Latest Odisha News

BREAKING NEWS

Hardik Arrives in Bbsr: ଭୁବନେଶ୍ୱରରେ ପହଞ୍ଚିଲେ ଅଲରାଉଣ୍ଡର ହାର୍ଦ୍ଦିକ

ଭୁବନେଶ୍ୱର:ଆସନ୍ତା ୯ ତାରିଖରେ କଟକ ବାରବାଟୀରେ ଖେଳାଯିବ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍ । ଏନେଇ ଦୁଇ ଦଳର ଖେଳାଳି ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ ହୋଇଯାଇଛି। ତେବେ ଆଜି ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଅଲରାଉଣ୍ଡର…

Shashi Tharoor on Putin banquet:ପୁଟିନଙ୍କ ବିଶାଳ ରାଜକୀୟ ଭୋଜିରେ କ’ଣ ବିଶେଷ ଥିଲା? ଶଶି ଥରୁର କହିଲେ ଭିତିରି…

ନୂଆଦିଲ୍ଲୀ: ଗତକାଲି ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ମାନରେ ରାଷ୍ଟ୍ରପତି ଭବନରେ ଏକ ରାଜକୀୟ ଗ୍ରାଣ୍ଡ ଭୋଜିର ଆୟୋଜନ କରାଯାଇ ଥିଲା। ଏପଟେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ନିମନ୍ତ୍ରଣ କରାଯାଇ ନଥିବାରୁ ପ୍ରଥମେ ରାତ୍ରୀଭୋଜନ ଆଲୋଚନାର ବିଷୟ ପାଲଟିଥିଲା। ଏପଟେ କଂଗ୍ରେସ ସାଂସଦ…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ମା’ତାରିଣୀଙ୍କ ପୀଠ ଗସ୍ତ; ସୌନ୍ଦର୍ଯ୍ୟକରଣ ଓ ଉନ୍ନୟନ ପ୍ରକଳ୍ପର କରିବେ…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆସନ୍ତାକାଲି ନିଜ ଜିଲ୍ଲା କେଉଁଝର ଗସ୍ତ କରିବେ। ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ କେବଳ ନିଜ ଜିଲ୍ଲା ଗସ୍ତ ନୁହେଁ; ଜିଲ୍ଲାର ମୂଳ ସାଂସ୍କୃତିକ ପରିଚୟ ମା' ତାରିଣୀ ପୀଠର ସର୍ବାଙ୍ଗୀନ ବିକାଶ ପାଇଁ ନୂଆ ଯୋଜନା ନେଇ ଯାଉଛନ୍ତି ମୁଖ୍ୟମନ୍ତ୍ରୀ।…

Health Ministry: ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ରୋଗ ବୃଦ୍ଧି ସମ୍ପର୍କରେ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଲା ସ୍ୱାସ୍ଥ୍ୟ…

ନୂଆଦିଲ୍ଲୀ: ଦେଶରେ ଶିଶୁ ଏବଂ କିଶୋରମାନଙ୍କ ମଧ୍ୟରେ ମାନସିକ ଚାପ ଏବଂ ମାନସିକ ରୋଗର ବୃଦ୍ଧି ସମ୍ପର୍କରେ ସରକାର ସଂସଦରେ ଚିନ୍ତା ପ୍ରକାଶ କରିଛନ୍ତି । ଲୋକସଭାରେ ଏକ ଉତ୍ତରରେ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଜାତୀୟ ମାନସିକ ସ୍ୱାସ୍ଥ୍ୟ ସର୍ଭେ ଅନୁଯାୟୀ, ୧୩ ରୁ ୧୭ ବର୍ଷ ବୟସର ପ୍ରାୟ…

IndiGo Crisis: ବିମାନ ଭଡା ସ୍ଥିର କଲେ ସରକାର; ବିଭିନ୍ନ ଦୂରତା ପାଇଁ ବିମାନ କମ୍ପାନୀଗୁଡ଼ିକ ନେବେ ଏତିକି…

ନୂଆଦିଲ୍ଲୀ: ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସମସ୍ତ ପ୍ରଭାବିତ ରୁଟରେ ନିରପେକ୍ଷ ଏବଂ ଯୁକ୍ତିଯୁକ୍ତ ଭଡା ସୁନିଶ୍ଚିତ କରିବା ପାଇଁ ଏହାର ନିୟାମକ କ୍ଷମତା ବ୍ୟବହାର କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପ୍ରଭାବିତ ରୁଟ୍…

କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି କ୍ୟାବିନେଟ ବୈଠକ । ବୈଠକରେ ୫ଟି ବିଭାଗର ୬ଟି ପ୍ରସ୍ତାବରେ ବାଜିଛି ମୋହର । ମୁଖ୍ୟମନ୍ତ୍ରୀ ରେଶମ ବିକାଶ ଯୋଜନା( MRBY), ମୁଖ୍ୟମନ୍ତ୍ରୀ ବୟନ ଶିଳ୍ପ ବିକାଶ ଯୋଜନା ( MBSBY)କୁ ମିଳିଛି…

ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ନୂତନ ଭାବରେ ବିକଶିତ ୧୭ଟି ପାଠ୍ୟପୁସ୍ତକର ସମୀକ୍ଷା ଏବଂ ଅନୁମୋଦନ କରାଯାଇଛି । ବିଭାଗର ଆୟୁକ୍ତ ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ପାଠ୍ୟକ୍ରମ ଏବଂ…

ଲାଞ୍ଚ ନେବାବେଳେ ଗ୍ରାମ ପଞ୍ଚାୟତ ଏଡିଇଓଙ୍କୁ ମାଡି ବସିଲା ଭିଜିଲାନ୍ସ

ବାରିପଦା: ଭିଜିଲାନ୍ସ ଜାଲରେ ଆକାଉଣ୍ଟାଣ୍ଟ କମ ଡାଟା ଏଣ୍ଟ୍ରି ଅପରେଟର । ମନରେଗା ଯୋଜନାରେ ଏକ ଫାର୍ମ ପୋଖରୀ ୱାର୍କ କୋଡ଼ ପାଇଁ ନେଉଥିଲେ ଲାଞ୍ଚ ନେବାବେଳେ ମୟୁରଭଞ୍ଜ ବଡ଼ସାହି ତଳପଦା ଗ୍ରାମ ପଞ୍ଚାୟତ ଏଡିଇଓ ହେମନ୍ତ କୁମାର ବେହେରାଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଜଣେ…

ଯଶସ୍ୱୀଙ୍କ ଶତକ, ରୋକୋଙ୍କ କମାଲ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ସିରିଜ ବିଜୟୀ

ଭାଇଜାଗ: ଯଶସ୍ୱୀ ଜୈସୱାଲଙ୍କ ଶତକ ଏବଂ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକ ବଳରେ ଭାରତ ଏଠାରେ ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଦିିନିକିଆ କ୍ରିକେଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୯ ୱିକେଟରେ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୨-୧ରେ ସିରିଜ ବିଜୟୀ ହୋଇ ଟେଷ୍ଟ ପରାଜୟର ମଧୂର…

ଆନ୍ତର୍ଜାତୀୟ କ୍ରିକେଟର ୨୦୦୦୦ ରନ କ୍ଲବରେ ରୋହିତ

ଭାଇଜାଗ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ଅବସରରେ ବଡ ଉପଲବ୍ଧି ହାସଲ କରିଛନ୍ତି । ସେ ଆନ୍ତର୍ଜାତୀୟ କ୍ରିକେଟରେ ୨୦୦୦୦ ରନ ପୂର୍ଣ୍ଣ କରିଛନ୍ତି । ଭାରତର ୪ର୍ଥ ଏବଂ ଓଭରାଲ ୧୪ତମ କ୍ରିକେଟର ଭାବେ ଏହି ସଫଳତା ହାସଲ…