Latest Odisha News

BREAKING NEWS

ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ: ଏବେ ଦାଦନ ହେବେ ଡାକ୍ତର

ରାୟଗଡ଼ା: ହାରିଲା ଦାରିଦ୍ର୍ୟ । ଜିତିଲା ଦୃଢ ଇଛାଶକ୍ତି । ସବୁ ବାଧାବିଘ୍ନ ସତ୍ତ୍ୱେ ସେ ପହଞ୍ଚିଲେ ନିଜ ଲକ୍ଷ୍ୟସ୍ଥଳରେ  । ଏବେ ହାତମୁଠାରେ ସ୍ୱପ୍ନ ।  ଯେଉଁ ଅଭାବ ତାଙ୍କ ପାଦର ବେଡ ଥିଲେ ସେ ହିଁ ତାଙ୍କୁ ରାସ୍ତା ଦେଖାଇଲା । ପ୍ରେରଣା ଦେଲା । ଏବେ ସ୍ୱପ୍ନକୁ ସାକାର କରିବା ପାଇଁ ମାତ୍ର…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀ। ଏହାସହ ବିଦ୍ୟାର୍ଥୀମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ୱାରା…

ପୁସ୍ତକ ପରିଚୟ : ଷଠୀରୁ ଷାଠିଏ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ବାସନ୍ତୀ ଦାସଙ୍କ ଆତ୍ମଜୀବନୀ "ଷଠୀରୁ ଷାଠିଏ" ଏକ ସୂକ୍ଷ୍ମ ଆକଳନ ପ୍ରଥମ ପ୍ରକାଶ ‐ ୨୦୨୩ ପ୍ରକାଶକ ‐ ଶିଳାଶ୍ରୀ ପବ୍ଲିକେଶନ୍ସ, ଭୀମଟାଙ୍ଗି, ଭୁବନେଶ୍ବର ଯୋଗାଯୋଗ ‐ ୯୮୫୩୯୯୩୯୯୩ ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ.୨୫୦/- ମାତ୍ର  ଜୀବନରେ ବେଶ୍…

ଲାଲଗଡରେ ଲାଗିଲା ଲାଲ୍ ବ୍ୟାନର, ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ

ରାୟଗଡ଼ା: ଦୀର୍ଘ ଦିନର ନିରବତା ପରେ ଆଜି ପୁଣି ଥରେ ନିଜ ସ୍ଥିତିକୁ ଜାହିର କରିଛି ମାଓବାଦୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓବାଦୀଙ୍କ ନାମରେ ଲାଗିଛି ଲାଲ୍ ବ୍ୟାନର। ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ମାଓବାଦୀ ନାମରେ ଲାଗିଛି ଲାଲ୍ ବ୍ୟାନର। ସିପିଆଇ ମାଓବାଦୀ ଶ୍ରୀକାକୁଲମ…

ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି: ଟୁଇଟର ହାଣ୍ଡେଲରୁ ଖୁବ ଶୀଘ୍ର ଉଡିଯିବ ପୁରୁଣା ପୋଷ୍ଟ ସହ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସ ଅର୍ଥାତ ଟୁଇଟର ପ୍ଲାଟଫର୍ମ ବାବଦରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୁଇଟରରୁ ଆଉ ଖୋଜିଲେ ମିଳିବନି ପୁରୁଣା ଫଟୋ କିମ୍ବା ଭିଡିଓ । ଟୁଇଟର ପ୍ଲାଟଫର୍ମରୁ ପୁରୁଣା ଫଟୋ ଓ ଭିଡିଓ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲନ ମସ୍କ । ଏହି ନିଷ୍ପତ୍ତି ଅନୁସାରେ,…

ପୂରଣ ହେବ ୭୪୮୩ ନର୍ସିଂ ଅଫିସର ପଦବୀ, ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ

କଟକ: ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ନିଯୁକ୍ତି ପାଇବେ ୭୪୮୩ ନର୍ସିଂ ଅଫିସର। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ…

ଆଜିଠୁ ବଢ଼ିବ ବର୍ଷା; ୨୫ରେ ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ୨୫ ତାରିଖରେ ସୃଷ୍ଚି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରୀ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…

କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ…

ଜନ୍ମ ଦିନରେ ଘୋଷଣା ହେଲା ଚିରଞ୍ଜୀବୀଙ୍କ ଫିଲ୍ମ ମେଗା ୧୫୭

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିିରଞ୍ଜୀବୀଙ୍କ ଜନ୍ମ ଦିନରେ ପ୍ରଶଂସକଙ୍କୁ ଖୁସି ଖବର ମିଳିଛି । ଏହି ଦିନ ତାଙ୍କର ନୂଆ ଫିଲ୍ମ ମେଗା ୧୫୭ର ଘୋଷଣା ହୋଇଛି । ୟୁଭି କ୍ରିଏଶନ ଏହି ଫିଲ୍ମ ପ୍ରସ୍ତୁତ କରୁଛି । ଏହା ଏକ ଫାଂଟାସି ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି ।…