Latest Odisha News

BREAKING NEWS

Parbhani Temple Collapse: ମନ୍ଦିରର ଛାତ ଭୁଶୁଡ଼ି ପଡ଼ିବାରୁ ୫ ଜଣଙ୍କର ମୃତ୍ୟୁ;ଅନେକ ଏବେ ବି ଫସି ରହିଛନ୍ତି

ମୁମ୍ବାଇ: ମହାରାଷ୍ଟ୍ରର ପରଭାନୀ ଜିଲ୍ଲାର ମାନୱାଥ ତହସିଲରେ ଥିବା ପ୍ରସିଦ୍ଧ ଯଶୱାଡି(Yashwadi village in Maharashtra's Parbhani district) ହନୁମାନ ମନ୍ଦିର ପରିସରରେ ଶନିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ମନ୍ଦିର ସାମ୍ନାରେ ଥିବା ସଭା ମଣ୍ଡପ (ସମାବେଶ ହଲ୍) ହଠାତ୍ ଭୁଶୁଡ଼ି…

ବଡ଼ ଇତିହାସ: ଓଡ଼ିଶାକୁ ୪୭ ହଜାର କୋଟିର ମେଗା ଭେଟି ଦେଲେ ପ୍ରଧାନମନ୍ତ୍ରୀ

ମୟୂରଭଞ୍ଜ: ରାଷ୍ଟ୍ରପତିଙ୍କ ଜନ୍ମମାଟି ମୟୂରଭଞ୍ଜରେ ଆଜି ଏକ ବଡ଼ ଇତିହାସ ରଚିତ ହୋଇଛି। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୪୭ ହଜାର ୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଉଦଘାଟନ ହୋଇଛି। ଓଡ଼ିଶାର ଭିତ୍ତିଭୂମି, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଜନଜାତି କଲ୍ୟାଣକୁ ଏକ ନୂଆ…

ମୋହନଙ୍କ ନେତୃତ୍ବରେ ଓଡିଶାର ଦ୍ରୁତ ବିକାଶ: ମୋଦି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଜନ୍ମମାଟିରେ ଜନ୍ମଦିନର ଶୁଭେଚ୍ଛ ଜଣାଇ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାସହ ରାଜ୍ୟ ସରକାରଙ୍କ ଦ୍ବିତୀୟ ବର୍ଷ ପୂର୍ତ୍ତି ଅବସରରେ ମୋଦି ଅଭିଭାଷଣ ଦେଇଛନ୍ତି। ଓଡ଼ିଆରେ ଅଭିଭାଷଣ ଆରମ୍ଭ ସହ ମୋଦି…

ଡିଜେ ସାଉଣ୍ଡ ସାଜିଲା କାଳ, ଚାଲିଗଲା ମହିଳାଙ୍କ ଜୀବନ

ବଲାଙ୍ଗୀର: ଉଚ୍ଚ ଶବ୍ଦ ବା ଧ୍ୱନୀ ପ୍ରଦୂଷଣ ମାନବ ସ୍ୱାସ୍ଥ୍ୟ ଏବଂ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। କାନ ପାଇଁ ସହନଶୀଳ ହୋଇନଥିବା ଅତ୍ୟଧିକ ଉଚ୍ଚ ଶବ୍ଦ ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି କରେ। ଉଚ୍ଚ ଶବ୍ଦ ବା ଧ୍ୱନୀ ସାଧାରଣ ବ୍ୟକ୍ତିଙ୍କ ଜୀବନ ନେଇ ପାରେ। ଏଭଳି ଏକ ଅଭାବନୀୟ ଘଟଣା…

ଜୟା ନୁହନ୍ତି, ଅମିତାଭଙ୍କ ପ୍ରଥମ ପ୍ରେମିକା ବନିଥାନ୍ତେ ବଚ୍ଚନ ପରିବାରର ବୋହୂ !

ମୁମ୍ବାଇ: ବଲିଉଡର ଶେହେନଶାହ ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଯୋଡ଼ିକୁ ସାରା ଦୁନିଆ ପସନ୍ଦ କରେ। ରେଖାଙ୍କ ସହ ବିଗ୍ ବୀଙ୍କ ଆଫେୟାର ଚର୍ଚ୍ଚା ବି ଆପଣ ଅନେକ ଶୁଣିଥିବେ। କିନ୍ତୁ ଆପଣ ଜାଣନ୍ତି କି, ଜୟାଙ୍କ ଜୀବନକୁ ଆସିବା ପୂର୍ବରୁ ଏବଂ ଅମିତାଭ ବଲିଉଡର ମହାନାୟକ ହେବା ପୂର୍ବରୁ ତାଙ୍କ…

ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣା: ଆଉ ଜଣଙ୍କୁ ଗିରଫ କଲା ପୋଲିସ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କୁ ଦୁର୍ବ୍ୟବହାର ଘଟଣାରେ ଆଉ ଜଣଙ୍କୁ ଗିରଫ କଲା ପୋଲିସ । ରଫ ଅଭିଯୁକ୍ତ ହେଲା ବିଶ୍ବଜିତ ମହାପାତ୍ର । ଚାମେଲିଙ୍କ ଏତଲା ଆଧାରରେ ବିଶ୍ବଜିତକୁ ପୋଲିସ ଗିରଫ କରିଛି । ଏହାକୁ ମିଶାଇ ଏହି ଘଟଣାରେ ଗିରଫଦାରୀ…

Cracking Fingers and Neck: ବାରମ୍ବାର ଆଙ୍ଗୁଠି କି ବେକ ଫୁଟାଉଛନ୍ତି କି? ଏହା କେବଳ ଅଭ୍ୟାସ ନୁହେଁ, ହୋଇପାରେ…

ଭୁବନେଶ୍ୱର: ଅଫିସରେ କାମ କରୁଥିବା ବେଳେ, ମିଟିଂ ମଧ୍ୟରେ କିମ୍ବା କିଛି ଚିନ୍ତା କରୁଥିବା ସମୟରେ ହଠାତ୍ ଆପଣ ନିଜ ଆଙ୍ଗୁଠି ଫୁଟାଇ ଦେଉଛନ୍ତି କି? ବେକକୁ ଏପଟ ସେପଟ କରି ଫୁଟାଇ ଆରାମ ଅନୁଭବ କରୁଛନ୍ତି କି? ଯଦି ହଁ, ତେବେ ଆପଣ ଏକା ନୁହଁନ୍ତି…ମନୋବିଜ୍ଞାନୀମାନଙ୍କ ମତରେ, ଏହି ଅଭ୍ୟାସ…

ବ୍ରାଉନସୁଗାର କାରବାର ବେଳେ ଅବକାରୀ ବିଭାଗର ଚଢାଉ, ୬ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ତୁରଙ୍ଗ ଗ୍ରାମରୁ ଅବକାରୀ ବିଭାଗ ପକ୍ଷରୁ ଚଢଉ ବେଳେ ୯ ଗ୍ରାମ ବ୍ରାଉନସୁଗାର ଓ ୩୧ ଲକ୍ଷ ଟଙ୍କା ଜବତ କରାଯାଇଛି । ଏହା ସହ ଗୋଟିଏ ପରିବାରର ୪ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ତୁରଙ୍ଗ ଗ୍ରାମର ସଞ୍ଜୟ ବେହେରା, ତାଙ୍କ ପତ୍ନୀ ମାମା…

ପିଜା ଅର୍ଡରରେ ‘ହିଟଲର’ଙ୍କ ନାଁ ! ଭାରି ପଡ଼ିଲା ମଜା, ଜେଲ୍ ଗଲେ ଛାତ୍ର

ମଜାରେ କରିଥିବା ଏକ ଭୁଲ୍ ପାଇଁ ଜଣେ ୧୮ ବର୍ଷର ଛାତ୍ରଙ୍କୁ ଜେଲ୍ ଯିବାକୁ ପଡ଼ିଛି। ପିଜା ଅର୍ଡର କରିବା ସମୟରେ ନିଜ ନାଁ ବଦଳରେ ଜର୍ମାନୀର କ୍ରୂର ସ୍ଵେଚ୍ଛାଚାରୀ ଶାସକ 'ଆଡଲଫ୍ ହିଟଲର'ଙ୍କ ନାଁ ଲେଖିବା ଜଣେ ଛାତ୍ରଙ୍କୁ ମହଙ୍ଗା ପଡ଼ିଲା। ପୋଲିସ ତାଙ୍କୁ ଗିରଫ କରି ଜେଲ୍ ପଠାଇବା ସହ ଏବେ…

ବେଆଇନ ବାଲି ଘାଟ ଉପରେ ଚଢାଉ;୧୮ ବାଲି ବୋଝେଇ ହାଇୱା ଜବତ, ୧୦ ଜଣ ଅଟକ

ପୁରୀ:ବେଆଇନ ବାଲି ଘାଟ ଉପରେ ଚଢ଼ାଉ । ୧୮ ବାଲି ବୋଝେଇ ହାଇୱା, ୨ ଟି JCB ମେସିନ ଜବତ । ୧୦ଜଣଙ୍କୁ ଉଠାଇ ନେଲା ପୋଲିସ। ପୁରୀ ଖଣି ବିଭାଗ ଓ ପୋଲିସର ସ୍ପେଶାଲ ସ୍କ୍ୱାଡ୍ ପକ୍ଷରୁ ବଳଙ୍ଗା ଥାନା ଅନ୍ତର୍ଗତ ଭାର୍ଗବୀ ନଦୀର ତେରହଳ ଅଞ୍ଚଳରେ ଚାଲୁଥିବା ବେଆଇନ ବାଲି ଘାଟ ଉପରେ ବିଳମ୍ବିତ…