Latest Odisha News

BREAKING NEWS

କଂଗ୍ରେସ କାର୍ଯ୍ୟାଳୟରେ ଚୋରି, ଲଭ୍ ୟୁ ନୋଟ୍ ଛାଡିଲା ଚୋର

ନୂଆଦିଲ୍ଲୀ: ଛତିଶଗଡ଼ର ଅମ୍ବିକାପୁରରେ ଥିବା କଂଗ୍ରେସ ଜିଲ୍ଲା କାର୍ଯ୍ୟାଳୟ ରାଜୀବ ଭବନରେ ଏକ ଅଜବ ଚୋରି ଘଟିଛି। ଚୋରମାନେ ବାଥରୁମରୁ ଚମକଦାର ଟ୍ୟାପ୍ ଚୋରି କରିନେଇଛନ୍ତି। ପ୍ରାୟ ୭୨ଟି ଟ୍ୟାପ୍ (ନଳ) ଚୋରି ହୋଇଛି। ତେବେ ଖାସ୍ କଥା ହେଉଛି ଯେ ଚୋରି କରିବା ପରେ ଚୋରମାନେ ଚଟାଣରେ "ଲଭ୍…

Firing Attack: କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼;ଘଟଣାସ୍ଥଳରୁ ଖୋକା ଜବତ

ସୁନ୍ଦରଗଡ଼:ସୁନ୍ଦରଗଡ଼ ଟାଉନ ଥାନା ମିଶନ ରୋଡରେ ଗୁଳିମାଡ । କୋଇଲା ବ୍ୟବସାୟୀଙ୍କ ଘର ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ । ମା ତାରିଣୀ ଟ୍ରାନ୍ସପୋର୍ଟର ମାଲିକ ସଞ୍ଜୟ ନନ୍ଦଙ୍କ ଘର ଉପରକୁ ରାତିରେ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ କାର୍ ରେ ଆସି ଗୁଳିମାଡ଼…

ଦକ୍ଷିଣ ଓଡ଼ିଶାରେ “ସୌର ମାସ” ଅଭିଯାନ: ସବୁଜ ଶକ୍ତି ପ୍ରୋତ୍ସାହନକୁ ବ୍ୟାପକ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର: ଭାରତ ସରକାରଙ୍କ ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରଣାଳୟ (ଏମ‌ଏନ‌ଆର‌ଇ) ର “ସୌର ମାସ” ତଥା ମନ୍ଥ୍ ଅଫ୍ ସୋଲାର ଅଭିଯାନ ଅବସରରେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍) ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ସମଗ୍ର ଦକ୍ଷିଣ…

ଦୁଇ ଦିନରେ ୨ ଥର ବଢ଼ିଲା CNG ଦର, ଜାଣନ୍ତୁ କେତେ ଅଛି ରେଟ୍‌ ?

ନୂଆଦିଲ୍ଲୀ: ପୁଣି ବଢ଼ିଲା CNG ଦର। ଆଜିଠୁ କେଜି ପିଛା ୧ ଟଙ୍କା ବୃଦ୍ଧି। ଦିଲ୍ଲୀରେ CNG ଦର କେଜି ପିଛା ୮୦ ଟଙ୍କା ୯ ପଇସାକୁ ବୃଦ୍ଧି ପାଇଛି। ଦୁଇ ଦିନ ତଳେ CNG ଦର କେଜି ପିଛା ୨ ଟଙ୍କା ବଢ଼ିଥିଲା। ଏଥର ୧ ଟଙ୍କା ବୃଦ୍ଧି ପାଇଛି।  ଦୁଇ ଦିନ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ସିଏନଜି…

‘ଇବୋଲା’କୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କଲା WHO

ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ କଙ୍ଗୋ ଓ ଉଗାଣ୍ଡାରେ ଇବୋଲାର ପ୍ରକୋପ। କେବଳ କଙ୍ଗୋରେ ୮୭ ଜଣଙ୍କ ମୃତ୍ୟୁ ଘଟିଲାଣି। ୨୪୬ଟି ସନ୍ଦିଗ୍ଧ ମାମଲା ଚିହ୍ନଟ ହୋଇଛନ୍ତି। ଭୟଙ୍କର ପ୍ରକୋପ ପରେ ଏମର୍ଜେନ୍ସୀ ଘୋଷଣା କଲା WHO। ଇବୋଲାକୁ ବିଶ୍ବ ସ୍ବାସ୍ଥ୍ୟ ଜରୁରୀକାଳୀନ ସ୍ଥିତି ଘୋଷଣା କଲା WHO। ଶନିବାର…

ଭିଜିଲାନ୍ସ ଜାଲରେ ଭାପୁର ଗ୍ରାମ୍ୟ ଉନ୍ନୟନ ବିଭାଗ JE

ନୟାଗଡ଼: ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ରବିବାର ଦିନ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମୀଣ କାର୍ଯ୍ୟ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଏବଂ ତାଙ୍କ ସହଯୋଗୀଙ୍କୁ ୧.୩୬ ଲକ୍ଷ ଟଙ୍କା ଲାଞ୍ଚ ନେବା ସମୟରେ ଗିରଫ କରିଛନ୍ତି। ଭିଜିଲାନ୍ସର ସୂଚନା ଅନୁଯାୟୀ, ଖଣ୍ଡପଡ଼ା ଅଞ୍ଚଳରେ ୨୦୨୧-୨୨ ପାଇଁ…

‘Calm Before The Storm’: ଇରାନ ଉପରେ ବଡ଼ ଆକ୍ରମଣ? ଭାଙ୍ଗୁଛି ଟ୍ରମ୍ପଙ୍କ ଧୈର୍ଯ୍ୟ!

ନୂଆଦିଲ୍ଲୀ: ଇରାନ ଉପରେ ବଡ଼ ଆକ୍ରମଣ କରିବାକୁ ଯାଉଛି କି ଆମେରିକା? ଡରାଇଲାଣି ଟ୍ରମ୍ପଙ୍କ କ୍ରିପ୍ଟିକ୍ ପୋଷ୍ଟ 'ଝଡ଼ ପୂର୍ବର ଶାନ୍ତ ପରିବେଶ...' ଆଜି ସକାଳୁ ସକାଳୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ରୁଥ ସୋସିଆଲରେ ଏକ କ୍ରିପ୍ଟିକ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ…

ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି, ଅନୁମୋଦନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ସୁଦୃଢ଼ ​​କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ସ୍ୱରୂପ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତି 'ସୁପ୍ରିମ କୋର୍ଟ (ବିଚାରପତିଙ୍କ ସଂଖ୍ୟା) ସଂଶୋଧନ ଅଧ୍ୟାଦେଶ…

Fire breaks out in Rajdhani Express: ହୁତୁ ହୁତୁ ହୋଇ ଜଳିଲା ରାଜଧାନୀ ଏକ୍ସପ୍ରେସ, ଭିତରେ ଥିଲେ ୬୮…

ନୂଆଦିଲ୍ଲୀ: ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ। ଦିଲ୍ଲୀ-ନିଜାମୁଦ୍ଦିନ ଯାଉଥିବା ଏହି ଟେନ ଏକ କୋଚରେ ଅଗ୍ନିକାଣ୍ଡ ଘଟି ଆତଙ୍କ ସୃଷ୍ଟି ହୋଇଛି। ତେବେ ସୌଭାଗ୍ୟବଶତଃ, ଦୁର୍ଘଟଣା ପରେ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରାଯାଇଥିଲା। ତଥାପି, ଘଟଣା ପରେ ଦିଲ୍ଲୀ-ମୁମ୍ବାଇ ରେଳ…

Union Minister Son Arrested: POCSO ଆଇନ ମାମଲାରେ ଅଭିଯୁକ୍ତ କେନ୍ଦ୍ରମନ୍ତ୍ରୀଙ୍କ ପୁଅ, ମନ୍ତ୍ରୀ କହିଲେ…

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଂଜୟ କୁମାରଙ୍କ ପୁଅଙ୍କ ନାଁରେ ବଡ ଅଭିଯୋଗ । POCSO ଆଇନ ମାମଲାରେ ଅଭିଯୁକ୍ତ ପୁଅ ଭାଗୀରଥ । ମନ୍ତ୍ରୀ କହୁଛନ୍ତି ମୁଁ ନିଜେ ପୁଅକୁ ପୋଲିସକୁ ହସ୍ତାନ୍ତର କରିଛି । ଏହି ସମୟରେ, ତେଲେଙ୍ଗାନା ପୋଲିସ କହିଛି ଯେ POCSO ଆଇନ ମାମଲାରେ ଅଭିଯୁକ୍ତ…