ପ୍ରଥମ ଦଳ ଭାବେ ପ୍ଲେ ଅଫରେ ପ୍ରବେଶ କଲା ଆରସିବି
ଧର୍ମଶାଳା: ଉଭୟ ବ୍ୟାଟିଂ ବୋଲିଂରେ ଭଲ ପ୍ରଦର୍ଶନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ୨୩ ରନରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଏଥିସହ ପ୍ରଥମ ଦଳ ଭାବେ ଆରସିବି ପ୍ଲେ ଅଫରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ଆରସିବି ୪ ୱିକେଟ ବିନିମୟରେ ୨୨୨ ରନ କରିଥିଲା । ଜବରଦସ୍ତ ଫର୍ମରେ…