Latest Odisha News

BREAKING NEWS

‘ହଟଲାଇନ ମେଣ୍ଟେନାନ୍ସ’: ଏଣିକି ବିନା ବିଦ୍ୟୁତ୍ କାଟ୍‌ରେ ହେବ ମରାମତି, ଦାୟିତ୍ୱ ନେଲେ ମୁଖମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲାକୁ ଏକ ସମୃଦ୍ଧ ଶିଳ୍ପ ହବ୍‌ରେ ପରିଣତ କରିବା ଲକ୍ଷ୍ୟରେ ଆଜି ମୁଖ୍ୟମନ୍ତ୍ରୀ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ବଡ଼ବିଲ ଅଂଚଳର ଉଚ୍ଚବାଲି ଠାରେ ୧୬୪୭ କୋଟି ଟଙ୍କା…

ସମର କୋର୍ସ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ଆନ୍ଧ୍ରକୁ ଶିଶୁ ଚାଲାଣ ବେଳେ ୧୪ ଜଣ ଉଦ୍ଧାର

ମାଲକାନଗିରି: ସମର କୋର୍ସ ଓ ସୁଟିଂ ନାଁରେ ହେଇଥାନ୍ତା କି ଧର୍ମାନ୍ତରୀକରଣ? ମାଲକାନଗିରି ଜିଲ୍ଲାରେ ଏକ ବସ୍ ରୁ ଚାଇଲ୍ଡଲାଇନ୍ ଅଧିକାରୀଙ୍କ ସହ ପୋଲିସ ୧୪ ଜଣ ଶିଶୁଙ୍କୁ ଆନ୍ଧ୍ରପ୍ରଦେଶ ଚାଲାଣ କରାଯାଉଥିବା ବେଳେ ଉଦ୍ଧାର କରିଛି। ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଏବଂ ଚାଇଲ୍ଡ ହେଲ୍ପଲାଇନ୍‌ର…

ରାଜ୍ୟରେ କେବେ ହେବ ନିଗମ ଓ ବୋର୍ଡ ନିଯୁକ୍ତି? ମନମୋହନ ସାମଲ ଦେଲେ ବଡ଼ ସୂଚନା

ଭୁବନେଶ୍ବର: ଜୁନ ୧୨ରେ ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବ। ସଂକଳ୍ପ ପତ୍ରରେ ଯେଉଁ କଥା କହିଥିଲେ ସରକାର, ସେଥିରୁ ୮୦ ପ୍ରତିଶତ କାମ ସରିଛି। ବାକି ଥିବା କାମ ୨ ବର୍ଷ ପୂର୍ତ୍ତି ପୂର୍ବରୁ ଶେଷ ହେବ। ସରକାରଙ୍କ ୨ ବର୍ଷ ପୂର୍ତ୍ତି ହେବା ପୂର୍ବରୁ ବାକି ସମସ୍ତ ନିଯୁକ୍ତି ଶେଷ ହେବ। ରାଜ୍ୟରେ…

India fifth-largest Military Spender: ସେନାଙ୍କ ଉପରେ ପାଣି ଭଳିଆ ଟଙ୍କା ବୁହାଉଛି ଏହି ଦେଶ…

ନୂଆଦିଲ୍ଲୀ: ପେଟକୁ ପଛେ ଦାନା ନ ମିଳୁ, କିନ୍ତୁ ଦେଶର ସାମରିକ ଏବଂ ଅସ୍ତ୍ରଶସ୍ତ୍ରରେ କୌଣସି ଅଭାବ ପରିଲକ୍ଷିତ ନ ହେଉ। ବଦଳୁଥିବା ବିଶ୍ୱ ଦୃଶ୍ୟପଟ ଏବଂ ପାରସ୍ପରିକ ଦ୍ୱନ୍ଦ୍ୱ ମଧ୍ୟରେ ଏବେ ବିଶ୍ୱର ପ୍ରତ୍ୟେକ ଦେଶ ଏହି ପ୍ରଚେଷ୍ଟାରେ ଲାଗିଛନ୍ତି। ଦେଶଗୁଡ଼ିକ ଏବେ ସେମାନଙ୍କର ପ୍ରତିରକ୍ଷା…

ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ

ଭୁବନେଶ୍ୱର: ୟୁ ଟର୍ଣ୍ଣ ମାରିଲା କି କଂଗ୍ରେସ? ପଞ୍ଚାୟତ ନିର୍ବାଚନରେ ହେବନି କୌଣସି ମେଣ୍ଟ। ଓଡ଼ିଶାରେ ପରବର୍ତ୍ତୀ ପଞ୍ଚାୟତ ନିର୍ବାଚନ ୨୦୨୭ ମସିହାରେ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଆସନ ସଂରକ୍ଷଣ (Reservation) ପ୍ରକ୍ରିୟା…

ଅସହ୍ୟ ଗ୍ରୀଷ୍ମ ପ୍ରବାହ; ସକାଳ ୧୧ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଲୋକମାନେ ଘରୁ ନ ବାହାରିବାକୁ ପରାମର୍ଶ…

ଭୁବନେଶ୍ୱର: ଡହଡହ ଖରା ସାଙ୍ଗକୁ ଅସହ୍ୟ ଗୁଳୁଗୁଳିରେ ଛଟପଟ ଓଡିଶାବାସୀ । ଏହାରି ଭିତରେ ଗ୍ରୀଷ୍ମ ପ୍ରବାହକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ମନ୍ତ୍ରୀ କହିଛନ୍ତି ଯେ, ଗ୍ରୀଷ୍ମ ପ୍ରବାହକୁ ନେଇ ୩୦ଟି ଜିଲ୍ଲାର ଜିଲ୍ଲାପାଳଙ୍କ ସହ…

ଟାଟା ଷ୍ଟିଲ୍ ଫାଉଣ୍ଡେସନର ବଡ଼ ଘୋଷଣା: ବୈଷୟିକ ଶିକ୍ଷାର୍ଥୀଙ୍କୁ ମିଳିବ ସବ୍‌ସିଡି, ଉପକୃତ ହେବେ ଛାତ୍ରଛାତ୍ରୀ

ଗୋପାଳପୁର: ବୈଷୟିକ ଶିକ୍ଷା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଟାଟା ଷ୍ଟିଲ୍ ଫାଉଣ୍ଡେସନ (ଟିଏସଏଫ୍‌) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ନିଜର ବୈଷୟିକ ପ୍ରଶିକ୍ଷଣ ପ୍ରତିଷ୍ଠାନଗୁଡ଼ିକରେ କୋର୍ ଡିପ୍ଲୋମା କରୁଥିବା ପିଲାଙ୍କ ପାଇଁ ସଂସ୍ଥା…

GenZ ଙ୍କୁ କାଜୋଲଙ୍କ ପରାମର୍ଶ

ନୂଆଦିଲ୍ଲୀ: ଆଜିର ଡିଜିଟାଲ୍ ଦୁନିଆରେ ଯୁବପିଢ଼ି କେଉଁଠି ହଜିଯାଉଛନ୍ତି କି ? ସୋସିଆଲ ମିଡିଆର ‘ଟ୍ରେଣ୍ଡ’ ପଛରେ ଦୌଡୁଥିବା ଜେନ୍-ଜି (GenZ) କୁ ଏବେ ଏକ ବଡ଼ ପରାମର୍ଶ ଦେଇଛନ୍ତି ବଲିଉଡର ଅଭିନେତ୍ରୀ କାଜୋଲ। କାଜୋଲ କହିଛନ୍ତି, କେବଳ ଲାଇକ୍, କମେଣ୍ଟ କିମ୍ବା ଟ୍ରେଣ୍ଡ ଦ୍ୱାରା ନୁହେଁ,…

PM Modi Plays Football: ପିଏମ୍ ମୋଦୀଙ୍କ ଫୁଟବଲ୍ ଅବତାର, ପିଲାଙ୍କ ସହ ଖେଳି କଲେ ଗୋଲ ପରେ ଗୋଲ…

ଗ୍ୟାଙ୍ଗଟକ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦୁଇ ଦିନିଆ ସିକିମ୍ ଗସ୍ତରେ ଅଛନ୍ତି। ସେ ସିକିମର ୫୦ ତମ ରାଜ୍ୟ ପ୍ରତିଷ୍ଠା ଦିବସ ପାଳନର ସମାପନ ଉତ୍ସବରେ ଯୋଗଦେବା ପାଇଁ ଗ୍ୟାଙ୍ଗଟକ୍ ରେ ପହଞ୍ଚିଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ସହରରେ ଏକ ବିଶାଳ ରୋଡ୍ ଶୋ’ରେ…

ମହାରାଷ୍ଟ୍ର MLC ନିର୍ବାଚନ: କାହିଁକି ନାଁ ଘୋଷଣା କରୁନାହିଁ ବିଜେପି, କ’ଣ ରହିଛି ରଣନୀତି?

ମୁମ୍ବାଇ: ଦୁଇବର୍ଷ ଧରି ହେବାକୁ ଥିବା ମହାରାଷ୍ଟ୍ର ବିଧାନ ପରିଷଦ (MLC) ନିର୍ବାଚନ ରାଜ୍ୟରେ ହଇଚଇ ସୃଷ୍ଟି କରୁଛି। ଶାସକ ଭାରତୀୟ ଜନତା ପାର୍ଟି (BJP) ନିର୍ବାଚନ ପାଇଁ ସତର୍କ ରହିଛି। ମେ ୧୨ ନିର୍ବାଚନ ପାଇଁ ବିଜେପି ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରିନାହିଁ। ଏବେ ରିପୋର୍ଟ ଆସିଛି…