Latest Odisha News

BREAKING NEWS

କଳାହାଣ୍ଡି R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ୬୮ ପ୍ଲଟ୍‌

ଭୁବନେଶ୍ବର: କଳାହାଣ୍ଡି ଜିଲ୍ଲାର R&B ସହକାରୀ ନିର୍ବାହୀ ଯନ୍ତ୍ରୀ ଭୁବନେଶ୍ୱର ଶବରଙ୍କ ରହିଛି ୬୮ ପ୍ଲଟ୍‌। ୬୮ ପ୍ଲଟକୁ ମିଶାଇ ମୋଟ୍‌ ୬୫ ଏକର ଜମି ଠାବ କରିଛି ଭିଜିଲାନ୍ସ। ଏହା ବ୍ୟତୀତ ୧୭ ଏକରରେ ୨ଟି ଫାର୍ମ ହାଉସ୍‌, ଭବାନୀପାଟଣାରେ ୪୫୦୦ ବର୍ଗଫୁଟର ଦ୍ବିମହଲା କୋଠା, ୪ଟି…

ରାଜଧାନୀରେ ହିଟ୍‌ ଆଣ୍ଡ ରନ୍‌ ଘଟଣା: ପରିତ୍ୟକ୍ତ ସ୍ଥାନରୁ ଜବତ ହେଲା ଫର୍ଚୁନର

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ହିଟ ଆଣ୍ଡ ରନ୍ ମାମଲା । ପଟିଆରର ଏକ ପରିତ୍ୟକ୍ତ ସ୍ଥାନରୁ ପୋଲିସ ଫର୍ଚୁନର୍‌ କାର କୁ ଜବତ କରିଛି । ଘଟଣା ପରେ କାର୍‌ ଚାଳକ ଓ ମାଲିକ ଗାଡ଼ିକୁ ଛାଡ଼ି ଫେରାର ଅଛନ୍ତି । ଚନ୍ଦ୍ରଶେଖରପୁର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ମୁାତବକ, ବିଳମ୍ବିତ…

ଆସନ୍ତୁ ଜାଣିବା ଦିଲ ତୋ ପାଗଲ ହୈ ପରେ କାହିଁକି ଏକତ୍ର କାମ କରି ନ ଥିଲେ କରିଶ୍ମା-ସରୋଜ

ମୁମ୍ବାଇ: ଶାହାରୁଖ ଖାଁ, ମାଧୂରୀ ଦୀକ୍ଷିତ ଓ କରିଶ୍ମା କାପୁର ଅଭିନୀତ ଦିଲ ତୋ ପାଗଲ ହୈ ଫିଲ୍ମ ବକ୍ସ ଅଫିସରେ ବଡ ହିଟ ସାବ୍ୟସ୍ତ ହୋଇଥିଲା । ଏହି ଫିଲ୍ମର ସରୋଜ ଖାଁଙ୍କ କୋରିଓଗ୍ରାଫି ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଫିଲ୍ମ ଶୁଟିଂ ଅବସରରେ ଏ ଭଳି ଏକ ଘଟଣା ଘଟିଲା ଯାହା ପରେ କରିଶ୍ମା…

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ପେଟ୍ରୋଲରେ ମିଶିବ ଅଧିକ ଇଥାନଲ

ନୂଆଦିଲ୍ଲୀ: ଭାରତ ଏବେ ପେଟ୍ରୋଲରେ ଅଧିକ ଇଥାନଲ୍ ମିଶ୍ରଣ କରିବା ଦିଗରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ସରକାର ବର୍ତ୍ତମାନର E20 ଯୋଜନାରୁ ଅଧିକ ପ୍ରୋତ୍ସାହନ କରୁଛନ୍ତି। ବିଦ୍ୟମାନ E20 ଯୋଜନାରୁ ଆଗକୁ ବଢ଼ି, ସରକାର E22, E25, E27, ଏବଂ E30 ଇନ୍ଧନ ମିଶ୍ରଣ ପାଇଁ ବୈଷୟିକ ପ୍ରସ୍ତୁତି…

ଶେଷ ହୋଇଗଲା କି ସାମୀ, ଭୁବନେଶ୍ୱରଙ୍କ ଆନ୍ତର୍ଜାତୀୟ କ୍ୟାରିୟର

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ୧୪ଜୁନରୁ ଏହି ସିରିଜ ଆରମ୍ଭ ହେବ । ଘୋଷଣା କରାଯାଇଥିବା ୨ଟି ଦଳରେ ଭାରତର ଦୁଇ ସିନିୟର ପେସ ବୋଲର ମହମ୍ମଦ ସାମୀ ଓ ଭୁବନେଶ୍ୱର କୁମାରଙ୍କୁ ସୁଯୋଗ ମିଳିନି । ଆଇପିଏଲ ପ୍ରଦର୍ଶନ ଦଳ…

ଡଲାର ତୁଳନାରେ କାହିଁକି ତଳକୁ ଖସୁଛି ଟଙ୍କା?

ନୂଆଦିଲ୍ଲୀ: ବୈଦେଶିକ ମୁଦ୍ରା ବିନିମୟ ବଜାରରେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ମୂଲ୍ୟ ଦୁର୍ବଳ ହେବାରେ ଲାଗିଛି। କ୍ରମାଗତ ଭାବେ ଗତ ୮ ଦିନ ହେଲା ଟଙ୍କା ନିମ୍ନଗାମୀ ହେଉଛି। ମଙ୍ଗଳବାର କାରବାର ମଝିରେ ଏହା ରେକର୍ଡ ୯୬ ଟଙ୍କା ୬୦ ପଇସା ସ୍ତରକୁ ଖସିଥିଲା। କାରବାର ଶେଷ ବେଳକୁ ଏହା ୯୬…

ସୌମ୍ୟ ରଞ୍ଜନ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚକୁ ସଫଳତା, ଆଉ ୨ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ବାଲିଅନ୍ତାର ସୋମ୍ୟ ରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ହତ୍ୟାକାଣ୍ଡ ଘଟଣାରେ କ୍ରାଇମ୍‌ବ୍ରାଞ୍ଚକୁ ବଡ଼ ସଫଳତା ମିଳିଛି । ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ ୨ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ପଞ୍ଚାନନ ବଡ଼ଜେନା ଓରଫ କାଳିଆ ଓ ରଞ୍ଜିତ ରଣା ।…

ଆସନ୍ତାକାଲି ଏହି ସମୟରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ: ଆସନ୍ତା କାଲି ବୁଧବାର ଦିନ ବନକଲାଗି ନୀତି ପାଇଁ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚାରି ଘଣ୍ଟା ଲାଗି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ (SJTA) ଅନୁଯାୟୀ, ଦ୍ୱିତୀୟ ଭୋଗ ମଣ୍ଡପ ନୀତି ଶେଷ ହେବା ପରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ନୀତି…

ଆଫଗାନିସ୍ତାନ ବିପକ୍ଷ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ଦଳ: କୋହଲି, ରୋହିତ ଖେଳିବେ

ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ ଏବଂ ଦିନିକିଆ କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଯଶପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଦିନିକିଆ ଦଳରେ ରୋହିତ ଶର୍ମା, ବିରାଟ କୋହଲି ସ୍ଥାନ ପାଇଛନ୍ତି । ୩ ବର୍ଷ ପରେ ଈଶାନ କିଶାନ ଜାତୀୟ…

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇଏସଆଇସି ମେଡିକାଲ କଲେଜ, ଏମଓୟୁ ସ୍ୱାକ୍ଷର

ଭୁବନେଶ୍ୱର: ଭୁବନେଶ୍ୱରର ଅନ୍ଧାରୁଆଠାରେ ଇ.ଏସ.ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ ଭାରତ ସରକାରଙ୍କ କର୍ମଚାରୀ ରାଜ୍ୟ ବୀମା ନିଗମ (ଇ.ଏସ୍.ଆଇ.ସି) ମଧ୍ୟରେ ଏକ ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି।…