Latest Odisha News

BREAKING NEWS

DA Hike:ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା;ଚଳିତ ମାସ ଦରମାରେ ନଗଦ ଆକାରରେ ମିଳିବ

ଭୁବନେଶ୍ୱର:ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଦୁଇ ପ୍ରତିଶତ ବୃଦ୍ଧି ପାଇଁ ଘୋଷଣା କରିଛନ୍ତି । ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫୮ ପ୍ରତିଶତରୁ ୬୦ ପ୍ରତିଶତକୁ ବୃଦ୍ଧି ପାଇଛି ।…

ପୋଲିସ ବାବୁଙ୍କ ଅଦ୍ଭୁତ କାରନାମା; ସୁନା କିଣିଲେ ଟଙ୍କା ଦେଲେନି, ହେଲେ ଶେଷରେ…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଆସିକାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ସୁନା ଦୋକାନରୁ ସୁନା କିଣି ଟଙ୍କା ନଦେବାରୁ ନିଲମ୍ବିତ ହୋଇଛ ପୋଲିସ ଅଧିକାରୀ । ସୁନା ଗହଣା କିଣି ଦୋକାନୀଙ୍କୁ ଟଙ୍କା ନଦେବା ଅଭିଯୋଗରେ ଆସିକା ଏସଡିପିଓ ସନ୍ତୋଷ କୁମାର ଜେନାଙ୍କୁ ରାଜ୍ୟ ଗୃହ ବିଭାଗ ନିଲମ୍ବିତ…

PM Modi’s Aircraft: UAE ଆକାଶରେ ପଶୁ ପଶୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିମାନ ଚାରିପଟେ ଘୂରିବାକୁ ଲାଗିଲା…

ନୂଆଦିଲ୍ଲୀ: ୫ ରାଷ୍ଟ୍ର ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦି ୟୁଏଇ ଗସ୍ତ ସହିତ ତାଙ୍କର ଏହି ୭ ଦିନିଆ ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସକାଳୁ ସେ ନୂଆଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ସେ ୟୁଏଇରେ ପହଞ୍ଚିସାରିଛନ୍ତି । ଯେଉଁଠି ସେ…

ବକ୍ସ ଅଫିସରେ ‘କୃଷ୍ଣାବତାରମ୍’ର ଜଲୱା

ମୁମ୍ବାଇ: ବଲିଉଡରେ ଏବେ ଶୁଣିବାକୁ ମିଳୁଛି କେବଳ 'କୃଷ୍ଣ' ନାମ। ପୁରାଣ କଥାବସ୍ତୁ ଉପରେ ଆଧାରିତ ଫିଲ୍ମ 'କୃଷ୍ଣାବତାରମ୍ ପାର୍ଟ ଓ୍ବାନ: ଦ ହାର୍ଟ' ଏବେ ବକ୍ସ ଅଫିସରେ ଚମତ୍କାର କରୁଛି। ମାତ୍ର ଲକ୍ଷରୁ ଆରମ୍ଭ ହୋଇଥିବା ଏହି ଫିଲ୍ମର କଲେକ୍ସନ ଏବେ କୋଟି କୋଟିରେ ପହଞ୍ଚିଛି। ଏପରିକି ୨୦୨୬ର…

‘ରିଷିଙ୍କ ସହ ରୋମାଣ୍ଟିକ ସିନ୍ କରିବାକୁ ଡରୁଥିଲି’

ମୁମ୍ବାଇ: ଦିନେ ବଲିଉଡର ସବୁଠାରୁ ଚର୍ଚ୍ଚିତ ଏବଂ ଲୋକପ୍ରିୟ ଅଭିନେତ୍ରୀ ପଦ୍ମିନୀ କୋହ୍ଲାପୁରେ ନିକଟରେ ନିଜ ଅତୀତର କିଛି ଅକୁହା କଥା ଶେୟାର କରିଛନ୍ତି। ବିଶେଷ କରି ସ୍ୱର୍ଗତ ଅଭିନେତା ରିଷି କପୁରଙ୍କ ସହ ରୋମାଣ୍ଟିକ ସିନ୍ କରିବା ସମୟରେ ସେ କେତେ ଭୟଭୀତ ଥିଲେ, ସେ ନେଇ ଏକ ବଡ଼ ଖୁଲାସା…

ଓଡ଼ିଶାରେ ଏହି ଦିନରୁ ଆରମ୍ଭ ହେବ SIR: ଭୋଟର ଲିଷ୍ଟରୁ ବାଦ୍‌ ପଡ଼ିଛନ୍ତି ୯ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟର

ଭୁବନେଶ୍ୱର: ଓଡ଼ିଶାରେ ମେ’ ୩୦ରୁ ଆରମ୍ଭ ହେବ ଏସ୍‌ଆଇଆର୍‌। ପ୍ରେସମିଟ୍‌ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦେଇଛନ୍ତି ସୂଚନା। ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ମେ'୨୦ରୁ ୨୯ ଯାଏଁ ଚାଲିବ। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩ କୋଟି ୩୪ ଲକ୍ଷ ଭୋଟର ଅଛନ୍ତି କହିଲେ ରାଜ୍ୟ…

କୁଆଡ଼େ ଗଲେ ମହାଭାରତର ‘ସଞ୍ଜୟ’ ?

ମୁମ୍ବାଇ: ନିଜର ଗମ୍ଭୀର କଣ୍ଠସ୍ୱର ଏବଂ ଚମତ୍କାର ଅଭିନୟ ଜରିଆରେ ଘରେ ଘରେ ପରିଚିତ ହୋଇଥିଲେ ଅଭିନେତା ଲଳିତ ମୋହନ ତିୱାରୀ । ମହାଭାରତରେ ସଞ୍ଜୟଙ୍କ ଭୂମିକା ତାଙ୍କୁ ଦେଇଥିଲା ଏକ ସ୍ୱତନ୍ତ୍ର ପରିଚୟ । କିନ୍ତୁ ଏହି ସଫଳତା ପଛରେ ଥିଲା ଏକ ବଡ଼ ରିସ୍କ। ଲଳିତ ମୋହନ ଜଣେ ସଫଳ ଅଭିନେତା ହେବା…

ଭଦ୍ରକର ବିଭିନ୍ନ ପେଟ୍ରୋଲ ପମ୍ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚଢ଼ାଉ

ଭଦ୍ରକ: ପେଟ୍ରୋଲ ପମ୍ପ୍‌ରେ ଘଣ୍ଟା ଘଣ୍ଟା ଧରି ଲାଇନ୍‌ରେ ଗ୍ରାହକ। ଗତ ରାତିଠାରୁ ରାଜ୍ୟର ସମସ୍ତ ଅଞ୍ଚଳରେ ଏପରି ସ୍ଥିତି ଦେଖିବାକୁ ମିଳିଛି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ…

“Memshab”: ଓଡ଼ିଆ ଫିଲ୍ମ’ମେମସାହାବ’ ଟ୍ରେଲର ରିଲିଜ;ଦର୍ଶକ ଦେଖିବେ ସସପେନ୍ସ,ଥ୍ରିଲର ଓ ମର୍ଡର୍…

ଭୁବନେଶ୍ବର: ପୁଣି ପରଦାକୁ ଆସୁଛି ଆଉ ଏକ ଦମଦାର ଓଡ଼ିଆ ଫିଲ୍ମ । ସସପେନ୍ସ, ଥ୍ରିଲର ଓ ମର୍ଡର୍ ମିଷ୍ଟ୍ରିକୁ ନେଇ ରୂପେଲି ପରଦାକୁ ଆସୁଛି ଓଡ଼ିଆ ଫିଲ୍ମ 'ମେମସାହାବ' । ଏହି ଫିଲ୍ମ ମାଧ୍ୟମରେ ଅଭିନେତ୍ରୀ ପ୍ରିୟା ଚୌଧୁରୀ ଚାରି ବର୍ଷ ପରେ ପରଦାକୁ ଫେରିବେ । ନିକଟରେ ଫିଲ୍ମର ଟିଜର, ପୋଷ୍ଟର…

ଆମ୍ବୁଲାନ୍ସରେ ସରିଗଲା ତେଲ, ଅଧାବାଟରେ ଚାଲିଗଲା ରୋଗୀର ଜୀବନ

କଟକ: ତେଲ ସଙ୍କଟ ଦେଇ ଗତି କରୁଛି ସାରା ଦେଶ। ଗତ ରାତିଠାରୁ ପ୍ରାୟ ସମସ୍ତ ଟାଙ୍କିରେ ଲାଗିଛି ଲମ୍ଵା ଲାଇନ୍। ସନ୍ତୁଳି ହେଲେଣି ଲୋକେ। ଭୁବନେଶ୍ୱରର ଅଧା ପେଟ୍ରୋଲ ପମ୍ପରେ ପଡିଛି ତାଲା। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା…