତି ତାପମାତ୍ରା ବୃଦ୍ଧି ପାଉଥିବାରୁ ଶୀତ ଧିରେ ଧିରେ ଉଭାନ ହେବାରେ ଲାଗିଛି । ହେଲେ ଘନ କୁହୁଡି କିନ୍ତୁ ଅନୁଭୂତ ହେଉଛି । ପଳରେ ଜନଜୀବନ ପ୍ରଭାବିତ ହେଉଛି । ସକାଳ ୧୦ ଯାଏଁ ରାସ୍ତା ଘାଟ ଦେଖାଯିବା କାଠିକର ପାଠ…

୬ କୋଟିର ଠକେଇ ମାମଲାରେ ସାଇବର ଠକ ଗିରଫ

ଭୁବନେଶ୍ୱର: ୬.୧୬ କୋଟି ଟଙ୍କାରୁ ଅଧିକ ଠକେଇ ମାମଲା ରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟବସାୟୀ ଙ୍କୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସାଇବର ପୋଲିସ ଗିରଫ କରିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ଆନ୍ଧ୍ର ପ୍ରଦେଶର ୩୯ ବର୍ଷୀୟ ଭେଦଗିରି ଶ୍ରୀନିବାସ ରାଓ ବୋଲି…

Ruckus in Lok Sabha: ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଚର୍ଚ୍ଚା ଭିତରେ ସଂସଦରେ ହଙ୍ଗାମା, ଏମିତି କି ବହି ଦେଖାଇଲେ…

ନୂଆଦିଲ୍ଲୀ: ସୋମବାର ସଂସଦର ବଜେଟ ଅଧିବେଶନରେ ପ୍ରବଳ ହଟ୍ଟଗୋଳ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ସମୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବୟାନ ହଟ୍ଟଗୋଳ ସୃଷ୍ଟି କରିଥିଲା। ପୂର୍ବତନ ଭାରତୀୟ ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେଙ୍କ ଏକ ପତ୍ରିକାକୁ…

Grammy Awards 2026: ଦଲାଇ ଲାମାଙ୍କୁ ମିଳିଲା ସଙ୍ଗୀତ ଜଗତର ସବୁଠୁ ବଡ଼ ଆୱାର୍ଡ଼

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ ଜଣେ ଆଧ୍ୟାତ୍ମିକ ଗୁରୁଙ୍କୁ ସଙ୍ଗୀତରେ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ସମ୍ମାନ ଗ୍ରାମୀ ପୁରସ୍କାର ପ୍ରଦାନ କରାଯାଇଛି। ତିବ୍ବତୀୟ ବୌଦ୍ଧ ଗୁରୁ ଦଲାଇ ଲାମା ତାଙ୍କର ପ୍ରଥମ ଗ୍ରାମୀ ଜିତିଛନ୍ତି। ତାଙ୍କର ଆଲବମ୍ "ମେଡିଟେସନ୍: ଦି ରିଫ୍ଲେକ୍ସନ୍ସ ଅଫ୍ ହିଜ୍…

Mardaani 3: ‘ବର୍ଡର ୨’ ଆଗରେ ତିଷ୍ଠି ପାରିଲାନି ‘ମର୍ଦାନି ୩’, ପ୍ରଥମ ରବିବାରରେ ଧିମା…

ମୁମ୍ବାଇ: ରାଣୀ ମୁଖାର୍ଜୀଙ୍କ ଫିଲ୍ମ 'ମର୍ଦାନି ୩' ଶୁକ୍ରବାର, ଜାନୁଆରୀ ୩୦ ତାରିଖରେ ବକ୍ସ ଅଫିସରେ ରିଲିଜ୍ ହୋଇଥିଲା। ଫିଲ୍ମଟି ବର୍ତ୍ତମାନ ପର୍ଯ୍ୟନ୍ତ ମିଶ୍ରିତ ସମୀକ୍ଷା ପାଇଛି। ଅନେକ ସିନେମା ସମୀକ୍ଷକ ଏହାକୁ ଭଲ ଫିଲ୍ମ ବୋଲି କହିଥିବା ବେଳେ ଅନ୍ୟମାନେ ଏହାକୁ ଠିକଠାକ୍ ବୋଲି…

ନନ୍ଦନକାନନର ନୂଆ ନିର୍ଦ୍ଦେଶକ ହେଲେ ସନତ କୁମାର

ଭୁବନେଶ୍ୱର: ଓଡ଼ିଶା ସରକାର ସୋମବାର ଭାରତୀୟ ବନ ସେବା (ଆଇଏଫଏସ) ଅଧିକାରୀ ସନତ କୁମାର ଏନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ନିର୍ଦ୍ଦେଶକ ଭାବରେ ନିଯୁକ୍ତ କରିଛନ୍ତି। ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ଜାରି ସରକାରୀ ବିଜ୍ଞପ୍ତି ଅନୁସାରେ ନନ୍ଦନକାନନର ଉପ…

ବାଲୁକା ଆନିମେସନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ..

ପୁରୀ: ମହାମହିମ ରାଷ୍ଟ୍ରପତି ଆଜିଠୁ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ତାଙ୍କର ପୁରୀ ଗସ୍ତ ଏବଂ ପ୍ରଭୁଙ୍କ ପାଖରେ ପ୍ରାର୍ଥନାକୁ…

Ajit Pawar Death: ‘୧୦ ଦିନ ଭିତରେ କ’ଣ ହେଲା?, କିଛି ଗଡବଡି ଅଛି…’, ପାୱାରଙ୍କ ମୃତ୍ୟୁ…

ମୁମ୍ବାଇ: ଅଜିତ ପାୱାରଙ୍କ ମୃତ୍ୟୁ ନେଇ ବଢୁଛି ସନ୍ଦେହ ଦୁର୍ଘଟଣା ନା ପଛରେ ରହିଛି ଷଡ଼ଯନ୍ତ୍ର ସଞ୍ଜୟ ରାଉତ ଆଣିଲେ ବଡ଼ ଅଭିଯୋଗ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଜାନୁଆରୀ ୨୮ ତାରିଖରେ ଏକ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ତାଙ୍କ ପତ୍ନୀ…