୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ
ନୂଆଦିଲ୍ଲୀ: ଇତିହାସ ରଚିଲା ନାସା: ୫୦ ବର୍ଷ ପରେ ଚନ୍ଦ୍ର ପରିକ୍ରମା କରି ପୃଥିବୀକୁ ଫେରିଲେ ମହାକାଶଚାରୀ। ଆର୍ଟେମିସ୍-୨ ମିଶନ ସଫଳ: ପ୍ରଶାନ୍ତ ମହାସାଗରରେ ଓରିଅନ୍ କ୍ୟାପସୁଲ୍ର ସୁରକ୍ଷିତ ଲ୍ୟାଣ୍ଡିଂ ।
ଭାଙ୍ଗିଲା ସବୁ ରେକର୍ଡ: ପୃଥିବୀଠାରୁ ୪ ଲକ୍ଷ କିଲୋମିଟର ଦୂରକୁ ଯାଇ ନୂଆ…