ଓଡ଼ିଶାକୁ ବାତ୍ୟା ଭୟ! ୨୬ରେ ବଙ୍ଗୋପସାଗରରେ…
ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ଆଗାମୀ ଦିନରେ ଅଧିକ ଘନୀଭୂତ ହେବ। ଫଳରେ ଏକ ସମ୍ଭାବ୍ୟ ବାତ୍ୟା ନେଇ ଚିନ୍ତା ବଢ଼ିବାରେ ଲାଗିଛି।
ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଏହି ପାଣିପାଗ ପ୍ରଣାଳୀ ଅକ୍ଟୋବର ୨୪ ତାରିଖରେ ଏକ ଅବପାତର ରୂପ ନେବ। ଅକ୍ଟୋବର…