ବାହାଘରର ୧୦ ଦିନ ପରେ ବାପ ଘରକୁ ବୁଲିବାକୁ ଆସି ପ୍ରେମିକ ସହ ଫେରାର
ବଲାଙ୍ଗୀର:ବାହାଘରର ୧୦ ଦିନ ପରେ ଫେରାର ହୋଇଯାଇଛନ୍ତି ନବବଧୂ। ସେ ତାଙ୍କ ପ୍ରେମିକ ସହିତ ଫେରାର ହୋଇଥିବା ଅଭିଯୋଗ ହୋଇଛି। ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ତିନି ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ନଗଦ ୨୦ ହଜାର ଟଙ୍କା ନେଇ ଝିଅ ଫେରାର ହୋଇଥିବା…