ବାତ୍ୟା ପାଇଁ ୪୦ରୁ ଅଧିକ ଟ୍ରେନ ବାତିଲ, ୨୯ ଟ୍ରେନ୍ର ଚଳାଚଳ ସମୟ ପୁନଃନିର୍ଦ୍ଧାରଣ
ଭୁବନେଶ୍ୱର: ବାତ୍ୟା 'ଅକୱାନ' (Cyclone Akvan) ପ୍ରଭାବରେ ପୂର୍ବତଟ ରେଳପଥ (East Coast Railway) ଏବଂ ଦକ୍ଷିଣ-ପୂର୍ବ ରେଳପଥ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ୪୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ଏବଂ ପ୍ରାୟ ୨୮ଟି ଟ୍ରେନର ସମୟ ପରିବର୍ତ୍ତନ (Reschedule) କରାଯାଇଛି।…