Latest Odisha News

BREAKING NEWS

ଭାରତରେ ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ କେତେ ରହିଛି ଅପରାଧ ମାମଲା ? ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ କଲା ଏନସିଆରବି

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ ରେକର୍ଡସ ବ୍ୟୁରୋ (ଏନସିଆରବି) ଦେଶରେ ଅପରାଧ ଉପରେ ଏକ ରିପୋର୍ଟ ପ୍ରକାଶ କରିଛି । ଏନସିଆରବି କହିଛି ଯେ, ଘରୋଇ ହିଂସା ଏବଂ ଅପହରଣ ହେଉଛି ମହିଳା ବିରୋଧୀ ଅପରାଧ ପାଇଁ ସବୁଠାରୁ ବଡ଼ ବିପଦ । ଏନସିଆରବି ଦେଶରେ ଶିଶୁ ବିରୋଧୀ ଅପରାଧ ସଂଖ୍ୟା ମଧ୍ୟ ରିପୋର୍ଟ…

PMAY-U 2.0:ଦେଶରେ ସୁଲଭ ସହରାଞ୍ଚଳ ଆବାସ ଯୋଜନାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଆଜି ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରାଞ୍ଚଳ (PMAY-U 2.0)’ ଅଧୀନରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପାଦନରେ ଦେଶର ଅଗ୍ରଣୀ ରାଜ୍ୟ ଭାବେ ଉଭା ହୋଇଛି। ସେପ୍ଟେମ୍ବର ୨୦୨୪ରେ PMAY-U 2.0 ର ଶୁଭାରମ୍ଭ ପରଠାରୁ…

ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠୁ ଆଗରେ ଓଡ଼ିଶା

ଭୁବନେଶ୍ବର: ନ୍ୟାସନାଲ୍‌ କ୍ରାଇମ୍‌ ରେକର୍ଡସ୍‌ ବ୍ୟୁରୋ (ଏନସିଆରବି) କ୍ରାଇମ୍‌ ଇନ୍‌ ଇଣ୍ଡିଆ ୨୦୨୪ ରିପୋର୍ଟ ଅନୁସାରେ ଦେଶରେ ସର୍ବାଧିକ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ଦଣ୍ଡିତ କରିବାରେ ସବୁଠା‌ରୁ ଆଗରେ ରହିଛି ଓଡ଼ିଶାର ଦୁର୍ନୀତି ନିବାରଣ ବିଭାଗ । ରିପୋର୍ଟ ଅନୁସାରେ…

ଅର୍ଶଦୀପଙ୍କୁ ବ୍ଲଗିଂ କରିବାକୁ ମନା କଲା ପଞ୍ଜାବ

ନୂଆଦିଲ୍ଲୀ: ବିସିସିଆଇର କଡା ଚେତାବନୀ ପରେ ଆଇପିଏଲର ଟିମଗୁଡିକ ସେମାନଙ୍କ ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ପଞ୍ଜାବ କିଙ୍ଗସର ପେସ ବୋଲର ଅର୍ଶଦୀପ ସିଂଙ୍କୁ ବ୍ଲଗିଂ କରିବା ପାଇଁ ମନା କରିଦେଇଛି । ଚଳିତ ଆଇପିଏଲରେ ଅର୍ଶଦୀପ ହୋଟେଲ, ଷ୍ଟାଡିୟମ ଏବଂ ବିମାନରେ ଭିଡିଓ…

ଅପରାଧୀ ଓ ପୋଲିସକୁ ସୁରକ୍ଷା ଦେବା ପାଇଁ ମହିଳା କମିଶନର ନାଟକ:ବିଜେଡି

ଭୁବନେଶ୍ୱର: ଗତ ଏକ ସପ୍ତାହ ହେଲା ଓଡିଶାର ବିଭିନ୍ନ ସ୍ଥାନରେ ଅପରାଧୀମାନେ ଯେଭଳି ନାରକୀୟ କାଣ୍ଡ ରଚାଉଛନ୍ତି, ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟର ଆଇନ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଶୁଡି ପଡିଛି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆନ୍ଧ୍ରର ଜବରଦସ୍ତି ଜନଗଣନା;ଓଡ଼ିଶାର ତଥ୍ୟ ଉପରେ ରଙ୍ଗ ବୋଳିଲା

ଗଜପତି: ସୀମାନ୍ତରେ ଆନ୍ଧ୍ରର ଜବରଦସ୍ତି ଜନଗଣନା। ଆନ୍ଧ୍ର ସୀମାନ୍ତରେ ଥିବା ଗଜପତି ଜିଲ୍ଲାର ଗଙ୍ଗାବାଡ଼ ପଞ୍ଚାୟତ ଅନ୍ତର୍ଗତ ମାଣିକପାଟଣା ଗ୍ରାମରେ ଓଡ଼ିଶା ପ୍ରଶାସନ ପକ୍ଷରୁ ଜନଗଣନା ସର୍ଭେ ହୋଇଥିଲା। ତେବେ ଗତକାଲି ସେଠାରେ ଆନ୍ଧ୍ର ଅଧିକାରୀମାନେ ଜୋର୍‌ ଜବରଦସ୍ତି ସର୍ଭେ କରିଛନ୍ତି ଓ…

ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ….

କୋଲକତା: ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗ ବିଜେପି ବିଧାୟକ ଦଳ ବୈଠକର ଅଧ୍ୟକ୍ଷତା କରି ଶୁଭେନ୍ଦୁ ଅଧିକାରୀଙ୍କୁ ସପକ୍ଷରେ ସମସ୍ତ ପ୍ରସ୍ତାବ ଗ୍ରହଣ କରିଛନ୍ତି । ଆସନ୍ତାକାଲି ନୂଆ…

ଥରହର ହେବ ଶତ୍ରୁ! ଓଡିଶା ମାଟିରେ ସ୍ୱଦେଶୀ ଗ୍ଲାଇଡ୍ ଅସ୍ତ୍ର ‘ତାରା’ର ସଫଳ ପରିକ୍ଷଣ…

ଭୁବନେଶ୍ବର: ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ବଡ଼ ସଫଳତା ହାସଲ କରିଛି । ଓଡ଼ିଶା ଉପକୂଳରେ ସ୍ୱଦେଶୀ ଗ୍ଲାଇଡ ଅସ୍ତ୍ର Tactical Advanced Range Augmentation 'ତାରା'ର ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ ବା ଡିଆରଡିଓଏବଂ ଭାରତୀୟ ବାୟୁସେନା…

ISI ଷଡ଼ଯନ୍ତ୍ରର ପର୍ଦ୍ଦାଫାସ: ଦିଲ୍ଲୀର ଐତିହାସିକ ମନ୍ଦିରକୁ ଆତଙ୍କବାଦୀଙ୍କ ଟାର୍ଗେଟ୍‌!

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଦ୍ୱାରା କରାଯାଇଥିବା ତଦନ୍ତରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହିତ ଜଡିତ ଥିବା କଥିତ ଶାହଜାଦ ଭାଟି ମଡ୍ୟୁଲ୍ ସମ୍ପର୍କରେ ଏକ ବଡ଼ ଖୁଲାସା ହୋଇଛି। ପଚରାଉଚରା ସମୟରେ ଗିରଫ ଅଭିଯୁକ୍ତମାନେ ଅନେକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ କରିଛନ୍ତି,…

ବିଜୟଙ୍କ ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପାଇଁ ପଥ ସଫା, ଏହି ଦଳ ସମର୍ଥନ କରିବାକୁ ପ୍ରସ୍ତୁତ- ସୂତ୍ର

ଚେନ୍ନାଇ: ଟିଭିକେ ମୁଖ୍ୟ ବିଜୟ କୁମାରଙ୍କ ପାଇଁ ତାମିଲନାଡୁର ମୁଖ୍ୟମନ୍ତ୍ରୀ ହେବା ପାଇଁ ପଥ ପରିଷ୍କାର ହୋଇଯାଇଛି । ସୂତ୍ର ଅନୁସାରେ, ସିପିଏମ, ସିପିଆଇ ଏବଂ ଭିସିକେ ତାଙ୍କୁ ସମର୍ଥନ କରିବାକୁ ରାଜି ହୋଇଛନ୍ତି । ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ଟିଭିକେ ୧୦୮ ଆସନ ସହିତ…