Latest Odisha News

BREAKING NEWS

ସରକାରଙ୍କ ବଡ଼ ଘୋଷଣା;OUAT ଛାତ୍ରଛାତ୍ରୀଙ୍କୁ ମିଳିବ ମାସିକ ଆର୍ଥିକ ସହାୟତା

ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ମାସିକ ଭତ୍ତା (Stipend) ଘୋଷଣା କରାଯାଇଛି। ଏହି ସୁବିଧା ଓୟୁଏଟିର କୃଷି ଓ ଆନୁଷଙ୍ଗିକ ବିଷୟରେ ପଢ଼ୁଥିବା ନିୟମିତ ପିଜି ଏବଂ ପିଏଚ୍.ଡି ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବ। ରାଜ୍ୟରେ…

ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି;ଏଯାଏଁ ୯୬ ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି

ଭୁବନେଶ୍ୱର:ବନ୍ୟା ପରେ ଜଳବନ୍ଦୀ ଅଞ୍ଚଳରେ ସାପ କାମୁଡ଼ା ଘଟଣା ବୃଦ୍ଧି ପାଉଛି । ସରକାରୀ ସୂଚନା ଅନୁଯାୟୀ, ବନ୍ୟା ସମୟରେ ଏପର୍ଯ୍ୟନ୍ତ ୯୬ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଛି । ଏନେଇ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ପରାମର୍ଶ ଦେଇଛି ଯେ, ବନ୍ୟା ପାଣିରେ ଚାଲିବା ବେଳେ ସତର୍କ ରୁହନ୍ତୁ,…

ଅଷ୍ଟ୍ରେଲିଆ କ୍ରିକେଟର ରେକର୍ଡ ଟେଷ୍ଟ ସିଜନ୍: ୧୨ ମାସରେ ଖେଳିବ ୨୦ ଟେଷ୍ଟ !

ମେଲବୋର୍ନ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ଏକ ଅତି ବ୍ୟସ୍ତବହୁଳ ଓ ଚ୍ୟାଲେଞ୍ଜିଂ ଟେଷ୍ଟ ସିଜନ୍ ପାଇଁ ଅଷ୍ଟ୍ରେଲିଆ ପ୍ରସ୍ତୁତ ହେଉଛି । ଆଗାମୀ ୧୨ ମାସ ମଧ୍ୟରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଅନ୍ତତଃ ୨୦ଟି ଟେଷ୍ଟ ମ୍ୟାଚ୍ ଖେଳିବାକୁ ଯାଉଛି । ରେଡ୍-ବଲ୍  କ୍ରିକେଟର ଏହି ସିଜନରେ ଦଳକୁ ଘରୋଇ…

ପରଲୋକରେ ସୁପ୍ରସିଦ୍ଧ ପାଲା ଗାୟକ ଶେଖର ଜଗନ୍ନାଥ ବେହେରା;ମୁଖ୍ୟମନ୍ତ୍ରୀଙ୍କ ଶୋକ ପ୍ରକାଶ

ଭୁବନେଶ୍ବର:ଓଡ଼ିଶାର ପ୍ରାଚୀନ ଲୋକକଳା 'ପାଲା'ର ବିଶିଷ୍ଟ ଗାୟକ ତଥା ଶତାୟୁ ବରେଣ୍ୟ କଳାକାର ଶେଖର ଜଗନ୍ନାଥ ବେହେରାଙ୍କର ପରଲୋକ। ରବିବାର ରାତି ୧୧ଟା ୪୫ ମିନିଟରେ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କଟିଜଙ୍ଗା ଗ୍ରାମରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଏହି ମହାନ କଳାକାରଙ୍କ ପରଲୋକରେ…

ଦୁଲୀପ ଟ୍ରଫି ୨୦୨୬: ଘୋଷଣା ହେଲା ସମସ୍ତ ଜୋନର ଦଳ, ଓହ୍ଲାଇବେ ଅନେକ ତାରକା ଖେଳାଳି

ନୂଆଦିଲ୍ଲୀ: ଭାରତୀୟ ଘରୋଇ କ୍ରିକେଟ୍‌ର ପ୍ରତିଷ୍ଠିତ ଟୁର୍ନାମେଣ୍ଟ ଦୁଲୀପ ଟ୍ରଫି ୨୦୨୬ ପାଇଁ ସମସ୍ତ ୬ଟି ଜୋନ୍‌ର ଦଳ ଘୋଷଣା କରାଯାଇଛି । ଚଳିତ ସିଜନ୍‌ରେ ଦେଶର ବହୁ ନାମୀଦାମୀ ତଥା ତାରକା ଖେଳାଳି ମଇଦାନକୁ ଓହ୍ଲାଇବେ । ଚଳିତ ଦୁଲୀପ ଟ୍ରଫିରେ ତିଲକ ବର୍ମା, ଇଶାନ କିଶାନ, ରଜତ ପାଟିଦାର,…

ବୃଜଭୂଷଣ ଖଲାସ: କ୍ଷୋଭ ପ୍ରକାଶ କଲେ ଭିନେଶ

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବୃଜଭୂଷଣ ଶରଣ ସିଂଙ୍କୁ ଦିଲ୍ଲୀର ଏକ ଅଦାଲତ ମହିଳା ପହଲୱାନ ଯୌନ ନିର୍ଯ୍ୟତନା ମାମଲାରେ ଦୋଷମୁକ୍ତ କରିଛନ୍ତି । ଅଦାଲତଙ୍କ ଏହି ରାୟ ପରେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗଟ ତୀବ୍ର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । ୬ ଜଣ…

Vigilance raid : ଭିଜିଲାନ୍ସ ଜାଲରେ ଟ୍ରାଫିକ୍ ଇନ୍ସପେକ୍ଟର; ଲାଞ୍ଚ ନେଲା ବେଳେ ଧରାପଡ଼ିଲେ…

ରାଉରକେଲା:ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନସ୍ପେକ୍ଟର । ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ । ମୁକେଶ କୁମାର ମିଶ୍ର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ।ସୁନ୍ଦରଗଡ-ରାଉରକେଲା ରାସ୍ତାର ବଡଗାଁ…

ବୁମରାଙ୍କ ସ୍ଥାନରେ ଦଳରେ ସାମିଲ ହେଲେ ଆକିବ ନବୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଦଳରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି । ଆହତ ସମସ୍ୟା ଯୋଗୁଁ ତାରକା ଦ୍ରୁତ ବୋଲର ଜସପ୍ରୀତ ବୁମରା ସିରିଜରୁ ବାଦ୍ ପଡ଼ିଥିବା ବେଳେ, ତାଙ୍କ ସ୍ଥାନରେ ଜମ୍ମୁ-କାଶ୍ମୀରର ଫାଷ୍ଟ ବୋଲର ଆକିବ ନବୀଙ୍କୁ ଭାରତୀୟ ଟେଷ୍ଟ ଦଳରେ…

ପିଏମଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଝିଅ ସାର୍ବଜନୀନ ଭାବରେ କ୍ଷମା ମାଗିଥିଲେ। ଏହି ଭିଡିଓ ଭାଇରାଲ ହେବା ପରେ ନାବାଳିକା ଝିଅ ବିରୁଦ୍ଧରେ ରୁଜୁ ହୋଇଥିବା FIR କୁ ଆଗକୁ…

ବାଙ୍କିପୁର ଉପନିର୍ବାଚନରେ ଜିତିଲେ ପ୍ରଶାନ୍ତ କିଶୋର !

ପଟନା: ବିହାର ବାଙ୍କିପୁର ଉପନିର୍ବାଚନ ଜିତିଲେ ପ୍ରଶାନ୍ତ କିଶୋର। ଜନ ସୁରଜ ପାର୍ଟି ମୁଖ୍ୟ ପ୍ରଶାନ୍ତ କିଶୋର ବିଜୟୀ। ବିଜେପି ପ୍ରାର୍ଥୀ ନୀରଜ କୁମାରଙ୍କୁ ହରାଇଲେ ପ୍ରଶାନ୍ତ। ବିଜେପିଠୁ ୧୧ହଜାରରୁ ଅଧିକ ଭୋଟରେ ଆଗୁଆ JSP। ନୂଆ ସମୀକରଣ ଉପରେ ଏବେ ସମସ୍ତଙ୍କ ନଜର। ଜନ ସୁରଜ ପାର୍ଟିର…