ଋଣ ଶୁଝିବାର ୭ ବର୍ଷ ପରେ ବି ଫେରାଇଲେନି ଜମିର ମୂଳ କାଗଜ: ଏସବିଆଇ ଉପରେ ଦୈନିକ ୫,୦୦୦ ଟଙ୍କା ଜରିମାନା ଲଗାଇଲେ ଖାଉଟି…
ଲକ୍ଷ୍ନୌ: ଗୃହ ଋଣ ପରିଶୋଧ କରିବାର ସାତ ବର୍ଷ ପରେ ମଧ୍ୟ ସମ୍ପତ୍ତିର ମୂଳ ଦଲିଲ (ସେଲ୍ ଡିଡ୍) ନ ଫେରାଇବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପାଇଁ ମହଙ୍ଗା ପଡ଼ିଛି। ଉତ୍ତର ପ୍ରଦେଶର ଅଲିଗଡ଼ ଜିଲ୍ଲା ଖାଉଟି ବିବାଦ ସମାଧାନ କମିଶନ ବ୍ୟାଙ୍କକୁ ସେବାରେ ତ୍ରୁଟି ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ମୂଳ…