ବିବାହ ଟ୍ରାକକୁ ଫେରିଲେ କି ସ୍ମୃତି-ପଳାଶ
ମୁମ୍ବାଇ: ଭାରତର ମହିଳା କ୍ରିକେଟର ସ୍ମୃତି ମାନ୍ଧାନା ଓ ସଙ୍ଗୀତକାର ପଳାଶ ମୁଚ୍ଛଲଙ୍କ ବିଚ୍ଛେଦ ବେଶ ଚର୍ଚ୍ଚା ସାଁଉଟିଥିଲା । ଏପରିକି ଉଭୟଙ୍କ ବିବାହ ମଧ୍ୟ ଭାଙ୍ଗି ଯାଇଥିଲା । ନିକଟରେ ଏକ ଭିଡିଓ ଏହି ସମ୍ପର୍କରେ ସୁଧାର ଆଣିଥିବା ଅନୁମାନ କରାଯାଉଛି । ଏଥିରେ ସ୍ମୃତିଙ୍କ ପିତା…