Latest Odisha News

BREAKING NEWS

Ranbir Kapoor Apologise: କାହିଁକି ଦଶହରା ମଞ୍ଚରେ ଭୁଲ୍ ମାଗିଲେ ରଣବୀର କପୂର?

କୋଲକାତା: ବଲିଉଡ୍ ଅଭିନେତା ରଣବୀର କପୁର ଦଶହରା କାର୍ଯ୍ୟକ୍ରମରେ ଦେଇଥିବା ଭାଷଣକୁ ନେଇ କ୍ଷମା ମାଗିଛନ୍ତି। ପଶ୍ଚିମବଙ୍ଗରେ ଆୟୋଜିତ ଏକ ଦଶହରା କାର୍ଯ୍ୟକ୍ରମରେ ତାଙ୍କର ଏକ ବକ୍ତବ୍ୟ ସୋସିଆଲ ମିଡିଆରେ ଚର୍ଚ୍ଚାକୁ ଆସିବା ପରେ ଅଭିନେତା ଏହାକୁ ନିଜର ଭାଷାଗତ ତ୍ରୁଟି ବୋଲି ସ୍ପଷ୍ଟ…

ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯାଇ ବୁଡ଼ିଗଲେ; ଜଣେ ମୃତ, ୨ ନିଖୋଜ 

ଯାଜପୁର: ଯାଜପୁର ଜିଲ୍ଲାରେ ଦୁର୍ଗା ପୂଜା ବିସର୍ଜନ ଦେଖିବାକୁ ଯିବା ବେଳେ ଅଘଟଣ। ଏକ ଛୋଟ ମାଛ ଧରା ଡଙ୍ଗାରେ ଯାଉଥିବା ଗୋଟିଏ ପରିବାରର ଚାରି ଜଣ ସଦସ୍ୟ ତାନ୍ତିଘାଇ ନଦୀରେ ବୁଡ଼ି ଯାଇଛନ୍ତି। ସୂଚନା ଅନୁଯାୟୀ, ଯାଜପୁର ସଦର ଥାନା ଅନ୍ତର୍ଗତ ବାଡ଼ି ଅଞ୍ଚଳର ଦାନରକୁଳା ଘାଟ ନିକଟରେ ସକାଳ…

Rahul Gandhi’s Vietnam visit: “ମୁଁ କୌଣସି ଟ୍ରାଭେଲ୍ ଏଜେଣ୍ଟ ନୁହେଁ”: ରାହୁଲଙ୍କ ଭିଏତନାମ ଗସ୍ତ ଉପରେ…

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଚାରିଦିନିଆ ଭିଏତନାମ ଗସ୍ତକୁ ନେଇ ରାଜନୀତି ସରଗରମ ହୋଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ପ୍ରତିବାଦ ଚାଲିଥିବା ବେଳେ ରାହୁଲ ବିଦେଶ ଗସ୍ତରେ ଯାଇଥିବାରୁ ବିଜେପି ପ୍ରଶ୍ନ…

୨୨ ଜୁଆ ଆଡ୍ଡାରେ ଚଢ଼ାଉ: ୧୧୫ ଗିରଫ, ୨ ଲକ୍ଷରୁ ଅଧିକ ଟଙ୍କା ଜବତ

ଛତ୍ରପୁର: ପାର୍ବଣ ଋତୁରେ ଜୁଆ ଖେଳ ଉପରେ ଗଞ୍ଜାମ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ । ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରେ ଚଢ଼ାଉ କରି ୨୨ଟି ଜୁଆ ମାମଲା ରୁଜୁ କରାଯାଇଥିବାବେଳେ ମୋଟ ୧୧୫ ଜଣଙ୍କୁ ଗିରଫ କରାଯାଇଛି। ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଏସପି ହରିଶ ବିଶି । କେ.ଏସ୍.ନଗର, ପୋଲସରା,…

ହସ୍ପିଟାଲରେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ, ଚିକିତ୍ସା ଅବହେଳା ଅଭିଯୋଗ…

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ଚାପା ଉତ୍ତେଜନା ଦେଖାଦେଇଛି । ମୃତକଙ୍କ ପରିବାରବର୍ଗ ମେଡ଼ିକାଲ ପରିସରରେ ବିକ୍ଷୋଭ ପ୍ରଦର୍ଶନ…

Sonia Gandhi Instagram debut: ଇନଷ୍ଟାଗ୍ରାମରେ ସୋନିଆ ଗାନ୍ଧୀଙ୍କ ଡେବ୍ୟୁ! ନିଜ ବହିର ପ୍ରଥମ ଝଲକ ସେୟାର କରି…

ନୂଆଦିଲ୍ଲୀ: କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ନିଜର ଡେବ୍ୟୁ କରିଛନ୍ତି। ଗୁରୁବାର ନିଜର ପ୍ରଥମ ପୋଷ୍ଟରେ ସେ ଆଗାମୀ ପୁସ୍ତକ ‘Belonging: A Journey of Love’ର ପ୍ରଥମ ଝଲକ ସେୟାର କରିଛନ୍ତି। ଏହି ପୁସ୍ତକକୁ ସେ “ପ୍ରେମ,…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଅଲିଭ୍ ରିଡ୍‌ଲି ଗବେଷଣା: ସାମୁଦ୍ରିକ ଜୀବଙ୍କ ସୁରକ୍ଷା ପାଇଁ ଖୋଲିବ ନୂଆ ବାଟ

ବ୍ରହ୍ମପୁର: ଓଡ଼ିଶାରେ ଅଲିଭ୍ ରିଡ୍‌ଲି କଇଁଛଙ୍କ ସଂରକ୍ଷଣ ଓ ଅନୁସନ୍ଧାନ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଏକ ଆନ୍ତର୍ଜାତୀୟ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ହେବାକୁ ଯାଉଛି। ଏହି ପ୍ରକଳ୍ପ ଦ୍ୱାରା ବୈଜ୍ଞାନିକମାନେ କଇଁଛମାନଙ୍କର ପ୍ରବାସ, ପ୍ରଜନନ ଏବଂ ଗଣ ଅଣ୍ଡାଦାନ ପ୍ରକ୍ରିୟା…

ଓରାଙ୍ଗଉଟାଙ୍ଗଙ୍କ ‘ଘର ବାହୁଡ଼ା’: ଇଣ୍ଡୋନେସିଆ ଫେରିଯିବେ ୫ ଦୁର୍ଲଭ ବନ୍ୟଜନ୍ତୁ!

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଉଦ୍ଧାର ହୋଇଥିବା ୫ଟି ଓରାଙ୍ଗଉଟାନ (Orangutans) ଶାବକ ଖୁବ୍‌ଶୀଘ୍ର ନିଜ ଦେଶ ଇଣ୍ଡୋନେସିଆକୁ ଫେରିଯିବେ। ବର୍ତ୍ତମାନ ଏହି ବିରଳ ବନ୍ୟପ୍ରାଣୀମାନେ ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସ୍ୱତନ୍ତ୍ର ଯତ୍ନରେ ଅଛନ୍ତି।…

Rajya Sabha By-Election: ଆସିଲା ତାରିଖ, ଏହିଦିନ ପଡିବ ରାଜ୍ୟସଭା ଉପନିର୍ବାଚନ ଭୋଟ୍! ଅକ୍ଟୋବର ୨୬ରୁ ନାମାଙ୍କନ…

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଖାଲି ପଡ଼ିଥିବା ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ (ECI)। ଆସନ୍ତା ନଭେମ୍ବର ୧୨ ତାରିଖରେ ଭୋଟ୍‌ଗ୍ରହଣ ହେବ। ଏହି ଆସନଟି ଏଲ୍‌. ମୁରୁଗନଙ୍କ ଇସ୍ତଫା ପରେ ଖାଲି ପଡ଼ିଛି। ଅକ୍ଟୋବର ୧୪ରୁ ଏହି ଆସନ ଖାଲି…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି, ଆସନ୍ତାକାଲି ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ପୁଣି ଡରାଉଛି ବାତ୍ୟା ଭୟ। ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି ଏବଂ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଦକ୍ଷିଣପୂର୍ବ ଓ ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହି…