କଟକରେ ଅଜଣା ବ୍ୟକ୍ତିର ଗୁଳିରେ ଯୁବକ ମୃତ, ପୂର୍ବ ଶତ୍ରୁତା ସନ୍ଦେହ
କଟକ: କଟକ ସଦର ଥାନା ଅନ୍ତର୍ଗତ ସୁଭଦ୍ରାପୁର ଅଞ୍ଚଳରେ ଗତକାଲି ଅପରାହ୍ନରେ ଜଣେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ମୃତକଙ୍କ ନାଁ ଚିନ୍ତାମଣି ସାହୁ ବୋଲି ଥାନାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ବାଇକ୍ ଆରୋହୀ ଦୁର୍ବୃତ୍ତ ଯୁବକଙ୍କ…