ରେଳ ଷ୍ଟେସନରେ ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲା ୫୦୦ ଦୁଇ ଚକିଆ ଯାନ…
ତ୍ରିସୁର: ତାମିଲନାଡୁର ତ୍ରିସୁର ରେଳ ଷ୍ଟେସନରେ ରବିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଯାହା ଫଳରେ ଷ୍ଟେସନର ପାର୍କିଂରେ ଥିବା ୫୦୦ରୁ ଅଧିକ ଦୁଇଚକିଆ ଯାନ ପୋଡ଼ି ଯାଇଛି।
ତେବେ ଏହି ଘଟଣା ପ୍ଲାଟଫର୍ମ ନମ୍ବର ୨ ନିକଟରେ ସକାଳ ପ୍ରାୟ ୬.୪୫ ସମୟରେ ଘଟିଥିବା ରିପୋର୍ଟରୁ ଜଣାପଡିଛି।…