ପୁଷ୍ପା ଝୁକ୍ ଗୟା? ନିର୍ବାଚନ ପୂର୍ବରୁ ମୈଦାନ ଛାଡ଼ିଲେ ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ
କୋଲକାତା: ଡରିଗଲେ କି ଟିଏମସି "ପୁଷ୍ପା"? ପଶ୍ଚିମବଙ୍ଗର ଫଲଟା ଆସନରେ ହେବାକୁ ଯାଉଥିବା ନିର୍ବାଚନ ପୂର୍ବରୁ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ତଥାକଥିତ "ପୁଷ୍ପା" ତଥା ଟିଏମସି ପ୍ରାର୍ଥୀ ଜାହାଙ୍ଗୀର ଖାନ। କାରଣ ନିର୍ବାଚନ ପୂର୍ବରୁ ମୈଦାନ ଛାଡ଼ିବାକୁ ଘୋଷଣା କରିଛନ୍ତି ଜାହାଙ୍ଗୀର ଖାନ।…