ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ବେଣ୍ଟି; ବାରବାଟୀରେ କାଲିଠୁ ଅଫଲାଇନ୍ ଟିକେଟ୍ ବିକ୍ରି
କଟକ: କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆଗାମୀ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଅଫଲାଇନ୍ ଟିକେଟ୍ ବିକ୍ରି କାଲିଠୁ ଆରମ୍ଭ ହେବ।
ସୁରକ୍ଷା ଏବଂ ଭିଡ଼ ପରିଚାଳନା ଚୂଡ଼ାନ୍ତ କରିବା ପାଇଁ କମିଶନରେଟ୍ ପୋଲିସ ଗୁରୁବାର ଏକ ବିସ୍ତୃତ ସୂଚନା ପ୍ରଦାନ କରିଛି। ଗତବର୍ଷର…