ଦେଖୁ ଦେଖୁ ଜଳିଗଲେ, ଦୁର୍ଘଟଣାରେ ୧୧ ମୃତ
ମିର୍ଜାପୁର: ବୁଧବାର ରାତିରେ ଉତ୍ତର ପ୍ରଦେଶର ମିର୍ଜାପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ବ୍ରେକ୍ ଫେଲ୍ ହେବା ଯୋଗୁଁ ଏକ ଦ୍ରୁତଗାମୀ ଟ୍ରକ୍ ରେୱା-ମିର୍ଜାପୁର ଜାତୀୟ ରାଜପଥର ଡ୍ରମଣ୍ଡଗଞ୍ଜ ଘାଟିରେ ଚାରିଟି ଗାଡ଼ିକୁ ଧକ୍କା ଦେଇଥିଲା। ଯାହାଫଳରେ ଏକ ବୋଲେରୋରେ ଅଗ୍ନିକାଣ୍ଡ…