ଭୁବନେଶ୍ୱର ରେଳ ଷ୍ଟେସନରେ ଏସଟିଏଫ୍; ଚାଲିଛି ପାର୍ସଲ ସ୍କାନିଂ
ଭୁବନେଶ୍ୱର: ପାର୍ସଲ କନସାଇନମେଣ୍ଟ ମାଧ୍ୟମରେ ଅବୈଧ ଚାଲାଣ ସମ୍ପର୍କରେ ସୂଚନା ପାଇବା ପରେ ବୁଧବାର ଦିନ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଭୁବନେଶ୍ୱର ରେଳ ଷ୍ଟେସନରେ ଚଢାଉ କରିଥିଲା।
ସୂଚନା ଅନୁଯାୟୀ, ସର୍ଚ୍ଚ ଅପରେସନ୍ ସମୟରେ ରେଳ ଷ୍ଟେସନର…