Epstein Files: ଏପ୍ଷ୍ଟାଇନ୍ଙ୍କୁ ନେଇ ସତ ମାନିଲେ ବିଲ୍ ଗେଟ୍ସ, କହିଲେ ମୋର ଭୁଲ ଥିଲା…
ନୂଆଦିଲ୍ଲୀ: ଯୌନ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜେଫ୍ରି ଏପ୍ଷ୍ଟାଇନ୍ଙ୍କ ସହ ନିଜ ସମ୍ପର୍କକୁ ନେଇ ବିଲ୍ ଗେଟ୍ସ ଖୋଲାଖୋଲି ଭାବରେ ଆଲୋଚନା କରିଛନ୍ତି। ଗେଟ୍ସ ଫାଉଣ୍ଡେସନ୍ର ଏକ କାର୍ଯ୍ୟକ୍ରମରେ କର୍ମଚାରୀମାନଙ୍କୁ ସମ୍ବୋଧିତ କରି ଟେକ ଟାଇକୁନ୍ ଏହା ସ୍ୱୀକାର କରିଛନ୍ତି ଯେ, …